Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାହୁନି ହେଲା ଭଳି ଗୋଟିଏ ରାସ୍ତାର ଆତ୍ମକଥା
ପାଟଣାଗଡ : ବଲାଙ୍ଗିର ଜିଲା ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ନିଲିଜିବାହାଲରୁ ବୁଦା ମୁଣ୍ଡା ରାସ୍ତା ଦେଇ କପାଣି ବସଷ୍ଟାଣ୍ଡ ଯାଉଥିବେ ସେମାନଙ୍କ ତିକ୍ତ ଅନୁଭବ ହେଉଥିବ । ବେଲପଡା ବ୍ଳକ କପାଣିକୁ ସଂଯୋଗ କରୁଥିବା ନିଲିଜିବାହାଲରୁ ବୁଦା ମୁଣ୍ଡା ୧ କିମି ରାସ୍ତା ମରଣଯନ୍ତା ପାଲଟିଥିବା!-->…
Read More...
Read More...
ପୁରୀରେ ଲାଗିରହିଛି ଝିପିଝିପି ବର୍ଷା: ବଡଦାଣ୍ଡ, ସି-ବିଚ୍ ଖାଁ ଖାଁ
ପୁରୀ : ବାତ୍ୟା ଜୱାଦ ପ୍ରଭାବରେ ପୁରୀରେ ଝିପି ଝିପି ବର୍ଷା ଲାଗି ରହିଛି । ଗତକାଲି ରାତିରୁ ଏହି ବର୍ଷା ଲାଗି ରହିଛି । ଫଳରେ ପର୍ଯ୍ୟଟନ ସହର ପୁରୀ ଏବେ ଖାଁ ଖାଁ । ବଡ଼ ଦାଣ୍ଡ, ସିବିଚ ସମେତ ଶ୍ରୀମନ୍ଦିର ନିକଟରେ ଲୋକ ଗହଳି ବିଲକୁଲ ନାହିଁ । ସେପଟେ ମହାପ୍ରଭୁଙ୍କ ନୀତିକାନ୍ତି!-->…
Read More...
Read More...
ବିରୋଧୀଦଳ ନେତା ହେବେ ଜୟନାରାୟଣ !
ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଏବେ ଶ୍ରୀ ନାଏକଙ୍କ ପଦବୀରେ ଜଣେ ନୂଆ ନେତା ବସାଇବାକୁ ରାଜ୍ୟ ବିଜେପି ଚିନ୍ତା କରୁଛି । ବିରୋଧୀ ନେତା ପଦଟି ଏକ ସାମ୍ବିଧାନିକ ପଦ ହୋଇଥିବାରୁ ଅଭିଜ୍ଞତା ଦୃଷ୍ଟିରୁ ସମ୍ବଲପୁରର ବରିଷ୍ଠ ବିଧାୟକ ଜୟନାରାୟଣ!-->…
Read More...
Read More...
ଆହୁରି ୧୨ ଘଣ୍ଟା ବର୍ଷା ସମ୍ଭାବନା
କଭୁବନେଶ୍ୱର : ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ମଧ୍ୟରାତ୍ରୀ ସୁଦ୍ଧା ଏହା ପଶ୍ଚିମବଙ୍ଗରେ ପହଞ୍ଚିବ । ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ପ୍ରଭାବରେ ୧୨ଘଣ୍ଟା ଯାଏଁ ବର୍ଷା ଜାରି ରହିବ । ଆଉ ୧୨ଘଣ୍ଟା ପରେ ବର୍ଷା ପରିମାଣ କମିବ । ଦକ୍ଷିଣରୁ ଯାଇ ଉତ୍ତର!-->…
Read More...
Read More...
