Browsing Category

ରାଜ୍ୟ

ଅବହେଳିତ ଭଏଁରା ଘୁମର ଜଳପ୍ରପାତ

ଚନ୍ଦାହାଣ୍ଡି :ନବରଙ୍ଗପୁର ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି । କିନ୍ତୁ କିଛି ପର୍ଯ୍ୟଟନସ୍ଥଳୀ ଲୋକ ଲୋଚନକୁ ଆସିଥିବା ବେଳେ ଆଉ କିଛି ଲୁକ୍କାୟିତ ଅବସ୍ଥାରେ ରହିଛି । ଅନ୍ୟପଟେ ଲୋକଲୋଚନକୁ ଆସିଥିବା ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ନିମନ୍ତେ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ
Read More...

ଶ୍ରୀମନ୍ଦିରରେ ଓଢଣୀ ଷଷ୍ଠୀ

ପୁରୀ :ଆଜି ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଓଢଣୀ ଷଷ୍ଠୀ ପର୍ବ । ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କୁ ଘୋଡ ଲାଗି କରାଯାଇଛି । ପତନି, ଗୀତଗୋବିନ୍ଦ ପାଟ ଓ ସୁତାପାଟରେ ପ୍ରସ୍ତୁତ ଶୀତବସ୍ତ୍ର ବା ଘୋଡ ପରିଧାନ କରିଛନ୍ତି
Read More...

ଓଡିଶା ସ୍ପେଶାଲ ଏଜୁକେଟର୍ସ ଫେଡରେସନ୍‌ ଦିବ୍ୟାଙ୍ଗ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଦାବିପତ୍ର

ଫୁଲବାଣୀ: ଓଡିଶା ସ୍ପେଶାଲ ଏଜୁକେଟର୍ସ ଫେଡରେସନ୍‌ ଦିବ୍ୟାଙ୍ଗ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଭିନ୍ନକ୍ଷମ ମାନେ କିଭଳି ମୁଖ୍ୟ ସ୍ରୋତରେରେ ସାମିଲ ହେବେ ତାହା ମୂଳ ଲକ୍ଷ୍ୟ । ପ୍ରତ୍ୟେକ ବର୍ଷ ଡିସେମ୍ବର ୩ ତାରିଖରେ ସରକାରଙ୍କ ତରଫରୁ
Read More...

ବ୍ୟାଙ୍କ ପାଇଁ ଜୋର୍‌ ଧରିଲା ଆନ୍ଦୋଳନ

ଦଶପଲ୍ଲା : ଚଢେୟାପଲ୍ଲୀ ଅଂଚଳକୁ ତୁରନ୍ତ ୟୁନିୟନ ବ୍ୟାଙ୍କ ଶାଖା ଫେରାଇ ଆଣିବା ଦାବିରେ ଗତକାଲିଠାରୁ ଚଢେୟାପଲ୍ଲୀ ଅଂଚଳବାସୀ ଧାରଣାରେ ବସିଛନ୍ତି । ଦୀର୍ଘ ବର୍ଷ ଧରି ଚଢେୟାପଲ୍ଲୀଠାରେ କାର୍ଯ୍ୟ କରି ଆସୁଥିବା ବ୍ୟାଙ୍କକୁ କର୍ତ୍ତୃପକ୍ଷ ବିଭିନ୍ନ ବାହାନା ଦେଖାଇ ବାଣିଗୋଛାକୁ ଉଠାଇ
Read More...

ସେଣ୍ଟଜୋନ୍‌ ଆମ୍ବୁଲାନ୍ସ କନ୍ଧମାଳ ଜିଲ୍ଲାର ଯୁଗ୍ମସଂପାଦକ ଭାବେ ମନୋନୀତ ହେଲେ ପ୍ରଶାନ୍ତ କୁମାର ବେହେରା

ଫୁଲବାଣୀ: ସେଣ୍ଟଜୋନ୍‌ ଆମ୍ବୁଲାନ୍ସର କନ୍ଧମାଳ ଜିଲ୍ଲା ଶାଖାର ଅନରାରୀ ଯୁଗ୍ମସଂପାଦକ ଭାବେ ଫୁଲବାଣୀର ସମାଜସେବୀ ତଥା ସୁସଂଗଠକ ପ୍ରଶାନ୍ତ କୁମାର ବେହେରାଙ୍କୁ ମନୋନୀତ କରିଛନ୍ତି ଅନୁଷ୍ଠାନର ରାଜ୍ୟ ସମ୍ପାଦକ ଡ.ସନତ କୁମାର ପଟ୍ଟନାୟକ । ଏହି କାର୍ଯ୍ୟରେ ଗତ ମାସ ୨୯ ତାରିଖରେ ତାଙ୍କୁ
Read More...

