Browsing Category

ରାଜ୍ୟ

ସାମ୍ବାଦିକଙ୍କ ନାମରେ ମିଥ୍ୟା ମାମଲା ପ୍ରତ୍ୟାହାର ପାଇଁ କଣ୍ଟାବାଞ୍ଜି ପ୍ରେସ କ୍ଲବର ଦାବି

କଣ୍ଟାବାଞ୍ଜି,୨୨/୧୨-ମାଲକାନାଗିରି ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଖବର ପରିବେଷଣ କରି ସରକାରଙ୍କ ବ୍ୟବସ୍ଥାକୁ ଅବହେଳା କରୁଥିବା ଡାକ୍ତର ମାନଙ୍କ ପ୍ରକୃତ ଚେହେରାର ପର୍ଦ୍ଦାଫାଶ, କେତେ ଅସାଧୁ ଡାକ୍ତରମାନଙ୍କ ପାଇଁ ଉଭୟ ଡାକ୍ତର ସମାଜ ଓ ସରକାରୀ ସ୍ୱାସ୍ଥ୍ୟ ସେବାରେ କଳଙ୍କିତ
Read More...

ଏସିଆନ ଚାମ୍ପିଆନ୍ସ ଟ୍ରଫି : ଭାରତୀୟ ପୁରୁଷ ହକି ଟିମକୁ ବ୍ରୋଞ୍ଜ

ଢାକା : ବାଂଲାଦେଶର ରାଜଧାନୀରେ ଢାକାରେ ଖେଳାଯାଉଥିବା ଏସିଆନ୍‌ ଚାମ୍ପିଆନ୍ସ ଟ୍ରଫିର ବ୍ରୋଞ୍ଜ ମୁକାବିଲାରେ ପାରଂପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇଛି ଭାରତୀୟ ପୁରୁଷ ହକି ଦଳ । ଏହି ମୁକାବିଲାରେ ୪-୩ ଗୋଲରେ ପ୍ରତିପକ୍ଷଙ୍କୁ ହରାଇ ଭାରତ ଏହି ସୌଭାଗ୍ୟ ଅର୍ଜନ କରିଛି । ପୂର୍ବରୁ
Read More...

ଜାତୀୟ ଗଣିତ ଦିବସ ପାଳିତ

ପାରଳାଖେମୁଣ୍ଡି : ସ୍ଥାନୀୟ ମେହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟଠାରେ ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ ଗଣିତ ଦିବସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟିକଙ୍କ ନିର୍ଦ୍ଦେଶ କ୍ରମେ ଓଟିଇଏଣ୍ଡ ଏସିଇଆରଟିଙ୍କ ଆନୁକୂଲ୍ୟରେ ପାଳିତ ହଇଯାଇଛି । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନଜ
Read More...

ବଡ଼ଦିନ ପର୍ବ ପାଳନ ପାଇଁ ଜ଼ିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ

ଫୁଲବାଣୀ :ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲାସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶାନ୍ତି କମିଟିରେ ଏସପି ଭିନୀତ ଅଗ୍ରୱାଲ, ଉପ
Read More...

ପ୍ରତ୍ୟାହାର ହେବ ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବେ ବୋଲି ଜଣାଯାଇଛି । ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି । ବିଜ୍ଞପ୍ତି ପ୍ରତ୍ୟାହାର ସହ ସାନି ତାଲିକା ନେଇ ରାଜ୍ୟ ସରକାର ହୋଇକୋର୍ଟଙ୍କୁ ଅବଗତ
Read More...

ଓମିକ୍ରନ ପାଇଁ ସତର୍କ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଶ୍ୱରେ ବ୍ୟାପୀ ଚାଲିଥିବା କରୋନା ନୂଆ ଭାରିଆଣ୍ଟ ଓମିକ୍ରନ ସଂପର୍କରେ ଲୋକଙ୍କୁ ସତର୍କ କରାଇ ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି ଯେ ଜନସାଧାରଣଙ୍କ ସହଯୋଗରେ କୋଭିଡର ପ୍ରଥମ ଓ ଦ୍ୱିତୀୟ ଲହରୀକୁ ଓଡିଶା ସଫଳ ଭାବରେ ମୁକାବିଲା କରିପାରିଛି । ବର୍ତ୍ତମାନ କୋଭିଡର ନୂଆ ଭାରିଏଣ୍ଟ
Read More...

ସଦର ଏସଡିପିଓ ଦାୟିତ୍ୱ ତୁଲାଇବେ ଶିବଶଙ୍କର ମହାପାତ୍ର

ଗଞ୍ଜାମ : ବରିଷ୍ଠ ପୁଲିସ ଅଧିକାରୀ ଶିବଶଙ୍କର ମହାପାତ୍ରଙ୍କୁ ବ୍ରହ୍ମପୁର ପୁଲିସ ଜିଲାର ସଦର ଏସଡିପିଓ( ଉପଖଣ୍ଡ ପୁଲିସ ଅଧିକାରୀ) ଭାବେ ବଦଳି ହୋଇଛି । ଗଞ୍ଜାମ ପୁଲିସ ଜିଲା ମୁଖ୍ୟାଳୟରେ ଆଇୟୁସିଏଡବ୍ଲୁ ଉପ ଆରକ୍ଷୀ ଅଧୀକ୍ଷକ(ଡିଏସପି) ଥିବା ଶ୍ରୀ ମହାପାତ୍ରଙ୍କ କିଛି ଦିନ ତଳେ ଭୁବନେଶ୍ୱର
Read More...

ତପସ୍ୱିନୀଙ୍କ ନାଁରେ ସାଂଘାତିକ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ବୋହୂ ତପସ୍ୱିନୀଙ୍କ ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଶ୍ୱଶୁର ପ୍ରମୋଦ ସାହୁ। ତପସ୍ୱିନୀଙ୍କ ଗତିବିଧିରୁ ଷଡଯନ୍ତ୍ରର ଗନ୍ଧ ବାରି ହେଉଛି, ତେଣୁ ବିହିତ ପଦକ୍ଷେପ ନିଅନ୍ତୁ ବୋଲି ସେ
Read More...

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଆର୍ଥିକ ସହାୟତାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାସନକାର୍ଡ ହିତାଧିକାରୀଙ୍କୁ ଆର୍ଥିକ ସହାୟତାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ରାସନ କାର୍ଡଧାରୀ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡଧାରୀଙ୍କୁ ସହାୟତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧ ହଜାର ଟଙ୍କା ଲେଖାଏଁ ସହାୟତା
Read More...

ଶୀତରେ ଥରୁଛି ସାରା ଓଡିଶା, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡିଶା। କନ୍ଧମାଳ ଓ ଫୁଲବାଣୀରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ୧୭ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ
Read More...