Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ:ଜଣେ ଗୁରୁତର
ବାଲିଗୁଡ଼ା,୨୮/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଖମଣଖୋଲ ରତାପଡ଼ାରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରତାପଡ଼ାର ଜଣେ ବ୍ୟକ୍ତି ଅନ୍ୟଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ଅପରାହ୍ନରେ ରତାପଡ଼ାର ଭୁବନ ନାୟକ ନାମକ ଜଣେ!-->…
Read More...
Read More...
ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବୌଦ୍ଧ,୨୮/୧୨- ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ନିଯୁକ୍ତି ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ବୌଦ୍ଧର ମିଳିତ ସହଯୋଗରେ ବୌଦ୍ଧ ଜିଲାରେ!-->…
Read More...
Read More...
ଜାଭିୟର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ
ବୌଦ୍ଧ,୨୮/୧୨- ବୌଦ୍ଧଜିଲ୍ଲାକୁ ପଞ୍ଚାୟତିରାଜ ପରିଚାଳନାର ତାଲିମପାଇଁ ଆସିଥିବା ଜାଭିୟର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ପଞ୍ଚାୟତିରାଜ ବିଭାଗର ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ!-->…
Read More...
Read More...
କଂଗ୍ରେସର ପ୍ରତିଷ୍ଠା ଦିବସରେ ଅସହାୟଙ୍କୁ କମ୍ବଳ ବଣ୍ଟନ
ବୌଦ୍ଧ,୨୮/୧୨- ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସରେ ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ପରାମର୍ଶକ୍ରମେ ଜିଲ୍ଲାର ୨ଶହ ଅସହାୟ, ଅକର୍ମଣ୍ୟ ଏବଂ ବୃଦ୍ଧ/ବୃଦ୍ଧା ମାନଙ୍କୁ କଂଗ୍ରେସ କର୍ମୀ ମାନଙ୍କ ଦ୍ୱାରା ଚି଼ହ୍ନଟ କରାଯାଇ ଚନ୍ଦନ ନଗର, ବଡ଼ ବାଗବର,!-->…
Read More...
Read More...
ସ୍ବଚ୍ଛ ସର୍ବେକ୍ଷଣ ନିମନ୍ତେ ବ୍ରାଣ୍ତ ଆମ୍ବାସଡର ଘୋଷଣା
ପୁରୀ- ପୁରୀ ସହରକୁ ସ୍ବଚ୍ଛ ରଖିବା ସହ ସ୍ବଚ୍ଛ ସର୍ବେକ୍ଷଣରେ ପୁରୀ ଧାମକୁ ଏକ ନମ୍ବର କରିବା ନିମନ୍ତେ ପ୍ରଶାସନ ଅଣ୍ଟା ଭିଡିଛି । ସହରର ସବୁ ବର୍ଗ ମଧ୍ୟରେ ସଚେତନ ସୃଷ୍ଟି ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ରାଣ୍ତ ଆମ୍ବାସାଡର ଓ ପୃଷ୍ଠପୋଷକଙ୍କ ନାମ ଘୋଷଣା କରାଯାଇଛି । ଜାତୀୟ!-->…
Read More...
Read More...
ମୋ ସରକାର କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ଆମର ଲକ୍ଷ୍ୟ । ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ କ୍ରମାଗତ ଭାବରେ ପରିବତ୍ତନ କରିବାକୁ ହେବ । ଆଜି ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ!-->…
Read More...
Read More...
ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଦଳର ପ୍ରତିଷ୍ଠା ଦିବସ ପାଳନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଦଳର ୧୩୭ତମ ପ୍ରତିଷ୍ଠା ଦିବସ ପାଳନ କରାଯିଇଛି । ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଦଳୀୟ ପତାକା ଉତ୍ତୋଳନ!-->…
Read More...
Read More...
ଜିଲ୍ଲା ସ୍ତରୀୟ ଯୁବ ସମାବେଶର ଚତୁର୍ଥ ପର୍ଯ୍ୟାୟ ସେବାଦଳ ତାଲିମ ଶିବିର
ସୁବର୍ଣ୍ଣପୁର: ଶ୍ରୀ ସତ୍ୟ ସାଇ ସେବା ସଂଗଠନ ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁବ ସମାବେଶ (ଚତୁର୍ଥ ପର୍ଯ୍ୟାୟ )ଡୁଙ୍ଗୁରିପାଲି ସ୍ଥିତ ଅଇଁଲାସାରି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ଗୋଷ୍ଠୀ ଭବିଷ୍ୟତ ଭାରତର ଭାଗ୍ୟ ନିୟନ୍ତା । ଭାରତ ନିର୍ମାଣ ଯୋଜନାରେ ଅଂଶ ଗ୍ରହଣ କରି!-->…
Read More...
Read More...
ସମନ୍ୱିତ ରୋଗ ପୋକ ପରିଚାଳନା କୃଷକ ସଚେତନତା କର୍ମଶାଳା
ପାରଳାଖେମୁଣ୍ଡି : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତ ର ଆର ପଡିକିଆ ଗ୍ରାମରେ ଦୁଇଦିନିଆ ଧାନଗଛ ସମନ୍ୱିତ ରୋଗ ପୋକ ପରିଚାଳନା ଓ ନିୟନ୍ତ୍ରଣ ପଦ୍ଧତି ଓ ରସାୟାନିକ ବିଷୟରେ ଦୁଇ ଦିନିଆ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଅଧିନ ଏମଏସ!-->…
Read More...
Read More...
ଆଗାମୀ ରଣନୀତି ପ୍ରସ୍ତୁତି ଚୁଡ଼ାନ୍ତ କରିବା ନେଇ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସ୍ୱତନ୍ତ୍ର ବୈଠକ
ଗଞ୍ଜାମ : ବ୍ରହ୍ମପୁର ମହାନଗର ସନ୍ନିକଟ ଅଞ୍ଚଳ ଏବଂ ପାର୍ଶ୍ୱବର୍ତ୍ତୀ ପଞ୍ଚାୟତକୁ ମହାନଗର ନିଗମରେ ସାମିଲ କରିବା ଉଦ୍ଦେଶ୍ୟରେ ଗଠିତ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ନୂତନ ମନୋନୀତ କାର୍ଯ୍ୟକର୍ତ୍ତା ଓ କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଜରୁରୀ ବୈଠକ!-->…
Read More...
Read More...