ଅବପାତର ରୂପ ନେଲା ଲଘୁଚାପ

0 96

ଭୁବନେଶ୍ୱର : ଅବପାତର ରୂପ ନେଲା ଲଘୁଚାପ । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ । ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ସାମୁଦ୍ରିକ ଝଡରେ ପରିଣତ ହେବ । ଏବେ ଗୋପାଳପୁର ଠାରୁ ୧୦୨୦ କିମି ଓ ପାରାଦ୍ୱୀପ ଠାରୁ ୧୦୬୦କିମି ଦୂରରେ ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

16 − two =