Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍
ଭୁବନେଶ୍ୱର: ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର । ୧୦୪ ବର୍ଷ ବୟସରେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ!-->…
Read More...
Read More...
ଖଣ୍ଡବନ୍ଧ ଲୌହ ଖଣିର ସମ୍ପ୍ରସାରଣ ନିମନ୍ତେ ଜନଶୁଣାଣି , ସପକ୍ଷରେ ମତ ଦେଲେ ପ୍ରଭାବିତ ଅଞ୍ଚଳବାସୀ
କେନ୍ଦୁଝର : କେନ୍ଦୁଝର ଜିଲା ବଡବିଲ ତହସିଲ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମ ନିକଟ ବୈତରଣୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ମେସର୍ସ ଶ୍ରୀମେଟାଲିକ୍ସଙ୍କ ଖଣ୍ଡବନ୍ଧ ଲୌହ ଖଣିର ସମ୍ପ୍ରସାରଣ ନିମନ୍ତେ ଜନଶୁଣାଣି ଶେଷ ହୋଇଛି । ଦଲପାହାଡ ଗ୍ରାମଠାରେ ଅନୁଷ୍ଠିତ ଏହି ଜନଶୁଣାଣିରେ ନିକଟସ୍ଥ ଗ୍ରାମର!-->…
Read More...
Read More...
୧୧ରୁ ରାଜ୍ୟରେ ଶୀତର ପ୍ରକୋପ ବଢିବ
ଭୁବନେଶ୍ୱର : ରାଜ୍ୟକୁ ପୁଣି ଶୀତ ଫେରିବାକୁ ଯାଉଛି । ଏବେ ପ୍ରବଳ ଶୀତ ଅନୁଭୂତ ହେବ । ବାତ୍ୟା ‘ଜୱାଦ’ ଜନିତ ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିଲା । ଏହା ଧୀରେ ଧୀରେ ଖସିବା ଆରମ୍ଭ କରିବ ଓ ଆସନ୍ତା ୩ରୁ ୪!-->…
Read More...
Read More...
ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରଶିକ୍ଷଣ
ବରଗଡ :
ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ଧର୍ମ ପ୍ରସାର ଅଭ୍ୟାସ ବର୍ଗ ବା ବିଶ୍ୱ ହିନ୍ଦୁ ପରିଷଦ ର ପ୍ରାନ୍ତୀୟ ପ୍ରଶିକ୍ଷଣ ଚଳିତ ମାସ ୩ତାରିଖରୁ ୫ତାରିଖ ଯାଏ ବରଗଡ଼ ଜିଲ୍ଲାର ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଛି । ଉଦଘାଟନୀ ଉତ୍ସବରେ ପ୍ରାନ୍ତ ସଭାପତି ସର୍ବେଶ୍ୱର!-->!-->!-->…
Read More...
Read More...
ବିରୋଧୀଙ୍କ ହଟ୍ଟଗୋଳ ଜାରି, ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
ଭୁବନେଶ୍ୱର:
ବିଧାନସଭା ଶୀତ ଅଧିବେଶନର ଷଷ୍ଠ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା । ଗୃହ କାର୍ଯ୍ୟ ଆରମ୍ଭରୁ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଛନ୍ତି ବିରୋଧୀ । ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଜାରି କରିଛନ୍ତି। ମମିତା ମେହେର ପ୍ରସଙ୍ଗରେ ହୋହଲ୍ଲା!-->!-->!-->…
Read More...
Read More...
ରାଜ୍ୟପାଳଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ
ପୁରୀ :
ପୁରୀ ଗସ୍ତରେ ଆସିଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ବିଭିନ୍ନ ଅନୁଷ୍ଠାନ ସହ ଶ୍ରୀଜଗନ୍ନାଥ ସେନା ରାଜଭବନରେ ଭେଟି ରାଜ୍ୟପାଳଙ୍କୁ ୯ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ତୁରନ୍ତ ଖୋଲି ଅନୁଧ୍ୟାନ କରିବା,!-->!-->!-->!-->!-->…
Read More...
Read More...
ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ପ୍ରଥମ ବୈଠକ
ପାରଳାଖେମୁଣ୍ଡି :
ଆଜି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ୍ସନ ଏଡ଼ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାରେ ପ୍ରଥମ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ!-->!-->!-->…
Read More...
Read More...
ଦାଦନ ଶ୍ରମିକ ଉଦ୍ଧାର, କେବେ ଗିରଫ ହେବେ ସର୍ଦ୍ଦାର ?
ପାଟଣାଗଡ:
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ସୋମବାର ଦିନ ସକାଳ ୧୦ ଟା ବେଳେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ୧୨ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏଏସଆଇ ସେୱାନ କେରକେଟା ତାଙ୍କ ଟିମ ସହିତ ଖପ୍ରାଖୋଲରୁ କନ୍ଦେନଝୁଲା ରାସ୍ତାରେ ପେଟ୍ରୋଲିଙ୍ଗ!-->!-->!-->…
Read More...
Read More...
ଜାଗ୍ରତ କନ୍ଧମାଳ ପକ୍ଷରୁ ରାଲି ଓ ବିରାଟ ସାଧାରଣ ସଭା: ଆମ୍ବେଦକରଙ୍କର ୬୬ତମ ତିରୋଧାନ ଦିବସ ପାଳିତ
ଫୁଲବାଣୀ:
ସମ୍ବିଧାନ ପ୍ରଣେତା, ଭାରତ ରତ୍ନ ପ୍ରାପ୍ତ ବାବା ସାହେବ ଆମ୍ବେଦକରଙ୍କ ୬୬ତମ ତିରୋଧାନ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଜାଗ୍ରତ କନ୍ଧମାଳ ପକ୍ଷରୁ ସଂଗଠନ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ୱରେ ଜାଗ୍ରତ କନ୍ଧମାଳ ପକ୍ଷରୁ!-->!-->!-->…
Read More...
Read More...
ପଠାଣି ସାମନ୍ତ ଗଣିତ ପ୍ରତିଭା ରେ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶତ ପ୍ରତିଶତ ସଫଳତା
ଫୁଲବାଣୀ :
ଚଳିତ ବର୍ଷର ସରକାରୀ ସ୍ତରୀୟ ପଠାଣି ସାମନ୍ତ ଗଣିତ ପ୍ରତିଭା ରେ ଶତ ପ୍ରତିଶତ ସଫଳତା ହାସଲ କରିବାରେ ସକ୍ଷମ ହୋଇପାରିଛି ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର । ପୂର୍ବରୁ ଅନେକ ବୃତ୍ତି ପରୀକ୍ଷାରେ ଅହେତୁକ ସଫଳତା ଲାଭ କରି ଚର୍ଚ୍ଚାରେ ରହି ଆସୁଥିବା ସରସ୍ୱତୀ ଶିଶୁ!-->!-->!-->…
Read More...
Read More...