Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିପୁଳ ପରିମାଣର ଗଞ୍ଜେଇ ଜବତ; ଜଣେ ଗିରଫ, ତିନି ଫେରାର
ବାଲିଗୁଡ଼ା:
ମାଓ ଇଲାକାରେ ପୋଲିସକୁ ବଡ଼ ସଫଳତା । ଗଞ୍ଜେଇ ଚୋରାଚାଲାଣ ପାଇଁ ସଜବାଜ ବେଳେ ମାଡ଼ିବସିଲା ପୋଲିସ୍ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସଲାଗୁଡ଼ା ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ସେଘଟଣାସ୍ଥଳରୁ ଜଣେ ମାଫିଆକୁ ପୋଲିସ୍ ଗିରଫ କରିବାରେ ସକ୍ଷମ!-->!-->!-->…
Read More...
Read More...
ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷାଙ୍କ କନ୍ଧମାଳ ଗସ୍ତ
ଫୁଲବାଣୀ :
ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସଙ୍କ ଦୁଇଦିନିଆ କନ୍ଧମାଳ ଗ୍ରସ୍ତ । ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷାଙ୍କ କନ୍ଧମାଳ ଗସ୍ତ କାଳରେ ପ୍ରଥମ ଦିନରେ ଅଭିଯୋଗ ଶୁଣାଣିରେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ବିଭିନ୍ନ ସମସ୍ୟା ଶୁଣିବା ସହିତ ତାହାର ପ୍ରତିକାର ପାଇଁ!-->!-->!-->…
Read More...
Read More...
ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା: ଜାତୀୟ ରାଜପଥର ସୁଙ୍କି ଘାଟି ଜାମ୍
ଜୟପୁର :
ଜାତୀୟ ରାଜପଥର ସୁଙ୍କି ଘାଟି ନିକଟରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଏହାଫଳରେ ଜାତୀୟ ରାଜପଥର ସୁଙ୍କି ଘାଟି ଜାମ୍ ହୋଇଛି । ଫଳରେ ଘାଟିର ଉଭୟ ପାର୍ଶ୍ୱରେ ଶହଶହ ଗାଡି ଅଟକି ରହିଛି । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ଭୋର୍ ସମୟରେ ଏହି ଅଘଟଣ!-->!-->!-->…
Read More...
Read More...
ଗଞ୍ଜେଇ ଚାଲାଣ ମାମଲା ରେ ୪ ଗିରଫ
ଜୟପୁର:
ଗଞ୍ଜେଇ ଚାଲାଣ ମାମଲା ରେ ଜୟପୁର ସଦର ପୋଲିସ ୪ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମିରଟ ସରଫ ରାଜ (୩୦), ହରିୟାନାର ସାକିଲ ଖାନ(୪୫), ମିରଟର ମୋହିତ କୁମାର (୪୨) ଓ କୋରାପୁଟ ଜିଲା ମାଛକୁଣ୍ଡର ସାଧୁ ଖିଲ (୪୦) । ଲମତାପୁଟ ଅଂଚଳରୁ ଗଞ୍ଜେଇ ଧରି ଜୟପୁର ଘାଟି!-->!-->!-->…
Read More...
Read More...
ମମିତା ହତ୍ୟା ମାମଲାରେ ପଦାରେ ପଡିଲା ବିଜେପି ନେତାଙ୍କ ଅସଲ ଚେହେରା: ବିଜେଡି
ଭୁବନେଶ୍ୱର:
ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ତୁମ୍ବିତୋଫାନ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାର ନାଟକବାଜି କରୁଛି । ହେଲେ ସେପଟେ ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯକ୍ତୁ ଗୋବିନ୍ଦ ସାହୁକୁ ବଞ୍ଚାଇବା!-->!-->!-->…
Read More...
Read More...
