Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଆର୍ଏସ୍ ସଂଘର ବୈଠକ ଅନୁଷ୍ଠିତ
ଦଶପଲ୍ଲା,୧୪/୧୧: ନୟାଗଡ ସହର ନିକଟସ୍ଥ ଲେଙ୍କୁଡିପଡା କଲ୍ୟାଣ ମଣ୍ଡପଠାରେ ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଂଘ ନୟାଗଡ ଶାଖାର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ନୟାଗଡ ଜିଲ୍ଲା ଶାଖାର ସଭାପତି ଶ୍ରୀଯୁକ୍ତ ବାଦଲ କୁମାର ଷଡଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ!-->…
Read More...
Read More...
ନେହେରୁ ଯୁବକେନ୍ଦ୍ର ଫୁଲବାଣୀର ପ୍ରତିଷ୍ଠା ଦିବସ ପାଳିତ
ଫୁଲବାଣୀ:୧୪/୧୧- ଆଜି ଫୁଲବାଣୀ ସହରର ସ୍ଥାନୀୟ ଜ଼ିଲ୍ଲା କ୍ରୀଡା କାର୍ଯ୍ୟାଳୟ ଫୁଲବାଣୀ ଠାରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ଏବଂ ହାପିନେସ ୟୁଥ କ୍ଲବ ଫୁଲବାଣୀର ମିଳିତ ଆନୁକୂଲ୍ୟରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀର ପ୍ରତିଷ୍ଠା ଦିବସ ଏବଂ ବ୍ଲକସ୍ତରୀୟ ଡିକ୍ଲେମେସନ ପ୍ରତିଯୋଗିତା!-->…
Read More...
Read More...
ମଧ୍ୟପୁରରେ ବିଜେଡ଼ିର ମିଶ୍ରଣ ପର୍ବ
ପାଟଣାଗଡ଼,୧୪/୧୧- ପାଟଣାଗଡ଼ ନିର୍ବାଚନମଣ୍ଡଳୀର ବେଲପଡ଼ା ବ୍ଲକ ମଧ୍ୟପୁରଠାରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ସମସ୍ତ ଦଳ ଏବେ ସଜାଗ ରହିବାପାଇଁ ପ୍ରସ୍ତୁତ ହେଉଛନ୍ତି । ଏପଟେ ରାଜ୍ୟ ସରକାରଙ୍କ ବିଜୁ ଜନତା ଦଳର ଦିନକୁଦିନ ମିଶ୍ରଣ!-->…
Read More...
Read More...
ପାରଳାଖେମୁଣ୍ଡିରେ ଶିଶୁ ଦିବସ ପାଳିତ
ପାରଳାଖେମୁଣ୍ଡି : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଠାରେ ମହାଡମ୍ବର ସହ ଶିଶୁ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିଶୁ ବଟିକା ପ୍ରମୁଖ ଶ୍ରୀମତୀ ମମତା ମହାପାତ୍ର ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ବିଦ୍ୟାଳୟର!-->…
Read More...
Read More...
ଆସନ୍ତାକାଲି ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ
ଭୁବନେଶ୍ୱର:ଆସନ୍ତା କାଲି ଅର୍ଥାତ ନଭେମ୍ବର ୧୫ରୁ ରାଜ୍ୟରେ ଖୋଲିବାକୁ ଯାଉଛି ଷଷ୍ଠ ଓ ସପ୍ତମ ଶ୍ରେଣୀ । ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ୧୮ ମାସ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାକୁ ଯାଉଛି। ଛୋଟ ପିଲାଙ୍କ ସ୍କୁଲ୍ ଖୋଲିବ କି ନ ଖୋଲିବ ଏହାକୁ!-->…
Read More...
Read More...
ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲୁକ ଆଇନ ସେବା କମିଟି ତରଫରୁ ଶିଶୁ ଦିବସ ପାଳନ
ଦାରିଙ୍ଗବାଡି : ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଜନନାୟକ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଜି ୧୩୦ତମ ଜନ୍ମ ଜୟନ୍ତୀ । ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବା ନେହେରୁଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ରାଜ୍ୟ ତଥା ସାରା ଦେଶର ବିଭିନ୍ନ!-->…
Read More...
Read More...
କ୍ୟାନ୍ସର ପୀଡ଼ିତ ରେଖାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ,ସରକାରୀ ସହାୟତାକୁ ଅନାଇ ବସିଛନ୍ତି ପରିବାର ଲୋକେ
ଦାରିଙ୍ଗବାଡି:ରାଜ୍ୟ ସରକାର ଗରିବ ଜନସାଧାରଣଙ୍କ ପାଇଁ କରିଥିବା ଯୋଜନା ତୃଣମୂଳ ସ୍ତରରେ ସଫଳ ରୂପାୟନ ହୋଇପାରୁନି । ଗରିବ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଜିଲ୍ଲାକୁ ଜିଲ୍ଲା ବୁଲି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରୁଛନ୍ତି କିନ୍ତୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ସୁଦ୍ଧା ଅର୍ଥ!-->…
Read More...
Read More...
ଭୁବନେଶ୍ବର, କଟକ ପରେ ଏବେ ପୁରୀରେ ମାତିଛନ୍ତି ଗ୍ୟାଙ୍ଗ୍
ପୁରୀ : ଭୁବନେଶ୍ୱର, କଟକ ପରେ ଏବେ ପୁରୀ ରେ ମାତିଛନ୍ତି ଅମାନିଆ । ହାତରେ ଖଣ୍ଡା ଧରି ଅଶ୍ଳୀଳ ଭାଷା ଧମକ ଦେଇ ସୋସିଆଲ ମିଡିଆ କିଛି ଉଦଭ୍ରାନ୍ତ ଯୁବକ ଭିଡିଓ ପୋଷ୍ଟ କରିଥିବା ନଜରକୁ ଆସିଚି । କମ୍ ବୟସର ଯୁବକମାନେ ଏବେ ଠାରୁ ଅପରାଧ ଦୁନିଆରେ ପାଦ ଦେବା ସହ ନିଜ ପତିଆରା ଜାହିର କରିବା!-->…
Read More...
Read More...
ରାଜ୍ୟରେ ବଦଳିବ ପାଣିପାଗ
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଦଳିବ ପାଣିପାଗ । କମିବ ବର୍ଷାର ପ୍ରଭାବ । ଆକାଶ ମେଘାଛନ୍ନ ରହିବା ସମ୍ଭାବନା ଥିବା ବେଳେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଶୀତର ବିଶେଷ ପ୍ରଭାବ ରହିବନାହିଁ । ୧୭ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା!-->…
Read More...
Read More...
ମର୍ମନ୍ତୁଦ ଦୁର୍ଘଟଣାରେ ୨ ମୃତ
ପଦ୍ମପୁର : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଦୁବୁଲାବାହାଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଗଛ ପଟା ଚୋରା ଚାଲାଣ ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଇଟା ଗଦାକୁ ଧକ୍କା ଦେଲା ମହିନ୍ଦ୍ରା ସବାରୀ ଗାଡ଼ି। ଫଳରେ କାଠପଟା ତଳେ ଚାପିହୋଇ ଡ୍ରାଇଭର ଓ ତାଙ୍କ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା!-->…
Read More...
Read More...