Browsing Category

ରାଜ୍ୟ

ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ନାଇଟ୍‌କର୍ଫ୍ୟୁ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା । ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ନାଇଟ୍‌କର୍ଫ୍ୟୁ…
Read More...

ରାଜ୍ୟରେ ଆଉ ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହି କ୍ରମରେ ଆଜି ପୁଣି ୨୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଆଇଏଲ୍‌ଏସ୍‌ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି । ୨୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ବିଦେଶ ଫେରନ୍ତା ବୋଲି ଜଣାପଡିଛି…
Read More...

ସୁବର୍ଣ୍ଣପୁର ଜିଲ୍ଲା ଗ୍ରନ୍ଥାଗାରରେ ଯୁବାବର୍ଗଙ୍କ ପାଇଁ କ୍ୟାରିଅର କାଉନସେଲିଂର ଦ୍ୱିତୀୟ ବୈଠକ

ସୁବର୍ଣ୍ଣପୁର: ଜିଲ୍ଲାର ଯୁବାବର୍ଗଙ୍କ ଉନ୍ନତ ଭବିଷ୍ୟତ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଜିଲ୍ଲାର ସଂସ୍କୃତି ଭବନରେ ସ୍ଥାପିତ ନୂତନ ଜିଲ୍ଲା ଗ୍ରନ୍ଥାଗାରରେ କ୍ୟାରିଅର କାଉନସେଲିଂର ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ…
Read More...

ଆପ ପକ୍ଷରୁ ଜିଲ୍ଲାପାଳଙ୍କୁ ୧୪ଦଫା ଦାବିପତ୍ର ପ୍ରଦାନ

କଣ୍ଟାବଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଆମ ଆଦମୀ ପାର୍ଟି ନେତା ସୁରଥ ବେହେରାଙ୍କ ନେତୃତ୍ୱରେ ୧୪ଦଫା ଦାବିକୁ ଭିତ୍ତି କରି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଜରିଆରେ ଜିଲ୍ଲାପାଳକୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ବାର୍ଦ୍ଧବ୍ୟ, ବିଧବା ଓ ଭିନ୍ନକ୍ଷମକୁ ତିନି ମାସର…
Read More...

ପ୍ରଥମ ପଶ୍ଚିମ ଓଡିଶା ତାଇକଣ୍ଡୋ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ପକ୍ଷରୁ ସୋନପୁର ସହର କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜାନୁଆରୀ ୧୫ ଏବଂ ୧୬ ତାରିଖ ଦୁଇଦିନ ଧରି ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ପଶ୍ଚିମ ଓଡିଶା ତାଇକଣ୍ଡୋ ପ୍ରତିଯୋଗିତା…
Read More...

ଭୁବନେଶ୍ବରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି

ଭୁବନେଶ୍ବର : ଭୁବନେଶ୍ବରର ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ବିଏମସି । ଏହି ସ୍ଥାନରୁ ଏକାଧିକ ପଜିଟିଭ୍ କେସ୍ ବାହରି ଥିବାରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଚାର୍ଯ୍ୟ ବିହାର ସାଇ ମନ୍ଦିର ନିକଟ ପ୍ଲଟ୍ ନଂ ୧୪୯୯, ସତ୍ୟ ନଗରର ୧୨୦ବି ପ୍ଲଟ୍ ନଂ, ବାପୁଜୀ ନଗରର ପ୍ଲଟ୍ ନଂ…
Read More...

ବିଦେଶୀ ପକ୍ଷୀଙ୍କ ସମାଗମରେ ମୁଖରିତ ସାତକୋଶିଆ ଗଣ୍ଡ, ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଗଣିଆ : ଅଧିକ ଶୀତ, ଖାଦ୍ୟଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି । ହଜାର ହଜାର କିଲୋମିଟର ପଥ ଅତିକ୍ରମ କରି ଓଡିଶାକୁ ଆସି ବିଦେଶ ପକ୍ଷୀ ମାନେ ମହାନଦୀ ବନ୍ୟପ୍ରାଣୀ ଅଧୀନରେ ଥିବା ନୟାଗଡ଼ ମହାନଦୀର ସାତୋକୋଶିଆ ଗଣ୍ଡ ଓ ପଦ୍ମତୋଳା ଅଭୟରଣ୍ୟକୁ ଚାଲି ଆସନ୍ତି…
Read More...

କ୍ୟାବିନେଟ୍ ବୈଠକ: ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ ନିଷ୍ପତ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ଅଧୀନ ଜମି ସମ୍ପର୍କିତ ମାମଲା ତୁରନ୍ତ ଫଇସଲା ପାଇଁ…
Read More...

ଓଡିଶାରେ ଦିଲ୍ଲୀ ପରି ସ୍ଥିତି ହେବା ଆଶଙ୍କା !

ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ଓଡ଼ିଶାରେ ଯେପରି ବଢୁଛି ପୂର୍ବରୁ ବି ଅନ୍ୟ ରାଜ୍ୟରେ ଏପରି ସଂକ୍ରମଣ ବଢ଼ୁଥିଲା। ବର୍ତ୍ତମାନ ଟ୍ରାନ୍ସମିସନ ହାର ଅଧିକ ରହୁଛି । ବର୍ତ୍ତମାନ ଯେପରି…
Read More...

ଓବିସି ସଂରକ୍ଷଣ ବାତିଲ ବିରୋଧରେ ଜିଲ୍ଲା ଓବିସି ମଞ୍ଚର ବିକ୍ଷୋଭ

ବଲାଙ୍ଗୀର: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ବାତିଲ ବିରୋଧରେ ଜିଲ୍ଲା ଓବିସି ମଞ୍ଚ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂରକ୍ଷଣ କାଏମ ନ ହେବାଯାଏ ନିର୍ବାଚନ ବାତିଲ ଦାବି କରାଯାଇଛି । ନାମକୁ ମାତ୍ର କମିଶନ ଗଠନ ବ୍ୟତୀତ…
Read More...