Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତଙ୍କ କିଟ୍ ଓ କିସ୍ ପରିଦର୍ଶନ, କିଟ୍-କିସରେ ଶିକ୍ଷା ଓ ଗବେଷଣା ପାଇଁ ଅଷ୍ଟ୍ରେଲିଆର ସହଯୋଗ…
ଭୁବନେଶ୍ୱର,୨୬ ।୧୧: ଓଡ଼ିଶା ଗସ୍ତରେ ଥିବା ଭାରତରେ ଅବସ୍ଥାପିତ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବାରୀ ଓ’ଫାରେଲ୍ ଏଓଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଶୁକ୍ରବାର କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେମାନେ କିଟ୍ର ସମସ୍ତ କ୍ୟାମ୍ପସ ବୁଲି ଦେଖିବା ସହ କିସ୍ର!-->…
Read More...
Read More...
ପଳେଇ ଗଲା ମୂଳ, ବନବିଭାଗ ହାତରେ ଡାଳ !
ଦଶପଲ୍ଲା : ସରକାର ସବୁଜ ବଳୟ କରିବା ପାଇଁ ବନବିଭାଗ ଦ୍ୱାରା ଜଙ୍ଗଲ ସୁରକ୍ଷା ସହିତ ଗଛ ଲଗାଇବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବନକର୍ମଚାରୀଙ୍କ ଠାରୁ କାଠମାଫିଆ ଦୁଇପାଦ ଅଗରେ ଥିବାଭଳି ମନେହେଉଛି । ଏମିତିକା ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲାର ବିଭିନ୍ନ ବନାଞ୍ଚଳ!-->…
Read More...
Read More...
ଆସନ୍ତାକାଲି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ
ପୁରୀ : ଆସନ୍ତାକାଲି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ,!-->…
Read More...
Read More...
ଗିରଫ ହେଲେ ମିସ୍ ୪୨୦
ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ୍ ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ମହିଳାକୁ ନୂଆଗାଁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବରଗଡ଼ ଥାନା ଟୁରା ଗ୍ରାମ ଭଣ୍ଡାରି ସାହିର ଜଣେ ମହିଳା କିଛି ବର୍ଷ ହେବ ନୂଆଗାଁ ବ୍ଲକ୍ ଅନ୍ତର୍ଗତ!-->…
Read More...
Read More...
କଣ୍ଟାମାଳ ବିଧାୟକ ମହୀଧରଙ୍କ କରକମଳରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ
କଣ୍ଟାମାଳ,୨୬/୧୧- ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟାମାଳ ବ୍ଲକ ଓ ବୌଦ୍ଧ ବ୍ଲକର ସମସ୍ତ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂତନ ସ୍ମାର୍ଟ୍ ହେଲଥ କାର୍ଡ କଣ୍ଟାମାଳ ବିଧାୟକ ମହିଧର ରଣା!-->…
Read More...
Read More...
ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ ସମ୍ବିଧାନ ଦିବସ ପାଳିତ
ବୌଦ୍ଧ, ୨୬/୧୧- ବୌଦ୍ଧଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ତରଫରୁ କଚେରୀଛକ ସ୍ଥିତ ଜିଲ୍ଲା ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ପରିସରରେ ୭୩ତମ ସମ୍ବିଧାନ ସଂକଳ୍ପ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟନିର୍ବାହୀ କମିଟି ସଭାପତି ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ!-->…
Read More...
Read More...
ବାଲିଗୁଡ଼ା ଥାନାରେ ସମ୍ବିଧାନ ଦିବସ ପାଳିତ
ବାଲିଗୁଡ଼ା: ଆଜି ନଭେମ୍ବର ୨୬ ସମ୍ବିଧାନ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରିସରରେ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି । ଏଥିରେ ଥାନା ଅଧିକାରୀଙ୍କ ସମେତ ସବ୍ ଇନ୍ସପେକ୍ଟର ରବିନ୍ଦ୍ର ମୁଣ୍ଡାରୀ, ଶାନ୍ତନୁ!-->…
Read More...
Read More...
ବଲାଙ୍ଗୀରର ଛାତ୍ର ତାରାଚାନ୍ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ, ଆଡ୍ମିଶନ ପାଇଁ…
ଭୁବନେଶ୍ୱର : ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲର ଜଣେ ପ୍ରତିଭାବାନ ଛାତ୍ର ତାରାଚାନ୍ ରଣାଙ୍କ ଇଞ୍ଜିନିୟରିଂ ପଢିବା ସ୍ବପ୍ନକୁ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଅର୍ଥ ଅଭାବରୁ ତାଙ୍କର ଆଡମିଶନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଥିବା ସଂପର୍କରେ ଜାଣି ମୁଖ୍ୟମନ୍ତ୍ରୀ!-->…
Read More...
Read More...
ପୁଣି ଚିନ୍ତା ବଢାଇଲା କରୋନା, ବିଦେଶୀ ଫେରାନ୍ତଙ୍କୁ ନେଇ ଏମିତି କହିଲେ ଡିଏମ୍ଇଟି
ଭୁବନେଶ୍ବର ୨୬।୧୧: ପୁଣି ଥରେ ଚିନ୍ତା ବଢ଼ାଇଲା କରୋନା ଭାଇରସ୍ର ନୂଆ ଭାରିଏଣ୍ଟ । ଏ ନେଇ ଡ଼ିଏମଇଟି ରମା ରମଣ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋଟସଓ୍ବାନା ଭଳି ଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଆଡ଼ଭାଇଜରୀ ଜାରି ହୋଇଛି । କେନ୍ଦ୍ର ସରକାର!-->…
Read More...
Read More...
କରୋନାରୁ ସୁସ୍ଥ ହେଲେ ସୁର, କହିଲେ ଜେଲ ଯନ୍ତ୍ରଣାଠୁ…
ଭୁବନେଶ୍ୱର: ଗତ ୧୭ ନଭେମ୍ବରରେ କରୋନାରେ ସଂକ୍ରମିତ ହୋଇଥିଲେ ବିଧାୟକ ସୁର ରାଉତରାୟ । ଉଭୟ ସୁର ଓ ତାଙ୍କ ପତ୍ନୀ ଏକାସଙ୍ଗରେ କରୋନାରେ ସଂକ୍ରମିତ ହୋଇଥିଲେ । ସୁରଙ୍କ ପତ୍ନୀ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । କନ୍ତୁ କରୋନା କଟକଣାର ଧଜିଆ ଉଡାଇ ସୁର ସଂକ୍ରମିତ ହୋଇଥିବା!-->…
Read More...
Read More...