ନେହେରୁ ଯୁବକେନ୍ଦ୍ର ନବରଙ୍ଗପୁର ଦ୍ୱାରା ଏକ ଦିବସୀୟ ଯୁବ ତାଲିମ ଶିବିର
ନବରଙ୍ଗପୁର,୭/୧୨- ଜିଲ୍ଲାର ପୁର୍ଣ୍ଣିଗୁଡା ଗ୍ରାମ ଠାରେ ନେହେରୁ ଯୁବ କେନ୍ଦ୍ର ଦ୍ୱାରା ସ୍ୱଚ୍ଛ ଗ୍ରାମ-ସବୁଜ ଗ୍ରାମ ନାମରେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଯୁବ କେନ୍ଦ୍ରର ଓଡିଶା ରାଜ୍ୟ ସହ ନିର୍ଦ୍ଦେଶକ ଶ୍ରୀ ବିମଲ ପାଟ୍ରିକ ସାହୁ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ!-->…
Read More...
Read More...
ବୌଦ୍ଧ ଜିଲ୍ଲା ପୂର୍ବତନ ସୈନିକ ସଂଘର ପତାକା ଦିବସ ପାଳିତ
ବୌଦ୍ଧ, ୦୭/୧୨: ବୌଦ୍ଧ ଜିଲ୍ଲା ପୂର୍ବ ସୈନିକ ସଂଘର ସରସରା ଠାରେ ଥିବା ନିଜସ୍ୱ କାର୍ଯ୍ୟାଳୟରେ ସମସ୍ତ ପରିବାର ସହିତ"ଜାତୀୟ ପତାକା ଦିବସ' ଅବସରରେ ସଂଘର ପତାକା ଉତ୍ତୋଳନ କରାଯାଇଥିଲା । ସଂଘର ସଭାପତି ସୁବେଦାର ଶରତ କୁମାରଭଞ୍ଜ ପତାକା ଉତ୍ତୋଳନ କରିଥିଲେ । ଗତକାଲି ପୂର୍ବ ସୈନିକ ଜଳନ୍ଧର!-->…
Read More...
Read More...
ସିଆରପିଏଫ ରେ ସାମିଲ ହେଲେ କଣ୍ଟାବାଞ୍ଜିର ବୋହୂ ସୀମା ଦୀପ
କଣ୍ଟାବାଞ୍ଜି :
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ମାଟିର ଝିଅ ଓ କଣ୍ଟାବାଞ୍ଜିର ବୋହୂ ସୀମା ଦୀପ ସିଆରପିଏଫ ବାହିନୀରେ ଯୋଗ ଦେଇଛନ୍ତି । ବାଲ୍ୟକାଳରୁ ପୋଲିସ ଭର୍ତ୍ତି ହେବାର ଅଭିଳାସା ରଖିଥିଲେ ସୀମା, କିନ୍ତୁ ବିବାହ ପରେ ପରିବାରବର୍ଗଙ୍କ ସହଯୋଗରେ ସେନା ବାହିନୀରେ ଯୋଗ ଦେଇ ଦେଶସେବା!-->!-->!-->…
Read More...
Read More...
‘ଜୱାଦ’ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି
ଭୁବନେଶ୍ୱର:‘ଜୱାଦ’ ବାତ୍ୟା ଫଳରେ ଓଡ଼ିଶାରେ ବହୁ ଜିଲ୍ଳାରେ •ଷୀଭାଇମାନେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା, ସହାୟତା ଯୋଗାଇ ଦେବାକୁ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ!-->…
Read More...
Read More...
ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ଅନୁଷ୍ଠିତ
ସୁବର୍ଣ୍ଣପୁର:ସ୍ଥାନୀୟ ଟାଉନହଲଠାରେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ମୂଖ୍ୟ ଅତିଥି ରୂପେ ଜିଲ୍ଲା ପ୍ରଭାରୀ ଭବେନ୍ଦ୍ର ପଣ୍ଡା ଯୋଗଦେଇ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ କିପରି ସଂଗଠନ ମାଧ୍ୟମରେ କେନ୍ଦ୍ର!-->…
Read More...
Read More...