Browsing Category

ରାଜ୍ୟ

ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟରେ ଓଡ଼ିଆ ବିଭାଗର ପାଠଚକ୍ର

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଓଡ଼ିଆ ବିଭାଗରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଶୀର୍ଷକ ଏହି ପାଠ ଚକ୍ରରେ ଅନ୍ୟ ଦୃଷ୍ଟି ଏକ ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ବ୍ରହ୍ମପୁରର
Read More...

ବିପୁଳ ପରିମାଣର ମହୁଲି ମଦ ଜବତ, ଜଣେ ଗିରଫ

ରାଉରକେଲା : ରାଉରକେଲା ଅବକାରୀ ପୋଲିସ ବିପୁଳ ପରିମାଣର ମହୁଲି ମଦ ଜବତ କରିଛି । ହାତୀବାରି ଥାନା ଅନ୍ତର୍ଗତ ଅଙ୍କୁରପାଲୀ ଗ୍ରାମରେ ଦେଶୀ ମଦ ବିକ୍ରି ହେଉଥିବା ରାଉରକେଲା ଅବକାରୀ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ଅବକାରୀ ଅଧକ୍ଷକଙ୍କ ନିର୍ଦ୍ଦେଶ କ୍ରମେ
Read More...

ଅପରାଜିତାଙ୍କ ଗାଡ଼ିକୁ ଅଣ୍ଡାମାଡ଼, ଅହେତୁକ ଦର ବୃଦ୍ଧି ନେଇ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ବର ୨୫।୧୧:  ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି । ଏକ କାର୍ଯ୍ୟକ୍ରମରେ ଯୋଗ
Read More...

ଅଧାରେ ରହିଲା ଅନ୍‌ଲାଇନ୍‌ ପ୍ରେମ : ବନ୍ଧା ହେଲେ ପଞ୍ଜାବ ପ୍ରେମିକ, ନାବାଳିକାକୁ ନେବାକୁ ଆସିଥିଲେ

ରାଉରକେଲା : କରୋନା ମହାମାରୀ ଆସିବା ପରଠାରୁ ସ୍କୁଲ ଗୁଡିକ ବନ୍ଦ ରହିଥିବାରୁ ଅନ୍‌ଲାଇନ୍‌ ରେ ପାଠପଢ଼ା ଚାଲିଛି । ଏହି ଅନ୍‌ଲାଇନ୍‌ ପାଠ ପଢା ସାଙ୍ଗକୁ ଅନ୍‌ଲାଇନ୍‌ ପ୍ରେମ ମଧ୍ୟ ସୁରୁଖୁରୁରେ ଚାଲିଛି । ରାଉରକେଲା ସହରରେ ଏହି ପରି ଏକ ଅନ୍‌ଲାଇନ୍‌ ପ୍ରେମର ଚର୍ଚ୍ଚା ହେଉଛି । ମିଳିଥିବା
Read More...

ସୁବର୍ଣ୍ଣପୁରରେ ଆରମ୍ଭ ହେଲା ସ୍ମାର୍ଟ ହେଲଥ୍ କାର୍ଡ ସେବା; ଭେଟି ଦେଲେ ୩୦୦ କୋଟି ଟଙ୍କାର ପ୍ରକଳ୍ପ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୁଆଁ ସ୍ମାର୍ଟ କାର୍ଡ ବିତରଣ କାର୍ଯ୍ୟର ଶୁଭାରମ୍ଭ କରି ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରିଛନ୍ତି ଏବଂ ଏହା ସହ ବିଭିନ୍ନ ବିଭାଗର ୬୭ଗୋଟି ଜନକଲ୍ୟାଣକାରୀ
Read More...

ସ୍ୱର୍ଗତ ସୁବୋଧ ପାଣିଗ୍ରାହୀଙ୍କ ସ୍ମୃତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଡ୍ୟାନ୍ସ ଏକାଡୋମୀଠାରେ କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ନିଉଜ-୭ର କ୍ୟାମେରାମ୍ୟାନ ସ୍ୱର୍ଗତ ସୁବୋଧ ପାଣିଗ୍ରାହୀଙ୍କ ସ୍ମୃତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ସଭାପତି ସୁନୀଲ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ଏହି
Read More...

କୋଭିଡ୍ କଟକଣାରେ ଚାଲିବ ବିଧାନସଭା, ୨୮ରୁ ୩୦ ତାରିଖ ବିଧାୟକଙ୍କ କୋଭିଡ୍ ଟେଷ୍ଟ

ଭୁବନେଶ୍ବର ୨୫।୧୧: କୋଭିଡ୍ କଟକଣା ଭିତରେ ଚାଲିବ ବିଧାନସଭା। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ। ବିଧାନସଭା ସଦସ୍ୟମାନେ ଗୃହରେ ବସିବ ସହ ବାଚସ୍ପତି ଗ୍ୟାଲେରୀ,ପବ୍ଲିକ ଗ୍ୟାଲେରୀ,ଲୋକସେବା ଭବନରୁ ଯୋଗ ଦେଇପାରିବେ। ଏନେଇ ଆଜି
Read More...

ଭାଇ-ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଧାନଶୋଳ ଉପକଣ୍ଠ ଲୋଧାସାହିରେ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଦ୍ବୟ ଦୂର ସମ୍ପର୍କୀୟ ଭାଇ-ଭଉଣୀ ହୋଇଥିବା ସୂଚନା ।ଖବର ଅନୁଯାୟୀ ଆଜି ସକାଳେ ଗାଁ ପାଖ କେନାଲ ପାର୍ଶ୍ଵ ଆମ୍ବଗଛରୁ
Read More...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ,ଏକକାଳୀନ ୧୨ଟି ସ୍ଥାନରେ ଚଢ଼ଉ

ବାରିପଦା ୨୫।୧୧:  ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଥିବା ସୂଚନା ମିଳିଛି । ଭୁବନେଶ୍ବର ଭିଜିଲାନ୍ସ ଟିମ୍ ନେତୃତ୍ବରେ ଏକକାଳୀନ
Read More...

ଦଳିତ ପରିବାରର ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ଫାଫାମାଉ ଅଞ୍ଚଳରେ ଏକ ଦଲିତ ପରିବାରର ଚାରିଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । କୋଠରୀ ଭିତରେ ଫୁଲଚାନ୍ଦ (୫୦), ତାଙ୍କ ପତ୍ନୀ ମେନୁ (୪୭), ଝିଅ ସପ୍ନା (୧୭) ଏବଂ ପୁଅ ଶିବ (୧୦) କୁରାଢ଼ିରେ ହତ୍ୟା
Read More...