Browsing Category

ରାଜ୍ୟ

ବାସନ୍ତୀ ମଞ୍ଜରୀ ମେମୋରିଆଲ କ୍ରିକେଟ କପ୍‌, ଗ୍ରାଣ୍ଡ ଫାଇନାଲରେ ଅଟ୍ରି ଚାଂପିଆନ

ଗଣିଆ,୨୯/୧୨- ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବେଲପଡାପାଟଣା ଶ୍ରୀଶ୍ରୀ ରଘୁନାଥଜୀଉ କ୍ଲବ ଆନୁକୂଲ୍ୟରେ ବାସନ୍ତୀ ମଞ୍ଜରୀ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଦଧିବାବନ ଜୀଉ ଉଚ୍ଚ଼ବିଦ୍ୟାଳୟ ଖେଳପଡ଼ିଆରେ ୪୪ତମ ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।
Read More...

ବୌଦ୍ଧ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ରାମକୃଷ୍ଣ ବାଳାଶ୍ରମ ପରିଦର୍ଶନ

ବୌଦ୍ଧ,୨୯/୧୨- ଆଜି ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା ବୀରନରସିଂହପୁରସ୍ଥିତ ରାମକୃଷ୍ଣ ବାଳାଶ୍ରମକୁ ତ୍ରୟୋମାସିକ ପରିଦର୍ଶନରେ ଯାଇଥିଲେ । ରାମକୃଷ୍ଣ ବାଳାଶ୍ରମର ସମସ୍ତ ରେକର୍ଡପତ୍ର ଯାଞ୍ଚକରିବାସହ ବାଳାଶ୍ରମର ଅନ୍ତେବାସୀମାନଙ୍କ ସହ ମିଶି ସେମାନଙ୍କୁ ପାଠପଢା, ସ୍ୱାସ୍ଥ୍ୟ
Read More...

ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ଘୁ ଉଦୟଗିରି ପରିଦର୍ଶନ

ଘୁ.ଉଦୟଗିରି,୨୯/୧୨- ଆଜି ସନ୍ଧ୍ୟାରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଘୁ. ଉଦୟଗିରି ପରିଦର୍ଶନ କରି ବିଜେଡି ଦଳର ନେତାମାନଙ୍କୁ ଭେଟି ଦଳ ବିଷୟରେ ଆଲୋଚନା କରିଛନ୍ତି । ମାଇନରୀଟି କର୍ମୀ ସମେତ ବିଜେଡି ଦଳର ଅନେକ କର୍ମୀ ଉପସ୍ଥିତ ରହି ସାଂସଦଙ୍କ ସ୍ୱାଗତ କରିଥିଲେ । ସଂସଦ ଆଜି ରାଇକିଆ ଏକ
Read More...

ଆଜାଦିକା ଅମୃତ ମହୋତ୍ସବ ଅବସରରେ ମକଡ୍ରିଲ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୨୯/୧୨- ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଆଜାଦିକା ଅମୃତ ମହୋତ୍ସବ ଅବସରରେ ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ଏକ ମକଡ୍ରିଲ କାର୍ଯ୍ୟକ୍ରମ ଓ ସଚେତନତା ସଭା ଆୟୋଜିତ ହୋଇଯାଇଛି । ପାରଳାଖେମୁଣ୍ଡି ଉପକଣ୍ଠର ବୃନ୍ଦାବନ ପ୍ୟାଲେସ
Read More...

ଡିସେମ୍ବର ୩୦ରୁ ଜାନୁଆରୀ ୩ ଯାଏଁ ନନ୍ଦନକାନନ ବନ୍ଦ

ଭୁବନେଶ୍ବର : ନୂଆବର୍ଷରେ ବନ୍ଦ ରହିବ ନନ୍ଦନକାନନ । ଡିସେମ୍ବର ୩୦ତାରିଖରୁ ଜାନୁଆରୀ ୩ ତାରିଖ ଯାଏଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ । ନନ୍ଦନକାନନ ସମେତ ରାଜ୍ୟ ବଟାନିକାଲ ଗାର୍ଡେନ ମଧ୍ୟ ଏହି ସମୟ ଭିତରେ ବନ୍ଦ ରହିବ । ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ
Read More...

୬ ଆଇପିଏସଙ୍କ ପଦୋନ୍ନତି

ଭୁବନେଶ୍ବର :୬ ପୁଲିସ ଅଧିକାରୀଙ୍କୁ ପଦୋନ୍ନତି। ଆଇପିଏସ ଦୀପକ କୁମାର, ଆଶିଷ କୁମାର ସିଂହ ଓ ସତ୍ୟବ୍ରତ ଭୋଇଙ୍କୁ ଆଇଜି ପାହ୍ୟାକୁ ଉନ୍ନୀତ କରାଯାଇଛି । ଏମାନେ ସମସ୍ତେ ୨୦୦୪ ବ୍ୟାଚ୍ ଅଧିକାରୀ । ସେମାନଙ୍କୁ କେଉଁଠି ଅବସ୍ଥାପିତ କରାଯିବ.ସେ ନେଇ ଗୃହ ବିଭାଗ ନିଷ୍ପତ୍ତି ନେବ । ଏହାଛଡା
Read More...

ଦଶପଲ୍ଲାରେ ରାଜନୈତିକ ଉଷ୍ମତା, ଆରମ୍ଭ ହେଲାଣି ଅଙ୍କକଷା

ଦଶପଲ୍ଲା : -ସାନି ତାଲିକା ପ୍ରକାଶ ପାଇବା ପରେ ପଞ୍ଚାୟତ ନିର୍ବାଚନ ପାଇଁ ମାଳ ମାଳ ଆଶାୟୀ ଯୋଦ୍ଧା ଏବେ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇବାକୁ ପାଗ,ଶିରପା ଭିଡିଲେଣି । ଗାଁ ଗାଁ ରେ ଏବେ ୱାର୍ଡମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ ,ସମିତି ସଭ୍ୟ ଆଦି ଆସନରେ ବିଜୟୀ ହେବା ପାଇଁ ଗୋଟିଏ ଦଳର
Read More...

ସେବାର ଅନ୍ୟନାମ ଅନନ୍ୟା ଫାଉଣ୍ଡେସନ

ଦଶପଲ୍ଲା : ବନ୍ୟା,ବାତ୍ୟା ଝଡି, ବଢି କିମ୍ବା ଅନାଥ ଲୋକଙ୍କ ପାଇଁ ସହାୟତା, ସବୁ କ୍ଷେତ୍ରରେ ଅନନ୍ୟା ଫାଉଣ୍ଡେସନ ସେବା ମନୋବୃତ୍ତି ନେଇ ସହାୟତାର ହାତ ବଢାଇ ଚାଲିଛି । ଏଇ ଦୁଇଦିନ ତଳେ ନୟାଗଡ଼ ବ୍ଲକ ଅନ୍ତର୍ଗତ ଜାମୁସାହି ଗ୍ରାମର ଶିଶିର କୁମାର ରାଉତ ହଠାତ୍‌ ଦିନେ ମୁଣ୍ଡ ବୁଲାଇ ତଳେ
Read More...

ଜିଲ୍ଲାରେ ପ୍ରଥମ ସ୍ଥାନରେ କୃତୀ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ୨୦୨୦-୨୦୨୧ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ପରୀକ୍ଷା ଏବଂ କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ସର୍ବ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ
Read More...

ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ (ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ) ପକ୍ଷରୁ ଜିଲ୍ଲା ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ସମେତ ଜିଲ୍ଲାସ୍ତରୀୟ
Read More...