Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବ୍ୟାଙ୍କ ପାଇଁ ଭିଡା ଟଣା,ଦୋଛକିରେ କର୍ତ୍ତୃପକ୍ଷ !
ଦଶପଲ୍ଲା : ବାଣିଗୋଛା ଠାରେ ଥିବା ୟୁନିୟନ ବ୍ୟାଙ୍କ ଶାଖାକୁ ଗତକାଲି ଚଢେୟାପଲ୍ଲୀକୁ ସ୍ଥାନାନ୍ତର ସମୟରେ ବ୍ୟାଙ୍କକର୍ମଚାରୀ ମାନେ ସ୍ଥାନୀୟ ଜନସାଧାରଣଙ୍କର ବିରୋଧର ସମ୍ମୁଖୀନ ହୋଇଥିଲେ । ଚଢେୟାପଲ୍ଲୀଠାରେ ତୁରନ୍ତ ବ୍ୟାଙ୍କ ପୁନଃ ପ୍ରତିଷ୍ଠା କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣ, ଆଜି!-->…
Read More...
Read More...
ସେନା ହେଲିକପ୍ଟର ଦୁର୍ଘଟଣାରେ ୧୩ ମୃତ, ମୃତଦେହ ଚିହ୍ନଟ ପାଇଁ ହେବ ଡିଏନ୍ଏ ଟେଷ୍ଟ
ଚେନ୍ନାଇ : ତାମିଲନାଡୁରେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମସ୍ତଙ୍କ ଶରୀର ଏତେ ଖରାପ ଭାବରେ ଜଳିଯାଇଛି ଯେ ସେମାନଙ୍କର ଶବକୁ ଚିହ୍ନଟ କରିବାକୁ ଡିଏନ୍ଏ ଟେଷ୍ଟ ହେବ ବୋଲି କୁହାଯାଉଛି । ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ!-->…
Read More...
Read More...
ମାଆକୁ ପିଟିପିଟି ମାରିଦେଲା ପୁଅ, ଅଭିଯୁକ୍ତ ଗିରଫ
ଚଣ୍ଡିଖୋଲ :
ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବଡ଼ଚଣା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମାଆକୁ ପିଟିପିଟି ମାରିଦେଲା ପୁଅ, ଜଣେ ପୁଅ ନିଜ ଜନ୍ମ କଲା ମାଆକୁ କିଛି ଟଙ୍କା ପାଇଁ ପିଟିପିଟି ମାରି ଦେଇଥିବା ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ ବଡ଼ଚଣା ଗ୍ରାମର!-->!-->!-->…
Read More...
Read More...
ସିଦ୍ଧାନ୍ତ ସାହିତ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ସାରସ୍ୱତ ସମାରୋହ
ପାରଳାଖେମୁଣ୍ଡି :
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ରାଜଦାଣ୍ଡ ସାହି ସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ସିଦ୍ଧାନ୍ତ ସାହିତ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ସାରସ୍ୱତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର!-->!-->!-->…
Read More...
Read More...
ଏସପିଙ୍କ ଦ୍ୱାରା ସମ୍ମାନିତ ହେଲେ ଗୃହରକ୍ଷୀ ରୂପକ ପଲେଇ
ଗଂଜାମ :
୫୯ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସରେ ଗଂଜାମ ଏସପି ବ୍ରିଜେଶ ରାୟଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି ରମ୍ଭା ଥାନାର ଗୃହରକ୍ଷୀ ରୂପକ ପଲେଇ । ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପୋଲିସ ପଡିଆଠାରେ, ଜିଲ୍ଲା ଗୃହ ବାହିନୀ ସଂସ୍ଥା ଆନୁକୂଲ୍ୟରେ ଗୃହ ବାହିନର ୫୯ ତମ ପ୍ରତିଷ୍ଠା!-->!-->!-->…
Read More...
Read More...
