Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁରଠାରେ ୫୯ତମ ଗୃହରକ୍ଷୀ ଦିବସ ପାଳିତ
ସୁବର୍ଣ୍ଣପୁର :
ଆଜି ପୋଲିସ ତରଫରୁ ସୁବର୍ଣ୍ଣପୁରଠାରେ ୫୯ତମ ଗୃହରକ୍ଷୀ ଦିବସ ପାଳିତ ହୋଇଅଛି। ଏହି ଅବସରରେ ରିଜର୍ଭ ପୋଲିସ୍ ପଡିଆରେ ଅତିଥି ଭାବରେ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ଓ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଯୋଗ ଦେଇଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ!-->!-->!-->…
Read More...
Read More...
ଜଗତି ହାଇସ୍କୁଲରେ ରଞ୍ଜିତା ମହାନ୍ତି ମେମୋରିଆଲ ଛାତ୍ର ବୃତ୍ତି ପାଇଁ ପ୍ରସ୍ତୁତି ବୈଠକ
ଜହ୍ନାପଙ୍କ :ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ଅନ୍ତର୍ଗତ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ର ଚରଣ ମହାନ୍ତିଙ୍କ ଧର୍ମ ପତ୍ନୀ ରଞ୍ଜିତା ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ଛାତ୍ରୀବୃତ୍ତି ଦେବା ପାଇଁ ଏକ ବୈଠକ ପ୍ରଧାନଶିକ୍ଷକ ସମୀର ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି ।!-->…
Read More...
Read More...
ଫୁଲବାଣୀ ମୁଖ୍ୟ ରାସ୍ତାରେ ଗୋରୁଗାଈ ଓ କୁକୁରଙ୍କ ତାଣ୍ଡବ,ଗାଡିମଟର ଚଳାଚଳ ପ୍ରଭାବିତ
ଫୁଲବାଣୀ- କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀର ମୁଖ୍ୟ ସଡକରେ ଗୋରୁଗାଈମାନଙ୍କ ଅବାଧ ବିଚରଣ ଯୋଗୁଁ ରାସ୍ତାରେ ଯାତାୟାତ କରୁଥିବା ଗାଡିମଟର ଏବଂ ଲୋକମାନଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ଏଥିପାଇଁ ଅନେକ ସଡକ ଦୁର୍ଘଟଣାରେ ଲୋକଙ୍କ ଧନଜୀବନ ହାନୀ ଘଟୁଛି । ହେଲେ ଏହି ଗୋରୁଗାଈମାନଙ୍କୁ!-->…
Read More...
Read More...
କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ
ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ଦଳ ବିରୋଧୀ କାର୍ଯ୍ୟ, ବିଶୃଙ୍ଖଳିତ ଆଚରଣ ପାଇଁ ବହିଷ୍କୃତ ହୋଇଛନ୍ତି । ତଳସରାରୁ କଂଗ୍ରେସର ପୂର୍ବତନ ବିଧାୟକ ଥିଲେ । କଂଗ୍ରେସର ଟାଣୁଆ ଆଦିବାସୀ ନେତା ଥିଲେ ପ୍ରଫୁଲ୍ଲ ମାଝୀ । ସେ ତଳସରା ବିଧାନସଭା!-->…
Read More...
Read More...
ପାଇକ ବିଦ୍ରୋହ କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା କେନ୍ଦ୍ର ଦେଉ
ଭୁବନେଶ୍ୱର:
କେନ୍ଦ୍ର ସଂସ୍କୃତିମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଆଜି ବିଜେଡି ସଂସଦୀୟ ଦଳ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଯାଇ ଏକ ପତ୍ର ଦେଇଛନ୍ତି । ଏହି ପତ୍ରରେ ପାଇକ ବିଦ୍ରୋହ କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା କେନ୍ଦ୍ର ଦେଉ ବୋଲି ବିଜେଡି ସଂସଦୀୟ ଦଳ ଦାବି!-->!-->!-->…
Read More...
