ଜିଲ୍ଲାସ୍ତରୀୟ ଛେଳିମାନଙ୍କ କୃତ୍ରିମ ପ୍ରଯୋଜକ ସକାଶେ ଏକ ଦିନିଆ ତାଲିମ ଶିବିର

0 44

ଗଜପତି ୧୮।୧୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କନଫରେନ୍ସ ହଲ ଠାରେ ଜିଲ୍ଲାସ୍ତରୀୟ ଛେଳିମାନଙ୍କ କୃତ୍ରିମ ପ୍ରଯୋଜକ ସକାଶେ ଏକ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡକ୍ଟର ରାମକାନ୍ତ ରଣା ଏସ.ଡି.ଭି.ଓ, ଡକ୍ଟର ପ୍ରଦୀପ କୁମାର ସାହୁ, ଏ.ଡି.ଭି.ଓ, ଡକ୍ଟର ଅଭିଜିତ ମିଶ୍ର, ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ, ଡକ୍ଟର ଶୁଭ ବିଳାସ ମଲ୍ଲିକ, ଗୁମ୍ମା ବି.ଭି.ଓ ଓ ଡକ୍ଟର ପ୍ରଶାନ୍ତ ସାମଲ ବି.ଭି.ଓ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ତାଲିମ ଶିବିରରେ 7 ଟି ବ୍ଳକର 20 ଜଣ ଏଲାଵ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ପ୍ରଶିକ୍ଷଣ ପରେ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ ଡକ୍ଟର ଅଭିଜିତ ମିଶ୍ର ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 16 =