Browsing Category

ରାଜ୍ୟ

ଆଶୀର୍ବାଦ ଯୋଜନାରେ ୧୧୪ ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ

ନବରଙ୍ଗପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ହୋଇଥବା ମେଗା ଆଇନ ସେବା ଶିବିରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ତରଫରୁ ଗତ ୨୦୨୦ ଏପ୍ରିଲ ପହିଲାଠାରୁ ଉଭୟ ବାପା,ମା କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଆଶୀର୍ବାଦ ଯୋଜନାରେ ୧୧୪ ଜଣ
Read More...

ଛାତରୁ ପଡି ଗଞ୍ଜେଇ ଅଭିଯୁକ୍ତ ଗୁରୁତର

ଫୁଲବାଣୀ : ଛାତରୁ ପଡି ଗଂଜେଇ ଅଭିଯୁକ୍ତ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଆହତ ହୋଇଥିବା ଅଭିଯୁକ୍ତ ଜଣକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଅମିତ ନାୟକ । ଗୁରୁତର ଅବସ୍ଥାରେ ଅମିତଙ୍କୁ ପ୍ରଥମେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ତେବେ ଅମିତଙ୍କ
Read More...

ମଞ୍ଚସ୍ଥ ହେଲା ନାଟକ “ଅନ୍ଧାରରେ ଆସ’

ଦଶପଲ୍ଲା : ନୟାଗଡ଼ ପଠାଣିସାମନ୍ତ ପ୍ରେକ୍ଷାଳୟଠାରେ ତୃତୀୟ ନୟନ ନାଟ୍ୟ ଅନୁଷ୍ଠାନ ଦ୍ୱାରା ନାଟକ "ଅନ୍ଧାରରେ ଆସ' ମଞ୍ଚସ୍ଥ ହୋଇଯାଇଛି । ତୃତୀୟ ନୟନ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ
Read More...

ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ସୋନୁ ସୁଦଙ୍କ ଭଉଣୀ

ନୂଆଦିଲ୍ଲୀ:ଅଭିନେତା ସୋନୁ ସୁଦଙ୍କ ଭଉଣୀ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ତେବେ ସେ କେଉଁ ଦଳରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଶ୍ରୀ ଜଗନ୍ନାଥ ତୁଳସୀ ରଥକୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର: ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ପାଇଁ ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଯାତ୍ରା କରୁଥିବା ଫୁଲ ଓ ତୁଳସୀ ରଥକୁ ଆଜି ସକାଳେ ସୁବର୍ଣ୍ଣପୁର ଜ଼ିଲ୍ଲାର ବିନିକା ଜଗନ୍ନାଥ ମନ୍ଦିର ଓ ସହର, ସୋନପୁର ବ୍ଲକ ଛକ, ଦଧିବାମନ ମନ୍ଦିର, ଜଗନ୍ନାଥ ମନ୍ଦିର, ଶ୍ରୀ
Read More...

ପଠାଣି ସାମନ୍ତ ପ୍ରେକ୍ଷାଳୟ ନବୀକରଣ ପାଇଁ ୨ କୋଟି

ଦଶପଲ୍ଲା : ନୟାଗଡ଼ ପଠାଣି ସାମନ୍ତ ପ୍ରେକ୍ଷାଳୟ ନବୀକରଣ ପାଇଁ ରାଜ୍ୟ ସରକାର ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଅନୁଷ୍ଠିତ ନାଟକ ‘ଅନ୍ଧାରେ ଆସ'ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ . ଅରୁଣ କୁମାର ସାହୁ ଉପସ୍ଥିତ ଦର୍ଶକ ତଥା ଜନସାଧାରଣଙ୍କୁ ଏହା କହିବା ସହ
Read More...

ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ପୁରୀ : ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଖରିଫ ଋତୁ ନିମନ୍ତେ ଜିଲ୍ଲା ଧାନ ସଂଗ୍ରହ କମିଟି ବୈଠକ ସ୍ଥାନୀୟ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଆସନ୍ତା ଡିସେମ୍ବର ୨୨ ତାରିଖରୁ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ
Read More...

ଲଗାଣ ବର୍ଷାରେ ଉଜୁଡିଗଲା ଫସଲ,ଚିନ୍ତାରେ ଚଷାପୁଅ

ଦଶପଲ୍ଲା : ମୁଣ୍ଡରେ ହାତଦେଇ ବସିଛି ଦଶପଲ୍ଲା ପଶ୍ଚିମାଞ୍ଚଳର ଚାଷୀ । ହାତୀ, ପାତି ଓ ଜଂଗଲୀ ବାର୍‌ହାଙ୍କ କବଳରୁ ବଂଚେଇ ବିଲରେ କେଣ୍ଡା କେଣ୍ଡା ହୋଇ ଝୁଲୁଥିଲା ସୁନାର ଫସଲ, ଆଉ କେତେଦିନ ପରେ ଫସଲ କାଟି ଖଳାକୁ ଆଣିଥାନ୍ତା ଚାଷୀ । ବର୍ଷକ ଯାକର ପରିଶ୍ରମ ଲଘୁଚାପ ବର୍ଷାରେ ଉଜୁଡିଗଲା ।
Read More...

ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା ସଭା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ବିଦାୟ ଓ ସ୍ୱାଗତକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏସଡିପିଓ ଓପିଏସ୍‌ ମନୋଜ ପୂଜାରୀଙ୍କ କୋରାପୁଟ ଜିଲ୍ଲାକୁ ବଦଳି ହେବାପରେ ବାଲିଗଡ଼ା ଏସଡିପିଓ ଭାବେ କାର୍ଯ୍ୟରେ
Read More...

କାର୍ଯ୍ୟରେ ଯୋଗଦେଲେ ନୂଆ ଆଇଆଇସି

ଦଶପଲ୍ଲା : ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶ କ୍ରମେ କିଛିଦିନ ତଳେ ୩ଟି ଥାନାର ଆଇଆଇସିଙ୍କ ଛୋଟ ଧରଣର ଅଦଳବଦଳ ହୋଇଥିଲା । ନୟାଗଡ ଟାଉନ ଥାନାର ଆଇଆଇସି ଜୟଦୀପ୍‌ ମହାନ୍ତିଙ୍କୁ ଶରଣକୁଳ ଥାନାକୁ ବଦଳି ହୋଇଥିବା ବେଳେ ଓଡଗାଁ ଆଦର୍ଶ ଥାନାର ଆଇଆଇସି
Read More...