Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମହନ୍ତ ମହାରାଜ ରାମଚରଣ ଦାସଙ୍କ ମହାପ୍ରୟାଣ
ପାଟଣାଗଡ : ଆଜି ବୁଧବାର ଦିବା ୨ ଘଣ୍ଟା ସମୟରେ ବଲାଙ୍ଗୀର ଜିଲ୍ଲା କୁସଙ୍ଗ ସ୍ଥିତ ରାମଜୀ ମଠଠାରେ ମହନ୍ତ ମହାରାଜ ରାମଚରଣ ଦାସଙ୍କ ମହାପ୍ରୟାଣ ହୋଇଅଛି । ୯୫ ବର୍ଷରେ ତାଙ୍କର ପରଲୋକ ଘଟିଛି । ସେ ଘସିଏନ ନିକଟସ୍ଥ ରେଙ୍ଗାଲି ଗ୍ରାମରେ ୧୯୨୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ନାମ!-->…
Read More...
Read More...
କରୋନାରେ ମୃତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ପରିବାରକୁ ବୌଦ୍ଧ ଥାନା ଅଧିକାରୀଙ୍କ ସହାୟତା
ବୌଦ୍ଧ,୨୫ା୧୧: କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ବୌଦ୍ଧଜିଲ୍ଲାର ଯୁବ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ଶୋକସନ୍ତପ୍ତ ପରିବାରକୁ ବୌଦ୍ଧଜିଲ୍ଲାର ଦୁଇ ମହିଳା ଅଧିକାରୀ ସାକ୍ଷାତ କରି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥିବା ଜଣାଯାଇଛି । ଓଡିଶା ଭାସ୍କର!-->…
Read More...
Read More...
ଓଲଟିଲା ପରିବା ବୋଝେଇ ପିକଅପ ଭ୍ୟାନ
ଲାଞ୍ଜିଗଡ଼: ଭବାନୀପାଟଣା ଠାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ୬ ନଂ ରାଜ୍ୟ ରାଜପଥ କିଡିଙ୍ଗ ଗାଁ ନିକଟସ୍ଥ ବେହେରା ପୋଲ ନିକଟରେ ଏକ ପନିପରିବା ବୋଝେଇ ପିକପଭ୍ୟାନ (ଓଡ଼ି-୩-ଏସ୍ ୬୭୧୭)ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ!-->…
Read More...
Read More...
ବୌଦ୍ଧ ଜିଲ୍ଲାରେ ନୂତନ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବିତରଣର ଶୁଭାରମ୍ଭ, ୨୦କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ୪୬୩ କୋଟି…
ବୌଦ୍ଧ,୨୫/୧୧- ଆଜି ବୌଦ୍ଧଜିଲ୍ଲା ଷ୍ଟାଡିୟମଠାରେ ଅପରାହ୍ନ ୫ଟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସି ଜରିଆରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ନୂଆ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ବୌଦ୍ଧଜିଲ୍ଲାର ୩ ଲକ୍ଷ!-->…
Read More...
Read More...
ବୁଢାଦେଓଙ୍କ ମନ୍ଦିର ନିର୍ମାଣ ପାଇଁ ବିଧାୟକ ଦ୍ୱାରା ଭୂମିପୂଜନ
ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ପଣ୍ଡରିପାଣି ଗ୍ରାମରେ ଅଖିଳ ଭାରତୀୟ ୪ହଜାର ୫ ଶହ ଗୋଣ୍ଡୱାନାଁ ଗଣ୍ଡ ସମାଜର ଇଷ୍ଟ ଦେବତା ବୁଢାଦେଓଙ୍କ ମନ୍ଦିର ନିର୍ମାଣ ପାଇଁ ଏକ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଣ୍ଡ ସମାଜ ପକ୍ଷରୁ ଆୟୋଜିତ ଭୂମିପୂଜନ ଉତ୍ସବରେ!-->…
Read More...
Read More...
ନବରଙ୍ଗପୁର ଡ଼ିଏଫଓଙ୍କ ବଦଳି, ତାଙ୍କ ସ୍ଥାନରେ ଅନୁଗୁଳ ଡ଼ିଏଫଓ ଯୋଗଦେବେ
ନବରଙ୍ଗପୁର: ନବରଙ୍ଗପୁର ଡ଼ିଏଫଓ ମଗର ଧନାଜୀ ରାଉସଙ୍କ ବଦଳି ଆଦେଶ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଅନୁଗୁଳ ଡ଼ିଏଫଓ ପ୍ରସନ୍ନ କୁମାର ବେହେରା ଯୋଗଦେବେ । ଏନେଇ ଓଡିଶା ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ସରକାର ତରଫରୁ ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟ ଜଙ୍ଗଲ ଓ ପରିବେଶ!-->…
Read More...
Read More...
କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍ ଦର ନକମାଇଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ: ବିଜେଡି
ଭୁବନେଶ୍ୱର: ରନ୍ଧନ ଗ୍ୟାସର ଦରବୃଦ୍ଧିର ପ୍ରତିବାଦ କରି ବିଜୁ ଜନତା ଦଳ ପକ୍ଷରୁ ଗତ ୨୨, ୨୩ ଓ ୨୪ ତାରିଖରେ ଯେଉଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦିଆଯାଇଥିଲା, ତାହାକୁ ରାଜ୍ୟବାସୀ ବିପୁଳ ସମର୍ଥନ କରିଛନ୍ତି । ପ୍ରଥମେ ସେଥିପାଇଁ ଦଳ ତରଫରୁ ରାଜ୍ୟବାସୀଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି!-->…
Read More...
Read More...
୫୦ ପରିବାରକୁ ଆଦର୍ଶ ଛେଳି ଘର ଓ ଛେଳି ହସ୍ତାନ୍ତର କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ
ଗଞ୍ଜାମ: ସାରା ଦେଶରେ କରୋନାକୁ ନେଇ ତାଲାବନ୍ଦ ହଟିବା ଆରମ୍ଭ ହୋଇଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ଜୀବିକା ବଞ୍ଚାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ବ୍ଲକ ପ୍ରଶାସନ ତରଫରୁ ରାମଗଡ଼ ପଞ୍ଚାୟତ ଅନ୍ତର୍ଗତ ପାଲୁରଗଡ଼ ଗ୍ରାମ ନିକଟସ୍ଥ ଆଦର୍ଶ ଛେଳି ଘର ନିର୍ମାଣ!-->…
Read More...
Read More...
୨୯ରେ ଆସୁଛି ଲଘୁଚାପ
ଭୁବନେଶ୍ୱର ୨୫।୧୧: ୨୯ରେ ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଲଘୁଚାପ ସମ୍ଭାବନା!-->…
Read More...
Read More...
ମହିଳାଙ୍କୁ ତଣ୍ଟି କାଟି ମାରିଲା ଯୁବକ
ବାରିପଦା: ମହିଳାଙ୍କ ଘରେ ପସି ଜଣେ ଯୁବକ ତାଙ୍କ ତଣ୍ଟି କାଟି ଦେଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୁଳିଅନା ଥାନା କୋଚିଲାଘାଟି ଝିନେଇ ଗାଁରେ । ସୂଚନା ଅନୁସାରେ ଜଣେ ପଡୋଶୀ ଯୁବକ ମହିଳାଙ୍କ ଘରକୁ ପସିଆସି ମହିଳାଙ୍କ ତଣ୍ଟି କାଟି ଦେଇଥିଲେ । ଏହାପରେ ମହିଳା ଜଣଙ୍କ!-->…
Read More...
Read More...