Browsing Category

ରାଜ୍ୟ

ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ : ଫୁଲବାଣୀରେ ଆଜି ବିଜେଡ଼ି ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଫୁଲବାଣୀ ବ୍ଲଡ଼ ବ୍ୟାଙ୍କଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଶୁଭ ଉଦଘାଟନ କରିଥିଲେ । କେବଳ ଫୁଲବାଣୀ ସହର
Read More...

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ, ବିଜୁଙ୍କ ଅଧୁରା ସ୍ୱପ୍ନ ପୂରଣ ପାଇଁ ବିଜେଡ଼ି ପ୍ରତିଜ୍ଞାବଦ୍ଧ

ଭୁବନେଶ୍ୱର: ରାଜ୍ୟରେ ଶାସନ କ୍ଷମତାରେ ଦୀର୍ଘ ୨୨ବର୍ଷ ଧରି ନିରଙ୍କୁଶ ଭାବରେ ରହି ଆସୁଥିବା ବିଜୁ ଜନତା ଦଳ ଆଜି ତାର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ଅବସରରେ ବିଜେଡି ବରିଷ୍ଠ ନେତା ପ୍ରମୁଖ ବିଜୁବାବୁଙ୍କ ଅଧୁରା ସ୍ୱପ୍ନ ପୂରଣ ପାଇଁ ଦଳ ସଂକଳ୍ପବଦ୍ଧ ବୋଲି ମତବ୍ୟକ୍ତ
Read More...

ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ଉଦଯାପିତ

ଦଶପଲ୍ଲା : ଦଶପଲ୍ଲା ମାଟିର ବରପୂତ୍ର, ପ୍ରଥିତଯଶା ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ଏକବର୍ଷବ୍ୟାପି ଚାଲିଥିବା ଜନ୍ମ ଶତବାର୍ଷିକୀର ଉଦଯାପନୀ ସମାରୋହ ଆଜି ଦଶପଲ୍ଲା ଗାନ୍ଧୀ ପଡିଆ ନିକଟସ୍ଥ ଗୋବିନ୍ଦ ଭବନରେଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ନାଟ୍ୟକାର ରାମଚନ୍ଦ୍ର ମିଶ୍ର ସ୍ମୃତି
Read More...

କୁରାଳ କଲେଜରେ ଜାତୀୟ ସେବା ଯୋଜନା ଶିବିର ଉଦଘାଟିତ

ଦଶପଲ୍ଲା : ଓଡଗାଁ ବ୍ଲକ୍‌ ଅନ୍ତର୍ଗତ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଟାଙ୍ଗିସାହି ଗ୍ରାମଠାରେ ଉଦଘାଟିତ ହୋଇଯାଇଛି ଶୀତକାଳୀନ ଶିବିର । ଏହି ୭ ଦିନିଆ ଶିବରରେ କୁରାଳ ସରପଞ୍ଚ ଝିଲି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିଭଳି ସମ୍ମାନିତ
Read More...

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

କଣ୍ଟାବାଞ୍ଜି :୨୫ତମ ବର୍ଷରେ ପାଦ ରଖିଛି ବିଜୁ ଜନତା ଦଳ । ଓଡିଶା ମାଟିର ପ୍ରବାଦ ପୁରୁଷ ସ୍ୱର୍ଗୀୟ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ନେଇ ଗଠିତ ଦଳର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାନଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ପ୍ରଥମେ ବିଜୁ ବାବୁଙ୍କ
Read More...

ଜାନୁଆରୀ ୨ରେ ବୌଦ୍ଧ ଦିନ ପାଳନ ପାଇଁ ଗର୍ଜନ ସେନାର ପ୍ରସ୍ତୁତି ବୈଠକ

ବୌଦ୍ଧ,୨୬/୧୨- ବୌଦ୍ଧଜିଲ୍ଲା ବୀରନରସିଂହପୁର ପଞ୍ଚାୟତର ନୂଆପଡା ଡ୍ୟାମ ଠାରେ ବୌଦ୍ଧଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ବୌଦ୍ଧ ଦିନ ପାଳନ ସକାଶେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜାନୁଆରୀ ୨ ତାରିଖକୁ ବୌଦ୍ଧ ଦିନ ଭାବରେ ଧୁମ୍‌ଧାମରେ ପାଳନ କରିବାପାଇଁ ଯୋଜନା କରାଗଲା
Read More...

ବୌଦ୍ଧ ବ୍ଳକରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଓ ବ୍ଳକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତରେ ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଡିପିଓ ମିନତୀ ଦେଓଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଳକ ଅଧ୍ୟକ୍ଷା ରେବତୀ
Read More...

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଦ୍ୱାରା ଏନ୍‌ଏସିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ପାଟଣାଗଡ,୨୬/୧୨- ପାଟଣାଗଡ଼ ଏନ୍‌ଏସିର ବିଭିନ୍ନ ୱ ।ର୍ଡର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଭୂମି ପୂଜନ ଓ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ପାଟଣାଗଡ଼ ଏନ୍‌ଏସିର ବିଭିନ୍ନ ୱାର୍ଡର
Read More...

କୋହଭରା କଣ୍ଠରେ ଭିଡିଓ ଜାରି କଲେ ତପସ୍ୱିନୀ, କହିଲେ ମୋତେ….

ବ୍ରହ୍ମପୁର: ସୁମିତ୍‌-ତପସ୍ୱିନୀ ଘରୋଇ ବିବାଦ ମାମଲା । କାନ୍ଦି କାନ୍ଦି ଭିଡିଓ ଜାରି କଲେ ତପସ୍ୱିନୀ । ଆପଣମାନେ ମୋତେ ବିଶ୍ୱାସ କରନ୍ତୁ କି ନ କରନ୍ତୁ, ମୁଁ ସୁମିତଙ୍କୁ ଭଲ ପାଇ ବିବାହ କରିଥିଲି । ଖୁସିରେ ସଂସାରକୁ ସ୍ୱପ୍ନ ଦେଖିଥିଲି । ହେଲେ ସେମିତି କିଛି ଘଟିଲାନି । ଯାହାକୁ ବିଶ୍ୱାସ
Read More...

ଜିଲ୍ଲା ପ୍ରେସ କ୍ଳବ ପକ୍ଷରୁ ବଡ଼ଦିନ ପର୍ବ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ପ୍ରେସ କ୍ଲବ ପକ୍ଷରୁ ବଡ଼ଦିନ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ଖ୍ରୀଷ୍ଟଧର୍ମାବଲମ୍ବି ଡ଼. ଅରୁପ ଜେନା ଓ ସଦସ୍ୟ ସୂର୍ଯ୍ୟ ନାରାୟଣ
Read More...