ଅପରେସନ୍‌ ନୀଳ ଜହର, ପୁଣି ନଷ୍ଟ ହେଲା ୧୫୫ ଏକର ବେଆଇନ୍‌ ଗଞ୍ଜେଇ ଚାଷ

ବାଲିଗୁଡ଼ା: ଜୋର୍‌ ଧରିଲା କନ୍ଧମାଳ ପୋଲିସ୍‌ ଓ ଅବକାରୀ ବିଭାଗର ଅପରେସନ୍‌ ନୀଳ ଜହର । ପୁଣି ନଷ୍ଟ ହେଲା ୧୫କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍‌ ଗଞ୍ଜେଇ ଗଛ । ବାଲିଗୁଡ଼ା ଥାନା ବୁଡ୍ରୁକିଆ ଓ ସିନ୍ଦ୍ରି ଗାଁ ଅଞ୍ଚଳର ୧୫୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍‌ ଗଞ୍ଜେଇ ଚାଷ । ଗୋଟିଏ ପଟେ
Read More...

ବାଈଶୀପଲ୍ଲୀ ଅଭୟାରଣ୍ୟରେ ଠାବହେଲା ବିରଳ କଳା ଚିତାବାଘ

ଦଶପଲ୍ଲା :ନୟାଗଡ଼ ଜିଲ୍ଲାର ଘୋର ଅରଣ୍ୟ ମଧ୍ୟରେ, ଅନେକ ବିରଳ ଓ ବିଲୁପ୍ତ ପ୍ରାୟ ଉଡ଼ନ୍ତା ଗୁଣ୍ଡୁଚି, ବାଘୁଆ ମୂଷା, ଚିତ୍ରା କଂକଡା, ନେପାଳୀ ମୂଷା, ବାଘ ବିରାଡ଼ି ଭଳି ଅନେକ ବିରଳ ବନ୍ୟପ୍ରାଣୀ ରହିଥିବାର ପ୍ରମାଣ ରହିଥିବାବେଳେ, ବାଣିଗୋଛା (ପଶ୍ଚିମ) ବନାଞ୍ଚଳର ବାଈଶୀପଲ୍ଲୀ ଅଭୟାରଣ୍ୟର
Read More...

ହେଲିକପ୍ଟର ଦୁର୍ଘଟଣା, ଓଡିଆ ଯବାନ ସହିଦ

ଭୁବନେଶ୍ୱର: ତାମିଲନାଡୁର କୁନ୍ନୁରରେ ଗତକାଲି ବାୟୁସେନା ହେଲିକପ୍ଟର କ୍ରାସ୍‌ ଘଟଣାରେ ୧୩ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି। ମୃତ ଯବାନ ହେଲେ ଅନୁଗୋଳ ଜିଲ୍ଲା ତାଳଚେରର ରାଣାପ୍ରତାପ ଦାସ । ସେ ଜୁନିଅର ୱରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ
Read More...

ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ଦିନିକିଆ ଅଧିନାୟକ ହେଲେ ରୋହିତ

ମୁମ୍ବାଇ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ବିସିସିଆଇର ଚୟନ କମିଟି ଟେଷ୍ଟ ଟିମ ପାଇଁ ଦଳ ଘୋଷଣା କରିଛନ୍ତି । ଚୟନ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ୧୮ଜଣିଆ ଦଳ ଘୋଷଣା କରିଥିବା ବେଳେ ଦିନିକିଆ ଅଧିନାୟକ ଦାୟିତ୍ୱ ରୋହିତ
Read More...

ଘର ଘର ବୁଲି ସଚେତନତା ସହ କୋଭିଡ ଟିକା ପ୍ରଦାନ କଲେ ସ୍ୱାସ୍ଥ୍ୟ କର୍ମୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର କେରାଣ୍ଡି ପଞ୍ଚାୟତର ପୁରୁଣା କେରାଣ୍ଡି ଗ୍ରାମରେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ମହିଳା ସ୍ୱାସ୍ଥ୍ୟ କର୍ମୀ ବି.ଜଗଦମ୍ବା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ରଞ୍ଜିତ ଜେନା ଓ ଆଶା କର୍ମୀ ଅପୂର୍ବ ବରାଡ଼, ସଂଯୁକ୍ତା ବରାଡ଼,
Read More...