Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅର୍ଥମନ୍ତ୍ରୀ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଦ୍ୱାରା ସୋନପୁର ସହରର ବିଭିନ୍ନ ପ୍ରକଳ୍ପ ଉଦଘାଟିତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ମହାନଦୀ ବ୍ରିଜରେ ଉଜ୍ୱଳ ଆଲୋକୀ କରଣ ବ୍ୟବସ୍ଥାକୁ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଶୁଭ ଉଦଘାଟନ ପୂର୍ବକ ଲୋକାର୍ପଣ କରିଛନ୍ତି । ପ୍ରଥମେ ସୁବର୍ଣ୍ଣପୁର ପୌର ପରିଷଦର ମୋ ଖତ!-->…
Read More...
Read More...
ଓଡିଶାରେ କାୟା ମେଲାଉଛି ଓମିକ୍ରନ, ପୁଣି ୪ ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର: ଓଡିଶାରେ କାୟା ମେଲାଉଛି ଓମିକ୍ରନ । ଦିନକୁ ଦିନ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଏବେ ପୁଣି ରାଜ୍ୟରେ ଆଉ ୪ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମାମଲା ୮କୁ ବୃଦ୍ଧି ପାଇଛି ।
ଓଡ଼ିଶାରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ନେଇ!-->!-->!-->…
Read More...
Read More...
ଲୁହାସିଂହା ସର୍ବୋଦୟ ନୋଡାଲ ବିଦ୍ୟାପୀଠ ହାଇସ୍କୁଲର ୧୯୯୯ ବ୍ୟାଚ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ
ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଲୁହାସିଂହା ସର୍ବୋଦୟ ନୋଡାଲ ବିଦ୍ୟାପୀଠ ହାଇସ୍କୁଲର ୧୯୯୯ ବ୍ୟାଚର ପୁରାତନ ଛାତ୍ରମାନଙ୍କ ବନ୍ଧୁ ମିଳନ ଉତ୍ସବ ସୁକତେଲ ନଦୀ କୂଳରେ ଛାତ୍ର ଭୂପିନ୍ଦର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ଉତ୍ସବରେ ଦୀର୍ଘ ୨୨!-->…
Read More...
Read More...
୨୫ ତମ ବିଜେଡିର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଜହ୍ନାପଙ୍କ,୨୪/୧୨:ବୌଦ୍ଧ ବ୍ଳକ ଅନ୍ତର୍ଗତ ଲଷ୍ମୀପ୍ରସାଦ ପଞ୍ଚାୟତରେ ୨୫ ତମ ବିଜେଡିର ପ୍ରତିଷ୍ଠା ଦିବସ ପ୍ରସ୍ତୁତି ପାଇଁ ସରପଞ୍ଚ ରାଜେନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡିର ରାଜ୍ୟ ଯୁଗ୍ମ ସମ୍ପାଦକ ଅଶୋକ ସାହୁ , ସମ୍ମାନିତ ଅତିଥି!-->…
Read More...
Read More...
ନବରଙ୍ଗପୁରରେ ଜୀବନ ନିଷ୍ଠୁରତା ସମିତିର ବୈଠକ
ନବରଙ୍ଗପୁର: ନବରଙ୍ଗପୁର ଜୀବନେ ନିଷ୍ଠୁରତା ସମିତିର ବୈଠକ ନବରଙ୍ଗପୁର ଜିଲ୍ଲାପାଳ ଡଃ କୋମଲ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୁଲା ଗାଈ ଗୋରୁ ଅସୁସ୍ଥ ଓ ଜରାଜୀର୍ଣ୍ଣ ପ୍ରାଣୀଙ୍କ ପ୍ରତି ହେଉଥିବା!-->…
Read More...
Read More...
ଆମ ଲୋକକଳା, ଆମ ସଂସ୍କୃତି କାର୍ଯ୍ୟକ୍ରମ ଉଦଘାଟିତ
ଦଶପଲ୍ଲା,୨୫/୧୨ : - ନୟାଗଡ଼ ଦକ୍ଷିଣ କାଳୀ ପଡିଆ ଠାରେ ଅଂଚଳ ସ୍ତରୀୟ ,ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ନୟାଗଡ଼!-->…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ
ଦଶପଲ୍ଲା,୨୫/୧୨ : - ଖୋର୍ଦ୍ଧା - ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ପଥରପୁଞ୍ଜାଠାରେ ଗତକାଲିରାତି ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ବାଣୀଗୋଛା ଥାନା ଅଧୀନସ୍ଥ ଜାମୁସାହି ଗ୍ରାମର ବୀରେନ୍ଦ୍ର!-->…
Read More...
Read More...
ବିଧି ମୁତାବକ ଅଜଣା ବୃଦ୍ଧଙ୍କ ଶୁଦ୍ଧିକ୍ରିୟା କଲେ ପୋଲିସ ବିଭାଗ
କଣ୍ଟାବାଞ୍ଜି,୨୫/୧୨ - ବିଧି ମୁତାବକ ଅଜଣା ବୃଦ୍ଧଙ୍କ ଶବ ସତ୍କାର ପରେ ଆଜି ସ୍ଥାନୀୟ ଥାନା ପରିସରରେ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ପୋଲିସ ବିଭାଗ ପକ୍ଷରୁ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ଅସହାୟ, ଭିନ୍ନକ୍ଷମ ଓ ଭିକ୍ଷା ମାଧ୍ୟମରେ ପେଟପୋଷଣ କରୁଥିବା ବ୍ୟକ୍ତିକୁ ଶୋକପତ୍ର!-->…
Read More...
Read More...
ସୋନପୁର ବ୍ଲକରେ ବୁଲିଲା ମାନସିକ ସଚେତନତା ରଥ,୨୮ ଡିସେମ୍ବରରେ ମାନସିକ ରୋଗ ନିରୂପଣ ଶିବିର
ସୋନପୁର,୨୫/୧୨- ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ଏକ ମାନସିକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ!-->…
Read More...
Read More...
୧୩ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ
ଫୁଲବାଣୀ,୨୫/୧୨ - କନ୍ଧମାଳ ଜ଼ିଲ୍ଲାରୁ ୪୦ ଜଣ ଯୁବକ ଓ ଯୁବତୀ ରାଞ୍ଚି, ଝାଡ଼ଖଣ୍ଡ ଠାରେ ଚାଲିଥିବା ୧୩ ତମ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ସମାପ୍ତ ପରେ କନ୍ଧମାଳ ଫେରିଛନ୍ତି । କନ୍ଧମାଳ ଜ଼ିଲ୍ଲାରେ ବସଷ୍ଟାଣ୍ଡରେ ପହଞ୍ଚିବା ପରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ!-->…
Read More...
Read More...