Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦୁଇ ବ୍ରାଉନ ସୁଗାର ବେପାରୀ ଗିରଫ
ପୁରୀ : ପୁରୀରୁ ଧରା ହେଲେ ଦୁଇ ବ୍ରାଉନ ସୁଗାର ବେପାରୀ । ଏସଟିଏଫ ଓ ତାଳବଣିଆ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ଦୁଇ ବେପାରୀ । ଗିରଫ ହୋଇଥିବା ଦୁଇ ବେପାରୀ ହେଲେ ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ୱର ଖଣ୍ଟପଡାର କମଳ କିଶୋର ପଣ୍ଡା । ଏମାନଙ୍କ ଠାରୁ ୧୦୦ ଗ୍ରାମ!-->…
Read More...
Read More...
କାର୍ ଧକ୍କାରେ ପଥଚାରୀ ଗୁରୁତର, ଉଦ୍ଧାର କରି ନିଜ ଗାଡିରେ ମେଡିକାଲ ପଠାଇଲେ ଏସପି
ପାରଳାଖେମୁଣ୍ଡି : ଆଜି ସନ୍ଧ୍ୟା ପ୍ରାୟ ୭.୦୦ ଘଣ୍ଟା ବେଳେ ପାରଳାଖେମୁଣ୍ଡି ରାମନଗର ଛକରେ ଗୋଟିଏ କାର ଜଣେ ପଦଯାତ୍ରୀଙ୍କୁ ଦୁର୍ଘଟଣା ଘଟାଇବା ଫଳରେ ପଥଚାରୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଲୋକେ ତାଙ୍କୁ ମେଡିକାଲ୍ ସ୍ଥାନାନ୍ତର କରିବା ବଦଳରେ ଫଟୋ ଉଠାଉ ଥାନ୍ତି । ଏହିପରି!-->…
Read More...
Read More...
ଏନୱାଇକେ ପକ୍ଷରୁ ସିଲେଇ ତାଲିମ କାର୍ଯ୍ୟକ୍ରମ
ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ନୂଆରିପଦର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ପିଜେଡି ୟୁଥ କ୍ଲବ ଜାର୍ଗୀପଡ଼ାର ମିଳିତ ଆନୁକୂଲ୍ୟରେ ସିଲେଇ ତାଲିମ କେନ୍ଦ୍ର ଉଦଘାଟନ ହୋଇ ଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ!-->…
Read More...
Read More...
ସମାଜସେବୀ ସୋମନାଥଙ୍କ ଜନ୍ମଦିନ ପାଳନ,୧୪୧ୟୁନିଟ ରକ୍ତ ସଂଗୃହୀତ
ବଲାଙ୍ଗୀର : ସେବା ସମର୍ପଣର ସଂଗଠନ ୱିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ ସଭାପତି ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲଳିତ ନାୟକଙ୍କ ପଟ୍ଟଶିଷ୍ୟ ସୋମନାଥ ମିଶ୍ରଙ୍କ ଜନ୍ମଦିନ ବିଭିନ୍ନ ସ୍ଥାନରେ ଖୁବ୍ ଧୁମଧାମରେ ପାଳିତ ହେଉଛି । ପୁଇଁତଲା ବ୍ଳକ ବାବାଜୀପାଲି ଓ ଆଗଲପୁର ବ୍ଳକ ରାମପୁରଠାରେ!-->…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୨ ମୃତ
ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟସ୍ଥ ୫୭ ନଂ ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ୪ ଜଣ ଲୋକ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା କାର୍ । ମିଳିଥିବା ସୂଚନା ମୁତାବକ ନୁଗୁଁଆ ଛକ ନିକଟରେ ୪ ଜଣ ଲୋକ ଛିଡ଼ା ହୋଇଥିବା ବେଳେ ଏକ କାର୍ ଦ୍ରୁତଗତିରେ!-->…
Read More...
Read More...
ଜମି ପଟ୍ଟା ଓ ଆବାସ ଦାବିରେ ଧାରଣା
ବଲାଙ୍ଗୀର: ଭିଲେଜରସ୍ ଇଣ୍ଡିଆ ପାର୍ଟି ଓ ଭୂମିହୀନ ମହିଳା ସଂଘର ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭୂମିହୀନ ଓ ବିସ୍ଥାପିତ ବସ୍ତି ବାସିନ୍ଦାଙ୍କୁ ବସୁନ୍ଧରା ଜାଗା ମିଶନ ପଟ୍ଟା ସହ ଆବାସ ଯୋଜନାରେ ସାମିଲ, ପଟ୍ଟା ପାଇଥିବା!-->…
Read More...
Read More...
ବାତ୍ୟା ଜୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା
ଭୁବନେଶ୍ୱର: ଚଳିତ ଡିସେମ୍ବର ୪ ଓ ୫ ତାରିଖ ଦୁଇ ଦିନ ଧରି ସଂଗଠିତ ହୋଇଥିବା ବାତ୍ୟା ଜୱାଦ ଦ୍ବାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫୦୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଘୋଷଣା କରିଛନ୍ତି ।
୩୩ ପ୍ରତିଶତ ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର ଓ!-->!-->!-->…
Read More...
Read More...
ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସଂପର୍କିତ ଜନଶୁଣାଣି ଅନୁଷ୍ଠିତ
ପୁରୀ,୨୭/୧୨- ଶ୍ରୀସେତୁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ସଂପର୍କିତ ପୁନଃବାସ ଓ ପୁନଃଥଇଥାନ ପାଇଁ ପ୍ରସ୍ତୁତ ଚିଠା ଉପରେ ସମଙ୍ଗ, ମାଟିତୋଟା, ମାର୍କଣ୍ଡେଶ୍ୱର ସାହି-୧ ମୌଜା ନିମନ୍ତେ ଜଗନ୍ନାଥ ବଲ୍ଲଭ ମଠ ପ୍ରାଙ୍ଗଣରେ ଜନଶୁଣାଣି ଅନୁଷ୍ଠିତ ହୋଇଛି । ଉପ ଜିଲ୍ଲାପାଳ ତଥା ପ୍ରଶାସକ ଶ୍ରୀ!-->…
Read More...
Read More...
ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ
ସୁବର୍ଣ୍ଣପୁର,୨୭/୧୨- ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ସମୀକ୍ଷା ବୈଠକ ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ବିଭାଗ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନିର୍ବାଚନ ମଣ୍ଡଳୀ!-->…
Read More...
Read More...
କଟକ ପରେ ପୁରୀରେ ମାଞ୍ଜା ସୂତା ଲାଗି ଜଣେ ଆହତ
ପୁରୀ,୨୭/୧୨- କଟକ ପରେ ଆଜି ପୁରୀରେ ମାଞ୍ଜା ସୂତା ଲାଗି ଜଣେ ଆହତ ହୋଇଥିବା ଜଣାପଡିଛି । ନିଜ ଅସୁସ୍ଥ ପୁଅ ପାଇଁ ବଡ଼ଡାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବାବେଳେ ଗୁଡି ସୂତା ବେକରେ ଲାଗି ଜଣେ ଆହତ ହୋଇଛନ୍ତି । ପୁରୀ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ରଙ୍କ ବେକରେ ଗୁଡି ସୂତା ଲାଗି!-->…
Read More...
Read More...