Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାପାଳ ଓ ଏସ୍ପିଙ୍କ ବିଭିନ୍ନ ଚିକିତ୍ସାଳୟ ପରିଦର୍ଶନ,ଚିକିତ୍ସିତ ହେଉଥିବା ବିଏସ୍କେୱାଇ କାର୍ଡଧାରୀମାନଙ୍କ…
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ଆଜି ଜିଲ୍ଲାର ଗୋଷାଣୀ ବ୍ଲକ, କାଶୀନଗର ବ୍ଲକ ସମେତ ପାରଳାଖେମୁଣ୍ଡି ସହରରେ ଥିବା ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ମୁଖ୍ୟତଃ ବିଜୁ ସ୍ୱାସ୍ଥ୍ୟ!-->…
Read More...
Read More...
ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀକୁ ସହାୟତା ରାଶି ବଣ୍ଟନ
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ଧାମନଡ଼ଙ୍ଗା ପଂଚାୟତରେ ସମ୍ପୃକ୍ତି କରୋନା ପରିସ୍ଥିତି ସମୟରେ ଜୀବନ ଜୀବିକା ଦୃଷ୍ଟିରୁ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ର ସ୍ୱତନ୍ତ୍ର ରାଶି ପ୍ରଦାନ କରାଯାଇଛି । ୱାର୍ଡ!-->…
Read More...
Read More...
ବଦଳିପାରେ ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି
ଭୁବନେଶ୍ବର: ବଦଳିପାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଖୋଲିବା ନିଷ୍ପତ୍ତି । ଏ ନେଇ ଡିଏମଇଟି ରମାରମଣ ମହାନ୍ତି ସୂଚନା ଦେଇଛନ୍ତି । ଡିଏମଇଟି କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବାରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା!-->…
Read More...
Read More...
ଏହି ସମୟରେ ପିଲାଙ୍କୁ ଦିଆଯିବ ଟିକା
ଭୁବନେଶ୍ୱର: ୧୫ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ରଖିଛନ୍ତି । ୧୫ରୁ ୧୮ ବର୍ଷର ପିଲାଙ୍କ ପାଇଁ ଡ଼େଡ଼ିକେଟେଡ଼ ସାଇଡ଼ ଖୋଲିବା ସହିତ ସେଠାରେ ଦିନ ତମାମ ଟିକାକରଣ ଜାରି ରହିବ । ଯେଉଁ ଟିକାକରଣ କେନ୍ଦ୍ର ଗୁଡ଼ିକ ପୂର୍ବରୁ ଅଛି!-->…
Read More...
Read More...
ଗର୍ଜନରେ ବ୍ଳକ ସ୍ତରୀୟ ପାରମ୍ପରିକ ବୈଦ୍ୟ ସମ୍ମିଳନୀ
ପାଟଣାଗଡ଼ : କୋଶଳ ଗନ୍ଧମାର୍ଦ୍ଧନ ବୈଦ୍ୟ ମହାସଂଘ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କଲ୍ୟାଣ ରେଙ୍ଗାଲଜୁରୀର ମିଳିତ ଆନୁକୁଲ୍ୟରେ ପାରମ୍ପରିକ ବୈଦ୍ୟ ସମ୍ମିଳନୀ ବଲାଙ୍ଗୀର ବ୍ଳକ ଗର୍ଜନ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ କଂଗ୍ରେସ ସଭ୍ୟ ସୋମେରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ପଶ୍ଚିମ ଲୋକକଳା!-->…
Read More...
Read More...
ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବାକୁ ଦାବିପତ୍ର
ସୁବର୍ଣ୍ଣପୁର: ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ସୋନପୁର ଶାଖାର ଏକ ସାଧାରଣ ସଭା ସ୍ଥାନୀୟ ଏନଜିଓସିସି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଲଳିତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ସାଧାରଣ ସମ୍ପାଦକ ପ୍ରଣୟ ପଟ୍ଟନାୟକ, ଉପ ସଭାପତି!-->…
Read More...
Read More...
୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ, ସେଲ ରାଞ୍ଚିକୁ ହରେଇ ଆହ୍ଲାବାଦ ଫାଇନାଲରେ
ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ପଡିଆରେ ହେଉଥିବା ୨୫ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପର ଦ୍ୱିତୀୟ ସେମିଫାଇନାଲରେ ସେଲ ରାଞ୍ଚିକୁ ହରେଇ ଏନଏନଏସ ଆହ୍ଲାବାଦ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚଟି ତିନୋଟି ଫର୍ମାଟରେ!-->…
Read More...
Read More...
ଜାତୀୟ କଂଗ୍ରେସର ୧୩୭ତମ ପ୍ରତିଷ୍ଠା ଦିବସ ପାଳିତ
ଫୁଲବାଣୀ;- କନ୍ଧମାଳ ଜିଲ୍ଲା ଜାତୀୟ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ଅନାମ ନାୟକ ଙ୍କର ନେତୃତ୍ୱରେ ୧୩୭ ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ଠାରେ ପାଳିତ ହୋଇଥିଲା । ଫୁଲବାଣୀ ସଦର ମହକୁମା ସ୍ଥିତ ମାଦିକୁନ୍ଦା ଛକ ନିକଟରେ ଥିବା ମହିଳା ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା!-->…
Read More...
Read More...
ଓଡିଶାରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର:ଆଜି ପୁଣି ଓଡିଶାରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ବ୍ୟକ୍ତି ମୟୂରଭଞ୍ଜ ଜିଲ୍ଲାର ଓ ସେ କିଛି ଦିନ ତଳେ ୟୁଏଇରୁ ଫେରିଥଲେ । ଫେରିବା ପରେ ସେ କରୋନା ପଜିଟିଭ୍!-->…
Read More...
Read More...
ବାଇକ ଦୁର୍ଘଟଣାରେ ୨ଗୁରୁତର
ଫୁଲବାଣୀ,୨୮/୧୨- କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମୁଖ୍ୟରାସ୍ତାର ମାଦିକୁନ୍ଦା ଛକ ନିକଟସ୍ଥ କୃଷି ବିଭାଗ ସାମ୍ନାରେ ଫାଷ୍ଟଫୁଡ଼ ଦୋକାନ ଆଗରେ ଏକ ବାଇକ ଚାଳକ କ୍ଷିପ୍ରବେଗରେ ଆସି ରାସ୍ତାରେ ଯାଉଥିବା ଏକବ୍ୟକ୍ତିକୁ ଧକ୍କାଦେବା ଫଳରେ ବ୍ୟକ୍ତି ଜଣଙ୍କ ଛିଟିକି ପଡିବାରୁ ଉଭୟ ବାଇକ ଚାଳକ ଓ!-->…
Read More...
Read More...