Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଜିବି ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି
ଭୁବନେଶ୍ୱର: ଗୃହରେ ଅଚଳାବସ୍ଥା ଜାରି ରହିଛି । ସୁରୁଖୁରୁରେ ଗୃହ କାର୍ଯ୍ୟ ଚାଲିପାରୁନାହିଁ। ଯେତେ କହିଲେ ବି ବିରୋଧୀ ବୁଝିବାକୁ ନାରାଜ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ପାଇଁ ଅଡ଼ିବସିଛନ୍ତି ବିରୋଧୀ । ଯେତେ ପର୍ଯ୍ୟନ୍ତ ଏହି ଦାବି ପୂରଣ ହେବ ନାହିଁ ସେତେ!-->…
Read More...
Read More...
ଗଞ୍ଜେଇ ସହ ଅଟୋ ଜବତ, ଜଣେ ଗିରଫ
ବାଲିଗୁଡ଼ା: ଗଞ୍ଜେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ନିକଟ ମହାସିଙ୍ଗପାଙ୍ଗା ନିକଟରୁ ୧୫୦ କେଜି ୬୫୦ଗ୍ରାମ୍ ଗଞ୍ଜେଇ ସହ ଅଟୋ ଜବତ କରିଛି ପୋଲିସ୍ । ଘଟଣାରେ ଜଣେ ଚାଲାଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି!-->…
Read More...
Read More...
ବିଶ୍ୱ ମୃତ୍ତିକା ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ସଭା ଗୃହ ଠାରେ ବିଶ୍ୱ ମୃତ୍ତିକା ଦିବସ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ!-->…
Read More...
Read More...
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପୁରୀ ଗସ୍ତ
ପୁରୀ : ପୁରୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତିନିଦିନିଆ ଗସ୍ତରେ ଆସି ଆଜି ପୁରୀସ୍ଥିତ ରାଜ ଭବନରେ ପହଞ୍ଚିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ରାଜ୍ୟପାଳଙ୍କୁ ପୁଷ୍ପଗଚ୍ଛ ଦେଇ ସ୍ୱାଗତ କରିଥିଲେ । ରାଜ୍ୟପାଳ ପ୍ରଫେସର!-->…
Read More...
Read More...
ଅଣ୍ଡର-୧୯ ଅଲ ଓଡିଶା ବ୍ୟାଡ଼ମିଣ୍ଟନ ର୍ୟାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ସୁବର୍ଣ୍ଣପୁର : ଗତ ୩ ତାରିଖ ରୁ ସୁବର୍ଣ୍ଣପୁରର ରାମେଶ୍ୱର ଷ୍ଟାଡିଅମ ସ୍ଥିତ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ଅଣ୍ଡର-୧୯ ଅଲ ଓଡିଶା ବ୍ୟାଡ଼ ମିଣ୍ଟନ ର୍ୟାଙ୍କିଙ୍ଗ ଟୁର୍ଣ୍ଣାମେଣ୍ଟ ଆଜି ରବିବାର ଅପରାହ୍ନରେ ଉଦଯାପିତ ହୋଇ ଯାଇଛି । ଏହାର ଫାଇନାଲରେ ଏକକ ବର୍ଗର ୫ ଗୋଟି ମ୍ୟାଚ ଅନୁଷ୍ଠିତ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର :ଆଜି ସ୍ଥାନୀୟ ଏନ୍ଜିଓସିସି ସମ୍ମିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ହରିଚରଣ ମିଶ୍ରଙ୍କ ସମ୍ମାନାର୍ଥେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ନିକଟରେ ତାଙ୍କର ଗଞ୍ଜାମ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ହିସାବରେ ବଦଳି!-->…
Read More...
Read More...
ଲଗାଣ ବର୍ଷାରେ ଉଜୁଡିଲା ଧାନ ଫସଲ
ପୁରୀ : ଲଗାଣ ବର୍ଷା ପ୍ରଭାବରେ ଅମଳ ହେବାକୁ ଥିବା ହକ୍ଟର ହେକ୍ଟର ପାଚିଲା ଧାନ ଫସଲ ନଷ୍ଟ ହୋଇଯାଇଛି । ଚାଷୀମାନେ ଏବେ ଚିନ୍ତାରେ । ପୁରୀ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର, ଗୋପ ବ୍ଲକରେ ଲଗାଣ ବର୍ଷା ଯୋଗୁ ଧାନ ବିଲରେ ୩ ଫୁଟ ଉଚ୍ଚ ଜଳ ଜମି ରହିଛି । ହଜାର ହଜାର ହେକ୍ଟର ଧାନ ଜମିରେ ବର୍ଷା!-->…
Read More...
Read More...
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ରାଜ୍ୟବ୍ୟାପି ଭ୍ରାମ୍ୟମାଣ ସଚେତନତା ରଥକୁ ଆଜି ଫୁଲବାଣୀ ଠାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଭିନିତ୍ ଅଗ୍ରୱାଲ!-->…
Read More...
Read More...
ଏଣିକି ଟିକା ନେବା ବାଧ୍ୟତାମୂଳକ
ପୁଡ୍ଡୁଚେରୀ: ଦେଶରେ ବଢ଼ିଲାଣି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଭୟ। ଏଯାଏଁ ଦେଶରେ ଓମିକ୍ରନ୍ର ୫ଟି ମାମଲା ସାମ୍ନାକୁ ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟଗୁଡିକ ଆଗୁଆ ସତର୍କତ ଅବଲମ୍ବନ କରିଛନ୍ତି। ରବିବାର କେନ୍ଦ୍ରଶାସିତ ଅଞ୍ଚଳ ପୁଡ୍ଡୁଚେରୀରେ ପ୍ରଶାସନ ମଧ୍ୟ ଓମିକ୍ରନ!-->…
Read More...
Read More...
ବାତ୍ୟା ଜୱାଦ ପ୍ରଭାବରେ ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ, ଚାଷୀକୂଳ ମୁଣ୍ଡରେ ଚଡକ
କୋଣାର୍କ : କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ, ସିମିଳି, ମହଲପଡା, ବନାଖଣ୍ଡି, କୁରୁଜଙ୍ଗ, ଅବଦାନ, ଅଚ୍ୟୁତପୁର ସମେତ କୋଣାର୍କ ଆଖପାଖ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ୱ ଗ୍ରାମପଞ୍ଚାୟତ ଓ ଶତାଧିକ ଗାଁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦ ପ୍ରଭାବରେ ଲଘୁଚାପ ଜନିତ ଲଗାଣ ବର୍ଷା!-->…
Read More...
Read More...