ଚାଷୀଙ୍କ ନିଦ ହଜାଇଛି ଲଘୁଚାପ ବର୍ଷା : ବିଲରେ ପଡିଛି ହଜାର ହଜାର କ୍ୟୁଣ୍ଟାଲ ଧାନ
ସୁବର୍ଣ୍ଣପୁର : ପ୍ରାୟ ତିନି ଦିନ ହେବ ଜିଲ୍ଲାର ସମସ୍ତ ଅଞ୍ଚଳରେ ସାମାନ୍ୟ ବର୍ଷା ଓ କୋହଲା ପାଗ ଯୋଗୁଁ ଜିଲ୍ଲାର ଚାଷୀଙ୍କ ନିଦ ହଜାଇ ଦେଇଛି । ଆସନ୍ତା ଦିନରେ ପ୍ରବଳ ବର୍ଷା ଓ ପବନ ହେବାର ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଅଦ୍ୟାବଧି ହଜାର ହଜାର ହେକ୍ଟର ଧାନ ଜମିର ପାଚିଲା ଫସଲ ଓ!-->…
Read More...
Read More...
ଚାଷୀଙ୍କ ଆଖିରୁ ନିଦ ହଜାଇଲା ଜୱାଦ, ଉଜୁଡିଲା ଧାନ ଚାଷ
ପାଟଣାଗଡ : ଚାଷ କାମ ଯାହାର କେଡେ ଖୁସ ତାହାର ସେ ସିନା ଦୁନିଆଁ ଯୁଗାଉଛି ଆହାର " - ଏ ଉକ୍ତି ଟା ପଢ଼ିବା କି କହିବାକୁ ବହୁତ ସୁନ୍ଦର ଓ ସରଳ ଲାଗିଥାଏ । ହେଲେ ଚାଷୀର ଜୀବନ ସର୍ବଦା କଠିନ । କେତେ ବେଳେ ବର୍ଷାର ଅଭାବ ତ କେତେବେଳେ ଦୈବଦୁର୍ବିପାକ ତ କେତେବେଳେ ଅଦିନିଆ ବର୍ଷା ଦାଉ ସାଜିଥାଏ!-->…
Read More...
Read More...
ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ କମଲ୍ ହାସନ
ନୂଆଦିଲ୍ଳୀ : ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସାଉଥ ସୁପରଷ୍ଟାର କମଲ ହାସନ ଏବେ ସୁସ୍ଥ ହୋଇ ୨ ସପ୍ତାହର ଚିକିତ୍ସା ପରେ ଡିସଚାର୍ଜ ହୋଇ ନିଜ ଘରକୁ ଫେରିଛନ୍ତି । ଚିକିତ୍ସା ସମୟରେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିବା ସମସ୍ତ ଫ୍ୟାନଙ୍କୁ କମଲ ହାସନ ଧନ୍ୟବାଦ!-->…
Read More...
Read More...
ସମସ୍ୟା ଘେରରେ ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟରେ ସ୍ଥାୟୀ ନିର୍ବାହୀଯନ୍ତ୍ରୀ ନ ଥିବାରୁ କାର୍ଯ୍ୟାଳୟରେ ଉନ୍ନତି ମୂଳକ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବାର ଅଭିଯୋଗ ହେଉଛି । ଗଞ୍ଜାମର ନିର୍ବାହୀ ଯନ୍ତ୍ରୀ ଗଜପତିରେ!-->…
Read More...
Read More...
ପୁରୀ ଠାରୁ ୧୨୦ କିଲୋମିଟର ଦୂରରେ ଜୱାଦ
ଭୁବନେଶ୍ୱର:ଉପକୂଳ ମୁହାଁ ଗଭୀର ଅବପାତ । ବାତ୍ୟା ‘ଜୱାଦ’ ଦୁର୍ବଳ ହେବା ପରେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି । ଏବେ ଗଭୀର ଅବପାତ ଗୋପାଳପୁର ଠାରୁ!-->…
Read More...
Read More...
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ; ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର, ୬ ଅଟକ
ଗଣିଆ : ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଧିନସ୍ଥ ରାଉତପଡ଼ା କୈବର୍ତ୍ତର୍ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣାପଡିଛି । ମାରଣାସ୍ତ୍ର ଆକ୍ରମଣରେ ଦୁଇଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା!-->…
Read More...
Read More...