Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡିଶାରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାରେ ପଶିଲା କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍। ଓଡ଼ିଶାର ଦୁଇ ଜଣ ଠାରେ ଓମିକ୍ରନ୍ ଭୂତାଣୁ ହୋଇଛି। ଏନେଇ ଆଇଏଲ୍ସ ପକ୍ଷରୁ ସୂଚନା ମିଳିଛି। ଚିହ୍ନଟଙ୍କ ମଧ୍ୟରୁ ଜଣେ କଟକ ଓ ଜଗତସିଂହପୁରର ବୋଲି ଜଣାପଡିଛି ।
Read More...
Read More...
ସୁମିତଙ୍କ ଘର ଆଗରେ ୧୪୪ ଧାରା ଜାରି
ବ୍ରହ୍ମପୁର: ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ୍ ସାହୁଙ୍କ ବିବାଦ ପ୍ରତିଦିନ ଭିନ୍ନ ମୋଡ ନେଉଛି । ତପସ୍ୱିନୀଙ୍କ ଧାରଣା ସ୍ଥଳରେ ଲୋକଗହଳିକୁ ଦୃଷ୍ଟିରେ ରଖି ଆଜି ସକାଳେ ବ୍ରହ୍ମାନଗର ଦ୍ୱିତୀୟ ଲେନ୍ରେ ୧୪୪ ଧାରା ଜାରି କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାର ହାବିଲଦାର,କନଷ୍ଟେବଳ ଶାଖା ସଂଘର ନିର୍ବାଚନ : କୁମୁଦ ରଞ୍ଜନ ମେହେରହେଲେ ସଭାପତି
ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ହାବିଲଦାର କନଷ୍ଟେବଳ ଶାଖା ସଂଘର ନିର୍ବାଚନ ର ଫଳାଫଳ ଘୋଷିତ ହୋଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ କନେଷ୍ଟେବଳ କୁମୁଦ ରଞ୍ଜନ ମେହେର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ହାବିଲଦାର ଦିନେଶ ମିଶ୍ରଙ୍କୁ ୬୧ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ।!-->…
Read More...
Read More...
ଯୋଗାଣ ସହାୟକଙ୍କ ପାରିଶ୍ରମିକ ବୃଦ୍ଧି ଏବଂ ଚାକିରି ସ୍ଥାୟୀ ସ୍ୱୀକୃତି ପ୍ରଦାନ ନିମନ୍ତେ ଦାବିପତ୍ର ପ୍ରଦାନ
ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଜିଲ୍ଲା ଯୋଗାଣ ସହାୟକ ସଂଘ କନ୍ଧମାଳ ତରଫରୁ ସଭାପତି ବିବେକାନନ୍ଦ ବେହେରାଙ୍କ ନେତୃତ୍ୱରେ ଏକ ୬ଦଫା ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ଲିଖିତ ଅନୁରୋଧ କରାଯାଇଛି ଯେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ!-->…
Read More...
Read More...
ଜଙ୍ଗଲରେ କୁଡିଆକରି ରହୁଥିଲେ, ସ୍ୱେଚ୍ଛାସେବୀଙ୍କ କଥା ରଖି ଗାଁକୁ ଫେରିଲେ ବୃଦ୍ଧା
ପାଟଣାଗଡ଼: ଦୀର୍ଘ ୨୭ ବର୍ଷ ହେବ ଡାହାଣୀ ସନ୍ଦେହ କରିବାରୁ ନିଜକୁ ଘୃଣ୍ୟ ମନେ କରି ଗାଁ ଠାରୁ ଦେଢ଼ କିମି ଦୂରରେ ଏକ ଜଙ୍ଗଲରେ କୁଡ଼ିଆ ଘରେ ଦୟନୀୟ ଭାବରେ ଏକୁଟିଆ ବସବାସ କରୁଥିଲେ ୧୧୦ବର୍ଷିଆ ବୃଦ୍ଧା ମହିଳା ପ୍ରତିମା ଧରୁଆ । ସେଠାରେ ନିଜକୁ ନିଜଘରଠାରୁ, ନିଜ ଗାଁଠାରୁ ନିଜଜାତିସମାଜ!-->…
Read More...
Read More...
ପିପିଲି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ
ପୁରୀ : ପୁରୀ ଜିଲ୍ଲା ପିପିଲି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିଜ ଦଳ ଛାଡି ବିଜେଡିରେ ସାମିଲ ହେଲେ ତିନୋଟି ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ । ବିଧାୟକ ରୁଦ୍ରପ୍ରତାପ ମହରଥୀଙ୍କ ତତ୍ତ୍ୱାବଧାନ ରେ ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ!-->…
Read More...
Read More...
ଭବନ ନିର୍ମାଣ ପାଇଁ ଭୂମି ପୂଜନ କଲେ ଯାଦବ ସମାଜ
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଯାଦବ ସମାଜ ଭବନ ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ସ୍ଥାନୀୟ କେଭି କଲେଜ ସାମ୍ନାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଫାଣ୍ଡିରୁ ପ୍ରଥମ ପର୍ଯ୍ୟାୟରେ ଭବନ ନିର୍ମାଣ ପାଇଁ ନିର୍ବାଚନ ମଣ୍ଡଳୀର ମୁରିବାହାଲ ତୁରିକେଲା!-->…
Read More...
Read More...
୧୯ତମ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ଉତ୍ସବ
ପୁରୀ : ସୋ ଟାଇମ୍ ୨୦୨୧ ପକ୍ଷରୁ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ରଂଗାରଗ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି ।୧୯ ତମ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ଉତ୍ସବ । କାର୍ଯ୍ୟକ୍ରମରେ ଜଣାଶୁଣା କଳାକାର ଓ ସମାଜସେବୀମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାସହ ୩୨ ଜଣ!-->…
Read More...
Read More...
ଜିଲ୍ଲା ଉପଭୋକ୍ତା ପରାମର୍ଶ କେନ୍ଦ୍ର ବନ୍ଦ
ଜଗତସିଂହପୁର: ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜ଼ିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗ ପରିସରରେ ପୂର୍ବରୁ ଚାଲିଥିବା ପରାମର୍ଶ କେନ୍ଦ୍ର ଦୀଘ ଦିନ ଧରି ବନ୍ଦ ରହିଥିବା ଯୋଉଁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ତତ୍ପରତା ପ୍ରକାଶ ନପାଇବା ସାଧାରଣରେ!-->…
Read More...
Read More...
କୁଇ ଭାଷା ସମିତି ଓ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ମିଳିତ ଅନୁକୁଲ୍ୟରେ ଫୁଲବାଣୀରେ ଦ୍ୱିଭାଷୀ କବି ସମ୍ମିଳନୀ
ଫୁଲବାଣୀ:କୁଇ ଭାଷା ସମିତି ଓଡିଶା କନ୍ଧମାଳ ଶାଖା ଏବଂ ଫୁଲବାଣୀର ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ ବନଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ମିଳିତ ଆନୁକୁଲ୍ୟରେ ଏକ ଦ୍ୱିଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୁଇ ଭାଷା ସମିତିର ସମ୍ପାଦକ ଡ.ନୀରଦ ଚନ୍ଦ୍ର କହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ!-->…
Read More...
Read More...