Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୁର୍ଲା ଭୀମସାରରେ କାୟା ମେଲାଉଛି କରୋନା; ୧୭ ନୂଆ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ
ସମ୍ବଲପୁର ୨୫।୧୧: ସମ୍ବଲପୁର ବୁର୍ଲା ଭୀମସାରରେ କାୟା ମେଲାଉଛି କରୋନା । ଆଉ ୧୭ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏମାନଙ୍କୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୫୬କୁ ବୃଦ୍ଧି ପାଇଚି । ସଂଖ୍ୟା ବଢୁଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଗତକାଲି ବୁର୍ଲାରେ!-->…
Read More...
Read More...
ଶାଶୁଘର ଆଗରେ ମାଣ ବସାଇଲେ ବୋହୂର ଅଧିକାର ପାଇଁ ଧାରଣା ଦେଉଥିବା ମହିଳା
ବ୍ରହ୍ମପୁର: ବୋହୂର ନାର୍ଯ୍ୟ ଅଧିକାର ଦାବି କରି ଗତ ୪ ଦିନ ହେଲା ଶୀତ କାକରରେ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇଥିବା ତପସ୍ୱୀନି ଦାସ ଆଜି ବୋହୂର କର୍ତ୍ତବ୍ୟ କରିବାକୁ ଭୁଲି ନାହାନ୍ତି । ବୋହୂମାନେ ଶାଶୁ ଘରେ ମାର୍ଗଶୀର ମାସ ଗୁରୁବାର ପାଳନ କରିବା ନିୟମ ଥିବା ବେଳେ ଘରେ ନ ପଶି ମଧ୍ୟ ଏହି!-->…
Read More...
Read More...
ମେଘାଳୟ କଂଗ୍ରେସରେ ସଂକଟ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧ ବିଧାୟକ ଟିଏମ୍ସି ହେଲେ ସାମିଲ !
ନୂଆଦିଲ୍ଲୀ : ୧୧ଜଣ କଂଗ୍ରେସ ବିଧାୟକଙ୍କ ସହ ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଟିଏମସିରେ ଯୋଗ ଦେଇଛନ୍ତି । ସୂତ୍ରରୁ ପ୍ରକାଶ ଯେ ବିଧାୟକମାନେ ଏ ବାବଦରେ ବାଚସ୍ପତିଙ୍କୁ ଏକ ଚିଠି ଲେଖି ସାରିଛନ୍ତି । କଂଗ୍ରେସ ନେତାଙ୍କ ଏହି ଦଳବଦଳ ପରେ ତୃଣମୂଳ କଂଗ୍ରେସ ରାଜ୍ୟର ମୁଖ୍ୟ!-->…
Read More...
Read More...
ରାଜ୍ୟରେ କମୁଛି କରୋନା ଗ୍ରାଫ୍; ୨୪ ଘଣ୍ଟାରେ ୨ ସଂକ୍ରମିତଙ୍କ ମୃତ୍ୟୁ
ଭୁବନେଶ୍ୱର ୨୫।୧୧: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୦୧ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ!-->…
Read More...
Read More...
କୋଟିଆ ସମସ୍ୟା ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
ଭୁବନେଶ୍ୱର: କୋଟିଆ ସମସ୍ୟା ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଓଡିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗି ରହିଥିବା ବିଭିନ୍ନ ବିବାଦର ସମାଧାନ ଲାଗି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ତୁରନ୍ତ ଏହାର ସମାଧାନ ଲାଗି ଉଭୟ ରାଜ୍ୟ ସହମତି ପ୍ରକାଶ!-->…
Read More...
Read More...
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୫୫ କରୋନା ପଜିଟିଭ୍, ୧୦୪୮୦୦୯ରେ ପହଞ୍ଚିଲା ସଂଖ୍ୟା
ଭୁବନେଶ୍ୱର ୨୫।୧୧: ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୧୯୭ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୩୮ଜଣ ସ୍ଥାନୀୟ!-->…
Read More...
Read More...
ନୟାଗଡ ଡିଏଫ୍ଓ ଭାବେ ଯୋଗ ଦେଲେ କ୍ଷମା ଷଡଙ୍ଗୀ
ଦଶପଲ୍ଲା :ନୟାଗଡ ବନଖଣ୍ଡକୁ ଆସିଲେ ନୂତନ ବନଖଣ୍ଡ ଅଧିକାରୀ । ଆଇଏଫଏସ୍ ଧନରାଜ ଏଚଡିଙ୍କ କେନ୍ଦୁଝର ଜିଲ୍ଲାକୁ ବଦଳି ହୋଇଥିବା ବେଳେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପାଣ୍ଡିଆନ ନୟାଗଡ ବନଖଣ୍ଡର ଅତିରିକ୍ତ ଦାୟୀତ୍ୱ ନେଇଥିଲେ । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଡିଏଫଓ ମାନଙ୍କ!-->…
Read More...
Read More...
ଜୋର୍ ଧରିଲା ଅପରେସନ୍ ନୀଳ ଜହର, ପୁଣି ନଷ୍ଟ ହେଲା ୧୧କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ୍ ନୀଳ ଜହର । ପୁଣି ନଷ୍ଟ ହେଲା ୧୧କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ରେବିଙ୍ଗିଆ ପଞ୍ଚାୟତର ସଲାକିଆ ଓ ପଡ଼ିଗାଁ ଅଞ୍ଚଳରେ ୧୧୦ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ ।!-->…
Read More...
Read More...
କନ୍ଧମାଳ ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା
ଫୁଲବାଣୀ,୨୪/୧୧- କନ୍ଧମାଳ ବିଜୁଜନତା ଦଳର ନୂତନ କର୍ମକର୍ତ୍ତା ନିଯୁକ୍ତି କରାଯାଇଛି । ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଦ୍ୱାରା ଚୟନ କରାଯାଇଥିବା ବ୍ୟକ୍ତି ।ନଙ୍କ ତାଲିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିବା ନେଇ ଆଜି କନ୍ଧମାଳ ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି ।!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜନଶୁଣାଣୀ ପୋର୍ଟାଲ ଏବଂ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱେବ୍ ପୋର୍ଟାଲ ଲୋକାର୍ପିତ କରିଛନ୍ତି। ଗୋଟିଏ ହେଉଛି ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ବିଭାଗର ଜନଶୁଣାଣୀ ପୋର୍ଟାଲ ଏବଂ ଦ୍ବିତୀୟଟି ହେଉଛି ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି!-->…
Read More...
Read More...