Browsing Category

ରାଜ୍ୟ

ନୂଆ ଡିଜିପିଙ୍କୁ ଓଡ଼ିଶା ଫେରିବାକୁ ମିଳିଲା ଅନୁମତି

ଭୁବନେଶ୍ୱର : ଓଡ଼ିଶାର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି ସୁନୀଲ ବଂଶଲ। ଏବେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ସୁନୀଲଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କ୍ୟାବିନେଟ୍ କମିଟି ତାଙ୍କୁ
Read More...

ରାଜ୍ୟର ୧୧ଟି ଜିଲ୍ଲାରେ କୁହୁଡି ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଂଟାରେ ରାଜ୍ୟର ୧୧ଟି ଜିଲ୍ଲାରେ କିଛି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି । ଏଥି ପାଇଁ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ,
Read More...

ବୌଦ୍ଧଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦର ବାର୍ଷିକ ବୈଠକ

ବୌଦ୍ଧ,୨୬/୧୨- ବୌଦ୍ଧଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦର ବାର୍ଷିକ ବୈଠକ ସଭାପତି ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ତେଲିବନ୍ଧ ହାଟପଦା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗଠନର ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ବୈଠକର ଉଦ୍ଦେଶ୍ୟ , ବିଗତ ଦିନର ଆୟବ୍ୟୟ
Read More...

ଦଶପଲ୍ଲା ବ୍ଲକ୍‌ରେ ପାଳିତ ହେଲା ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ

ଦଶପଲ୍ଲା,୨୬/୧୨: - ଆଜି ଦଶପଲ୍ଲାର ଗାନ୍ଧୀ ମୈଦାନରେ ବିଜୁ ଜନତା ଦଳର୨୫ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଭୂମିପୁତ୍ର ବିଜୟାନନ୍ଦ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହିସଭାରେ ଦଶପଲ୍ଲା ବିଧାୟକ ତଥା
Read More...

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଫୁଲବାଣୀ,୨୬/୧୨:- ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ବିଜୁ ଛାତ୍ର, ଯୁବ ଓ ମହିଳା ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଫୁଲବାଣୀ ରକ୍ତଭଣ୍ଡାର ଠାରେ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ସହ
Read More...

ବରପିଟାରେ ସୁବର୍ଣ୍ଣଜୟନ୍ତୀ ସମାରୋହ, ଶିକ୍ଷାର ବିକାଶ ହେଲେ ଦେଶ ବିକାଶ ସମ୍ଭବ

ପାଟଣାଗଡ଼, ୨୬/୧୨: - ପାଟଣାଗଡ଼ ବ୍ଳକ ଦେଉଳ ଗାଁ ପଞ୍ଚାୟତ ବରପିଟା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣଜୟନ୍ତୀ ଉତ୍ସବ କୋଭିଡ କଟକଣାରେ ପାଳିତ ହୋଇଯାଇଛି । ଆଜି ସକାଳ ୧୦ ଘଣ୍ଟା ସମୟରେ ମଶାଲଯାତ୍ରା ସହ ଗାଁ ପରିକ୍ରମା କରିଥିଲେ । ସୂବର୍ଣ୍ଣ ଜୟନ୍ତୀ
Read More...

ବୌଦ୍ଧ: ପାଳିତ ହେଲା ବିଜେଡିର୨୫ ତମ ବିଜେଡି ପ୍ରତିଷ୍ଠା ଦିବସ

ବୌଦ୍ଧ,୨୬/୧୨: - ସ୍ଥାନୀୟ ଟାଉନହଲ ଠାରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣରେ ବିଜେଡି ଏକ ଆଞ୍ଚଳିକ ଦଳ ହୋଇଥିଲେ ମଧ୍ୟ ଦଳର ନୀତି ଆଦର୍ଶ ଯୋଗୁଁ ଦୀର୍ଘ ୨୫ ବର୍ଷ ଧରି
Read More...

ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ, ଭର୍ଚୁଆଲରେ ସାମିଲ ହେଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ନୟାଗଡ଼: ରବିବାର ଅପରାହ୍ନରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଗଣିଆ କିଶୋରଚନ୍ଦ୍ର ନୋଡାଲ ବିଦ୍ୟାପୀଠ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ବିଜୁଜନତା ଦଳର ବ୍ଲକ ସଭାପତି ସଦାଶିବ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜୁଜନତା ଦଳର ସଭାପତି
Read More...

ମା ବ୍ୟାଘ୍ରଦେବୀ ଦଳପତି ଖଣ୍ଡାୟତ ସମାଜ କନ୍ଧମାଳର ସାଧାରଣ ବୈଠକ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସାରଙ୍ଗଡ଼ର ହାତୀଶାଳା ଠାରେ ମା ବ୍ୟାଘ୍ରଦେବୀ ଦଳପତି ଖଣ୍ଡାୟତ ସମାଜ ବାଲିଗୁଡ଼ା, କନ୍ଧମାଳର ସଭାପତି ବିଭୁତି ଭୂଷଣ ଦଳପତିଙ୍କ ସଭାପତିତ୍ୱରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥ ଭାବେ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଜାଗ୍ରତ
Read More...

ବୌଦ୍ଧ ସରରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟ ସ୍ଥଳ

ବୌଦ୍ଧ: "ଆଶ୍ରୟ '' SUH(VJSS) ପକ୍ଷରୁ ଶୀତୁଆ ରାତିରେ ଖୋଲା ଆକାଶ ତଳେ ବା ବିପଦ ସଙ୍କୁଳ ସ୍ଥାନରେ ରାତ୍ରୀ ଯାପନ କରୁଥିବା ବାସହୀନ ନିରାଶ୍ରୟଙ୍କ ସୁଖ ରାତ୍ରୀ ଯାପନ ନିମନ୍ତେ ଉଦ୍ଧିଷ୍ଟ ଆଶ୍ରୟ ସ୍ଥଳରେ ବିନା ମୂଲ୍ୟରେ ରହିବାର ସମସ୍ତ ବ୍ୟବସ୍ଥା ରହିଛି | ସେଥିପାଇଁ ରାଜ୍ଯ ସରକାର ଓ
Read More...