Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡିସେମ୍ବର ପହିଲାରୁ ଏହି ରାଜ୍ୟରେ ଖୋଲିବ ପ୍ରାଥମିକ ସ୍କୁଲ
ମୁମ୍ବାଇ : ଆସନ୍ତା ଡିସେମ୍ବର ୧ ତାରିଖରୁ ମହାରାଷ୍ଟ୍ରରେ ସମସ୍ତ ପ୍ରାଥମିକ ସ୍କୁଲ ଖୋଲିବ । ପୂର୍ବରୁ ଗତ ଅକ୍ଟୋବର ମାସରୁ ଗ୍ରାମାଞ୍ଚଳରେ ୫ରୁ ୧୨ ଏବଂ ସହରାଞ୍ଚଳରେ ୮ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିଲା । ବର୍ତ୍ତମାନ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ୧ରୁ ୪ ଓ ସହରାଞ୍ଚଳରେ ୧ରୁ ୭ମ!-->…
Read More...
Read More...
ମହିଳା ସ୍ନାତକ ମହା ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ ସଂସ୍ଥା ତରଫରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ସମ୍ବିଧାନର ପ୍ରଣେତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଉପସ୍ଥିତ!-->…
Read More...
Read More...
ମହାନଦୀରେ ୪ ଛାତ୍ର ଭାସିଯିବା ଘଟଣା,ସମସ୍ତଙ୍କ ମୃତଦେହ ଉଦ୍ଧାର
କଟକ : ମହାନଦୀରେ ୪ ଛାତ୍ର ଭାସିଯିବା ଘଟଣା। ଶେଷରେ ମିଳିଲା ୪ ଛାତ୍ରଙ୍କ ମୃତଦେହ । ନିଖୋଜ ଛାତ୍ର ଶୁଭମ ସେଠୀର ମୃତଦେହ ଉଦ୍ଧାର କରାଯାଇଛି। ପୂର୍ବରୁ ୩ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଗତକାଲି ଜଗା ବେହେରାର ମୃତଦେହ ଉଦ୍ଧାର ହୋଇଥିଲା। ଆଜି ସକାଳୁ ଆକାଶ ବାହାଲିଆ ଓ ଚନ୍ଦନ!-->…
Read More...
Read More...
ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା କୃଷି ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ ଓ ଜିଲ୍ଲା ଉପ ସଭାପତି ଜଗନ୍ନାଥ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲାର ଚାଷୀମାନେ କୃଷି ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ଅଦିନିଆ!-->…
Read More...
Read More...
ଶିଶୁଙ୍କୁ ଟିକାକରଣରେ ଓଡିଶା ଏକ ନମ୍ବର
ଭୁବନେଶ୍ୱର: ଓଡ଼ିଶା ପାଇଁ ଭଲ ଖବର । ପୁଣି ଆଉ ଏକ କ୍ଷେତ୍ରରେ ଓଡ଼ିଶା ବାଜି ମାରିଛି । ଶିଶୁଙ୍କୁ ଟିକାକରଣରେ ଓଡିଶା ଏକ ନମ୍ବର । ଶିଶୁ ଟିକାକରଣରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି । ଦେଶର ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଥମ ସ୍ଥାନରେ ରହିଛି । ଏନେଇ ଜାତୀୟ ପରିବାର!-->…
Read More...
Read More...
ପୁଣି ନଷ୍ଟ ହେଲା ୧୫୫ ଏକର ବେଆଇନ୍ ଗଞ୍ଜେଇ ଚାଷ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ୍ ନୀଳ ଜହର । ପୁଣି ନଷ୍ଟ ହେଲା ୧୫କୋଟି ୫୦ ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ମିଡ଼ିଆକିଆ ପଞ୍ଚାୟତର ମିଡ଼ିଆକିଆ ଓ କଡ଼ିତଗା ଅଞ୍ଚଳରେ ୧୫୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍!-->…
Read More...
Read More...
ଭାରତୀୟ ଖାଦ୍ୟ ନିଗମ ଦ୍ୱାରା ପୁରୀଠାରେ “ଆଜାଦି କା ଅମୃତ ମହୋତ୍ସବ’ ପାଳିତ
ପୁରୀ : ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ବିଭାଗ ଆନୁକୂଲ୍ୟରେ ଭାରତୀୟ ଖାଦ୍ୟ ନିଗମ,ଭୁବନେଶ୍ୱର ମଣ୍ଡଳ ଦ୍ୱାରା "ଆଜାଦି କା ଅମୃତ ମହୋତ୍ସବ' ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହରେ ପାଳିତ!-->…
Read More...
Read More...
ଘନେଇଲା ଜଗନ୍ନାଥ ମନ୍ଦିର ଓ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ବିବାଦ, କ.ନୂଆଗାଁରେ ଦୋକାନ ବଜାର ବନ୍ଦ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଠାରେ ନିର୍ମାଣ ଚାଲିଥିବା ଜଗନ୍ନାଥ ମନ୍ଦିରକୁ ନୂତନ ଭାବେ ଗଠନ ହୋଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୁରକ୍ଷା ମଞ୍ଚ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବିରୋଧ କରୁଥିବାରୁ ତା ବିରୁଦ୍ଧରେ ପ୍ରତିବାଦ କରି ଆଜି ଦୁର୍ଗାପୂଜା କମିଟି ଓ ବଜାର କମିଟି!-->…
Read More...
Read More...
ଗୋଚ୍ଛାପଡା ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ୧୫୩ ଏକର ଗଞ୍ଜେଇ ଚାଷ ନଷ୍ଟ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟା ଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ । ଗୁରୁବାର ଦିନ ତମାମ କନ୍ଧମାଳ ଜିଲ୍ଲା ଗୋଛାପଡା ପୋଲିସ ଓ ସଦର ଅବକାରୀ ବିଭାଗର କର୍ମଚାରୀମାନେ ମିଶି!-->…
Read More...
Read More...
ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାପାଇଁ ବ୍ୟାପକ ଖସଡ଼ା ପ୍ରସ୍ତୁତ କରିଛି ପ୍ରଦେଶ କଂଗ୍ରେସ
ଭୁବନେଶ୍ୱର: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ରାଜ୍ୟବ୍ୟାପି ପାଳନ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି ଏବଂ ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାପାଇଁ ବ୍ୟାପକ ଖସଡ଼ା ପ୍ରଦେଶ କଂଗ୍ରେସ ପ୍ରସ୍ତୁତ କରିଛି ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ!-->…
Read More...
Read More...