Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜାନୁଆରୀ ୧୧ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ହେବ ରଥକାଠ ଅନୁକୂଳ
ଦଶପଲ୍ଲା: ଆସନ୍ତା ୨୦୨୨ ମସିହା ଜାନୁଆରୀ ୧୧ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ସକାଶେ ରଥକାଠ ଅନୁକୂଳ ପୂଜା ଶୁଭାରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ପ୍ରତିବର୍ଷ ପାରମ୍ପରିକ ଭାବେ ରଥକାଠ ସଂଗ୍ରହ ପାଇଁ!-->…
Read More...
Read More...
ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ
ଭୁବନେଶ୍ୱର,୨୮/୧୨(ହୀ.ପ୍ର): ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖରୁ ରାଜ୍ୟର ସମସ୍ତ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି ।ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ!-->…
Read More...
Read More...
ଭୁବନେଶ୍ବର ଏକାମ୍ର ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୧୦୩ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରର ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ଏକାମ୍ର ଅଞ୍ଚଳର ବିକାଶ ପାଇଁ ପୁରୁଣା ଭୁବନେଶ୍ବରରେ ୨୪ ଘଣ୍ଟିଆ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ଧଉଳି ଶାନ୍ତିସ୍ତୂପର!-->…
Read More...
Read More...
ମହାରାଜା ହାଇସ୍କୁଲ ୧୯୭୬ ବ୍ୟାଚ ଛାତ୍ରମାନଙ୍କ ବନ୍ଧୁ ମିଳନ
ସୁବର୍ଣ୍ଣପୁର: ସ୍ଥାନୀୟ ମେହେର ପାର୍କ୍ସରେ ମହାରାଜା ହାଇସ୍କୁଲର ୧୯୭୬ ବ୍ୟାଚର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଏହି ବ୍ୟାଚର ୫୨ଜଣ ପୁରାତନଛାତ୍ର ଯୋଗଦାନ କରିଥିଲେ । ଏହିଅବସରରେ ସଂଘର ସଂଯୋଜକ ସିତାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ସଭାର!-->…
Read More...
Read More...
ଖୁବ ଶୀଘ୍ର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ ସରକାର
ଭୁବନେଶ୍ବର ୨: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ଖୁବ ଶୀଘ୍ର ସରକାର ସଂରକ୍ଷଣ ତାଲିକା ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ । ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ପ୍ରକାଶ କରି ସାରିଛି ପଞ୍ଚାୟତିରାଜ ବିଭାଗ । ଏବେ ସରପଞ୍ଚ ସମିତି ସଭ୍ୟ ଇତ୍ୟାଦି ତାଲିକା ପ୍ରକାଶ!-->…
Read More...
Read More...
ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ମକରନ୍ଦ ବେଉରାଙ୍କ ଯୋଗଦାନ
ଦଶପଲ୍ଲା :ନୟାଗଡ଼ ଜିଲ୍ଲାରେ ନୂତନ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ମକରନ୍ଦ ବେଉରା ଯୋଗ ଦେଇଛନ୍ତି । ସେ ଏଥିପୂର୍ବରୁ କୋରାପୁଟ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି । ବେଳେ ନୟାଗଡ଼ ଜିଲ୍ଲା ର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକର ସମସ୍ୟା ସମ୍ପର୍କରେ ଜାଣି!-->…
Read More...
Read More...
ପଲ୍ଲିଶ୍ରୀ ମେଳା -୨୦୨୧ ଉଦଯାପିତ : ୪ ଦିନରେ ୪୮ ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟବସାୟ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଓରମାସ ଓ ଜିଲ୍ଲା ଜୀବିକା ମିଶନ ସହଯୋଗରେ ଜିଲ୍ଲାସ୍ତରୀୟ ୪ ଦିନିଆ ପଲ୍ଲିଶ୍ରୀ-ମେଳା -୨୦୨୧ ରବିବାର!-->…
Read More...
Read More...
ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଇ-ଫାଇଲିଂ କେନ୍ଦ୍ର ଉଦ୍ଘାଟିତ
ନବରଙ୍ଗପୁର : ଓଡ଼ିଶା ଉଚ୍ଚ଼ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର ନବରଙ୍ଗପୁରକୁ ଦିନିକିଆ ଗସ୍ତରେ ଆସି ନୂତନ କୋଠା ଗୃହ ପରିଦର୍ଶନ କରିଥିଲେ । ଗତକାଲି ପୂର୍ବାହ୍ନ ୧୦ଟାରେ ଜୟପୁର କୋର୍ଟରୁ ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ (ଜୟପୁର)ର ଇ-ଫାଇଲିଂ କେନ୍ଦ୍ର ଗୁଡିକୁ ଅନ୍!-->…
Read More...
Read More...
ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆଶଙ୍କା, ଚିନ୍ତାରେ କୁକୁଡା ବେପାରୀ
ପୁରୀ : ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଆଶଙ୍କାଙ୍କୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ତିନି ଦିନ ଧରି ଚାଲିଥିବା କାଉ ଓ କୁକୁଡ଼ା ମଡ଼କକୁ ନେଇ ଏବେ କୁକୁଡା ବେପାରୀମାନେ ବାର୍ଡ ଫ୍ଲୁ ବ୍ୟାପୁଥିବା ଆଶଙ୍କା କରିଛନ୍ତି । ପକ୍ଷୀ ଅଭୟାରଣ୍ୟ ଚିଲିକା ନଳବଣ କାଉ ମୃତ୍ୟୁ ସ୍ଥାନଠାରୁ ମାତ୍ର ୧୦ରୁ ୧୨!-->…
Read More...
Read More...
ରାୟଗଡା ସହରରେ ଦିନକରେ ୩ଟି ଚୋରି ଘଟଣା,ପୋଲିସର ତଦନ୍ତ ଜାରି
ରାୟଗଡା: ରାୟଗଡା ସହରରେ ଆଜି ଗୋଟିଏ ଦିନରେ ତିନୋଟି ପୃଥକ୍ ପୃଥକ୍ ଚୋରି ଘଟଣା ଟାଉନ ଥାନା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ଉପରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ତଥାପି ଚୋରି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ!-->…
Read More...
Read More...