Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ଆଉ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପୁଣି ଆଉ ଦୁଇ ଜଣ କରୋନାର ନୂଆ ଭୂତାଣୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ଆକ୍ରାନ୍ତ ବ୍ୟକ୍ତି ନାଇଜେରିଆ ଫେରନ୍ତା ବୋଲି ଜଣାପଡିଥିବା ବେଳେ ଉଭୟ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି!-->…
Read More...
Read More...
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୩୬କୁ ବୃଦ୍ଧି
ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି ଓମିକ୍ରନ। ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ଏକ ସପ୍ତାହ ମଧ୍ୟରେ ଏହାର ସଂକ୍ରମଣ ବହୁଗୁଣିତ ହୋଇଛି । ବର୍ତ୍ତମାନ ୧୬ ଟି ରାଜ୍ୟ କରୋନା ର ଏହି ନୂତନ ପ୍ରକାରର ଭାରିଆଣ୍ଟ ଚିହ୍ନଟ ହୋଇଛି। ସାରା ଦେଶରେ ବର୍ତ୍ତମାନ ସୁଦ୍ଧା!-->…
Read More...
Read More...
ଆକ୍ସନ ମୋଡ଼ରେ ପୁରୀ ପୋଲିସ, ମଦ ପିଇ ଗାଡି ଚଳାଉଥିଲେ ଦେବାକୁ ପଡିବ ୧୦ହଜାର ଜରିମାନା
ପୁରୀ : ମଦ ପିଇ ଗାଡି ଚଳାଉଛନ୍ତି କି ! ହେଇଯାଆନ୍ତୁ ସାବଧାନ । ଦେବାକୁ ପଡିବ ଦଶ ହଜାର ପର୍ଯ୍ୟନ୍ତ ଜୋରିମାନା,ଯିବାକୁ ପଡିପାରେ ଜେଲ । ପର୍ଯ୍ୟଟକଙ୍କ ସୁରକ୍ଷା ଦିଗରେ ଆକ୍ସନ ମୋଡ଼ରେ ପୁରୀ ପୋଲିସ । ନୂଆବର୍ଷ ପୂର୍ବରୁ ପୁରୀ ପୋଲିସ ଚଲାଇଛି ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭିଂ ଅଭିଯାନ । breath!-->…
Read More...
Read More...
ବାଲ୍ୟ ବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଳକର ଅଲା ଝୋଲ ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଗୋଟିଏ ବାଲ୍ୟ ବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ରାୟଗଡ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ଶ୍ରୀମତି ଟେରେସ୍କୋଲା ମଲ୍ଲିକ ଜାଣିବାକୁ!-->…
Read More...
Read More...
ଏଣିକି କଟକରେ ସବୁ କୋରୋନା ରୋଗୀଙ୍କ ହେବ ଜିନୋମ ସିକ୍ବେନ୍ସିଂ
କଟକ: ଓମିକ୍ରନ ମୁକାବିଲା ଦିଗରେ କଟକ ଜିଲ୍ଲା ପ୍ରଶାସନର ବଡ ନିଷ୍ପତ୍ତି । ଏଣିକି କଟକରେ ସବୁ କୋରୋନା ରୋଗୀଙ୍କ ହେବ ଜିନୋମ ସିକ୍ବେନ୍ସିଂ । ଜଣେ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହେବା ମାତ୍ରେ ତୁରନ୍ତ ତାଙ୍କର ଭାରିଆଣ୍ଟ ଟେଷ୍ଟ ହେବ । ଏନେଇ କଟକ ଜିଲ୍ଲା ADMO ଡାକ୍ତର ଉମେଶ ରାୟ!-->…
Read More...
Read More...
ବୌଦ୍ଧବ୍ଲକ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର
ବୌଦ୍ଧ,୨୨/୧୨- ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ନୋଡାଲ ହାଇସ୍କୁଲଠାରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାହାରୀ,!-->…
Read More...
Read More...
ପଶ୍ଚିମବଙ୍ଗର କାଳିଆଗଞ୍ଜରେ ନାଟ୍ୟଚକ୍ର କଳାକାରଙ୍କ କମାଲ
ସୁବର୍ଣ୍ଣପୁର: ଜିଲ୍ଲାର ଅଗ୍ରଣୀ ନାଟ୍ୟ ଓ ନୃତ୍ୟ ଅନୁଷ୍ଠାନ ନାଟ୍ୟଚକ୍ର ପକ୍ଷରୁ ସୁଦୁର ପଶ୍ଚିମବଙ୍ଗ ରାଜ୍ୟର ଉତ୍ତର ଦିନାଜପୁର ଜିଲ୍ଲାର କାଲିଆଗଞ୍ଜ ସହରରେ ସମ୍ବଲପୁରୀ ନାଟକ ଧୁରକୁନି ଓ ପ୍ରସିଦ୍ଧ ଷୋଳସୁଆଙ୍ଗ ଦଣ୍ଡ ନୃତ୍ୟର ଶବର ଶବରେନ ନୃତ୍ୟ ପରିବେଷଣ କରି ବେଶ୍ ଉଚ୍ଚ ପ୍ରଶଂଶିତ!-->…
Read More...
Read More...
ଅନଲାଇନରେ ମିଳିବ ମିଶନ ଶକ୍ତି ସାମଗ୍ରୀ, ଇ-ମାର୍କେଟ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନ୍ ଲାଇନ ମାର୍କେଟ ବ୍ୟବସ୍ଥାର!-->…
Read More...
Read More...
ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା : ଗିରାସିଙ୍ଗା ଓ ସାହାଜପାଲ ଫାଇନାଲରେ
ବୌଦ୍ଧ/ଜହ୍ନ ।ପଙ୍କ,୨୨/୧୨- ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଖେଳପଡ଼ିଆରେ ଗତ ୧୮ ତାରିଖରୁ ଚାଲିଥିବା ବୌଦ୍ଧ ବ୍ଳକସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜି ପଞ୍ଚମ ଦିବସର ପ୍ରଥମ ସେମିଫାଇନାଲ ମ୍ୟାଚ ଯମଟାଙ୍ଗି ଓ ଗିରାସିଙ୍ଗା ମଧ୍ୟରେ ହୋଇଥିଲା । ଏଥିରେ ଗିରାସିଙ୍ଗା ୩ -୦ ଗୋଲରେ ବିଜୟୀ ହୋଇ!-->…
Read More...
Read More...
ପଞ୍ଚାୟତ ହାଈସ୍କୁଲ ପରିସରରେ “ଗାଁରେ ପ୍ରଶାସନ’ କାର୍ଯ୍ୟକ୍ରମ
ବୌଦ୍ଧ/ଜହ୍ନ ।ପଙ୍କ,୨୨/୧୨- ବୌଦ୍ଧ ବ୍ଲକ ତାଳସରଡ଼ା ପଞ୍ଚାୟତ ଅନ୍ତର୍ଗତ ପଞ୍ଚାୟତ ହାଈସ୍କୁଲ ସଂଗ୍ରାମପୁର ପରିସରରେ ଜ଼ିଲ୍ଲା ପ୍ରଶାସନ ତରଫରୁ "ଗାଁ ରେ ପ୍ରଶାସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପ -ଜ଼ିଲ୍ଲାପାଳ, ଅତିରିକ୍ତ ଜ଼ିଲ୍ଲାପାଳ, ତହସିଲଦାର ଙ୍କ ଉପସ୍ଥିତିରେ!-->…
Read More...
Read More...