ବିପୁଳ ପରିମାଣର ଦେଶୀମଦ ଜବତ, ଜଣେ ଗିରଫ୍
ନୟାଗଡ :
ନୟାଗଡ଼ ସଦର ଖେଡପଡା ଗ୍ରାମରେ ଚୋରାରେ ଦେଶୀ ମଦ ବ୍ୟବସାୟ ହେଉଥିବା ନେଇ ପୁଲିସ ବିଶେଷ ସୁତ୍ରରୁ ଖବର ପାଇଁ ଘଠଣାସ୍ଥଳରେ ସଦଳବଳେ ଚଢଉ କରିଥିଲା । ଚଢଉ ସମୟରେ ୨୫୦ ପ୍ୟାକେଟ୍ ପାଉଜ୍ ଦେଶୀ ମଦ ଜବତ କରିବା ସହ ଦେଶି ମଦ ବ୍ୟବସାୟୀକୁ ଗିରଫ୍ କରିଛି । ସୂଚନାନୁସାରେ, ନୟାଗଡ!-->!-->!-->…
Read More...
Read More...
ଆସନ୍ତାକାଲି ତେଜସ୍ୱୀଙ୍କ ନିର୍ବନ୍ଧ, ଦିଲ୍ଲୀରେ ଲାଲୁଙ୍କ ପୁରା ପରିବାର
ପାଟନା: ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଘରେ ବାଜିବ ସାହାନାଇ। ବର ସାଜିବେ ତାଙ୍କ ଗେଲ୍ହା ପୁଅ ଜେତସ୍ୱୀ ଯାଦବ। ରାଜଧାନୀ ଦିଲ୍ଲୀରେ ହେବ ନିର୍ବନ୍ଧ। ବିହାରର ବିରୋଧୀ ଦଳ ନେତା ତେଜସ୍ୱୀଙ୍କ ବିବାହ ପକ୍କା ହୋଇସାରିଥିବା ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।!-->…
Read More...
Read More...
ପିଡିଏସ ଚାଉଳରେ ପ୍ଲାଷ୍ଟିକ ଅପମିଶ୍ରଣ : କଂଗ୍ରେସର ଅଭିଯୋଗ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ପଞ୍ଚାୟତ ଅନ୍ତର୍ଗତ ଦହଡାମାଳ ଗ୍ରାମରେ ପିଡିଏସ ଚାଉଳ ବଣ୍ଟନ ସମୟରେ ପ୍ଲାଷ୍ଟିକ ଚାଉଳ ବଣ୍ଟନ କରାଯାଇଥିବା କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି । ସ୍ଥାନୀୟ କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ!-->…
Read More...
Read More...
କଟକ ଷ୍ଟେସନରୁ ଯବାନ ନିଖୋଜ
କଟକ:
ରେଳ ଷ୍ଟେସନରୁ ସେନା ବାହିନୀର ଜଣେ ଯବାନ ନିଖୋଜ ହୋଇଯାଇଛନ୍ତି । କଟକ ଷ୍ଟେସନରୁ ଯବାନ ନିଖୋଜ କୁ ନେଇ ସେନା ପକ୍ଷରୁ କଟକ ରେଳବାଇ ପୋଲିସ ଷ୍ଟେସନରେ ଏତଲା ମଧ୍ୟ ଦିଆଯାଇଛି । ସମ୍ପୃକ୍ତ ଯବାନଙ୍କ ନାଁ ଟେନଜିନ୍ ଗଓ୍ବା ଓ ସେ କର୍ଣ୍ଣାଟକ ବାସିନ୍ଦା ହୋଇଥିବା ସୂଚନା ମିଳିଛି!-->!-->!-->…
Read More...
Read More...
ଗୋଚ୍ଛାପଡା ପୋଲିସ ଅବକାରୀ ବିଭାଗର ଚଢ଼ାଉ, ୧୪୮ ଏକର ଗଞ୍ଜେଇ ଚାଷ ନଷ୍ଟ
ଫୁଲବାଣୀ:
କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କ ମିଲିତରେ ପଲ୍ଲାବୁରୁଡି ପଞ୍ଚାୟତର କଲାଡି ଜଙ୍ଗଲ ନିକଟରେ ବେଆଇନ ଭାବେ ୧୪୮ ଏକର ଗଞ୍ଜେଇ ଚାଷ ନଷ୍ଟକରାଯାଇଥିବା ସୂଚନା ଗୋଛପଡା ଥାନା ଅଧିକାରୀ ରଞ୍ଜିତ ମୁନି ଦେଇଛନ୍ତି । ୧୪୮ ଏକର ଗଞ୍ଜେଇ ଚାଷ ନଷ୍ଟ!-->!-->!-->…
Read More...
Read More...