Read More...
ପ୍ରଶାସନ ଶୁଣିଲାନି, ରାସ୍ତା ମରାମତି କଲେ ଅଞ୍ଚଳବାସୀ
ପାଟଣାଗଡ :
ବଲାଙ୍ଗିର ଜିଲା ପାଟଣାଗଡ଼ ସଦର ରେ ପ୍ରଶାସନ ଶୁଣିଲାନି, ଶେଷରେ ରାସ୍ତା ମରାମତି କଲେ ଅଞ୍ଚଳବାସୀ ଏହି ଗ୍ରାମ ମହକୁମାରୁ ମାତ୍ର ୧୪ କିମି ଦୁରତ୍ୱ ରେ ରହିଛି ସାଲେପାଲି ପଞ୍ଚାୟତ ଅନ୍ତର୍ଗତ ନିଜିଲିବାହାଲ ଗ୍ରାମ । ନିଜିଲିବାହାଲରୁ ବୁଦାମୁଣ୍ଡାକୁ ସଂଯୋଗ କରୁଥିବା ମାତ୍ର!-->!-->!-->…
Read More...
Read More...
ଓଡିଶାରୁ ବାହାରିନି ଓମିକ୍ରନ୍ ଭାରିଆଣ୍ଟ
ଭୁବନେଶ୍ୱର ୦୬।୧୨: ଓଡିଶାରେ ବାହାରିନି ଓମିକ୍ରନ୍ । ଜେନମ୍ ସିକ୍ୟୁଏନ୍ସିରୁ ଓଡିଶାରୁ ବାହାରିନି ଓମିକ୍ରନ୍ । ଏନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।ଖବର ଅନୁଯାୟୀ, ନଭେମ୍ବର ମାସରେ ୧୪୧ ଜଣ ବିଦେଶ ଫେରନ୍ତାଙ୍କ ଜେନମ୍ ସିକ୍ୟୁଏନ୍ସି କରାଯାଇଛି ।!-->…
Read More...
Read More...
ପ୍ରସୂତି ମହିଳାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ମହିଳା ସ୍ୱାସ୍ଥ୍ୟକର୍ମୀ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପଖଣ୍ଡ ସ୍ଥିତ ଡାକ୍ତରଖାନାଠାରେ ଜଣେ ପ୍ରସୂତି ମହିଳାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି ଡାକ୍ତରଖାନାର ମହିଳା ସ୍ୱାସ୍ଥ୍ୟ କର୍ମୀ ବ୍ରଜେଶ୍ୱରୀ ପାତ୍ର । ପ୍ରାପ୍ତ ସୂଚନା ଅନୁସାରେ ବୀରମହାରାଜପୁର ଡାକ୍ତରଖାନାରେ ସୁବଳୟା ଅଂଚଳର!-->…
Read More...
Read More...
ଘୁଞ୍ଚିଲା ଗୋବିନ୍ଦ ସାହୁର ଜାମିନ ଶୁଣାଣି
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଶୁଣାଣି ଘୁଞ୍ଚିଛି । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ତେବେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଘୋଷଣା କରିନାହାନ୍ତି । ପୂର୍ବରୁ!-->…
Read More...
Read More...
ଆଜିବି ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି
ଭୁବନେଶ୍ୱର: ଗୃହରେ ଅଚଳାବସ୍ଥା ଜାରି ରହିଛି । ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିପାରୁନାହିଁ। ଯେତେ କହିଲେ ବି ବିରୋଧୀ ବୁଝିବାକୁ ନାରାଜ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ପାଇଁ ଅଡ଼ିବସିଛନ୍ତି ବିରୋଧୀ । ଯେତେ ପର୍ଯ୍ୟନ୍ତ ଏହି ଦାବି ପୂରଣ ହେବ ନାହିଁ ସେତେ!-->…
Read More...
Read More...