Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ, ଶମ୍ଭୁ ପୂଜାରୀଙ୍କ ପାଞ୍ଚମାସ ହେବ ମିଳୁନି ପତ୍ତା
ବାଲିଗୁଡା,୧୩/୧୧: କନ୍ଧମାଳରେ ସରୁନି ଦାଦନଙ୍କ ଦୁଃଖ । ଶିଳ୍ପବିହୀନ କନ୍ଧମାଳ ଜ଼ିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶ ଚେନ୍ନାଇ ବେଙ୍ଗଲୁର, କେରଳକୁ ଦାଦନ ଖଟିବାକୁ ଯାଇ କାହାର ଶବ ଫେରୁଛି ତ ଆଉ କିଏ ଶାରିରୀକ ନିର୍ଯ୍ୟାତନାର ଶିକାର ହେଉଛନ୍ତି ।!-->…
Read More...
Read More...
ବୌଦ୍ଧ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ଉଦଯାପିତ
ଜହ୍ନ ।ପଙ୍କ,୧୩/୧୧:-ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବୌଦ୍ଧ ବ୍ଳକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀ!-->…
Read More...
Read More...
୬୯ତମ ରାଜ୍ୟ ମହିଳା ଭଲିବଲ: ଇଷ୍ଟକୋଷ୍ଟ ରେଲୱେ ଚଂପିଆନ
ବୌଦ୍ଧ,୧୩/୧୧- ଗତ ୧୧ ତାରିଖ ଠାରୁ ବୌଦ୍ଧରେ ଆରମ୍ଭ ହୋଇଥିବା ୬୯ ତମ ରାଜ୍ୟ ମହିଳା ଭଲିବଲ ଚଂପିଆନସିପ ଆଜି ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ!-->…
Read More...
Read More...
ସୁବର୍ଣ୍ଣପୁରରେ ଶିଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ
ସୁବର୍ଣ୍ଣପୁର,୧୩/୧୧- ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ , ଆଇଏଏସଙ୍କ ଏକ ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱାଣେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି!-->…
Read More...
Read More...
ଆସନ୍ତାକାଲି ଉଦଘାଟନ ହେବ ବୌଦ୍ଧର ୧୦ଟି ୫ଟି ରୂପାନ୍ତରୀତ ହାଇସ୍କୁଲ
ବୌଦ୍ଧ,୧୩/୧୧- ଆମ ବୌଦ୍ଧଜ଼ିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ ଗୋଟି ୫ ଟି ସ୍କୁଲ ମିଳିଥିଲା । ଯାହାକି ଧାର୍ଯ୍ୟ ସମୟ ଭିତରେ ସମ୍ପୂର୍ଣ୍ଣ ହୋଇଥିବାରୁ ଆସନ୍ତାକାଲି ୧୪ତାରିଖ (ରବିବାର ) ଦିନ ତାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବା ରାଜ୍ୟ ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ୩୨ ଗୋଟି!-->…
Read More...
Read More...
ବୌଦ୍ଧରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ
ବୌଦ୍ଧ,୧୩/୧୧- ଆଜି ସ୍ଥାନୀୟ ଟାଉନହଲ ଠାରେ ଆଇନ ସମ୍ବନ୍ଧିତ ଏକ ମେଗା ଶିବିର ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନସେବା ପ୍ରାଧିକରଣର ତତ୍ତ୍ୱାବଧାନରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଜଜ୍ ତଥା!-->…
Read More...
Read More...
ଜାତୀୟ ଆଇନସେବା ପ୍ରାଧିକରଣ ସଚେତନତା ଶିବିର ଅନୁଷ୍ଠିତ
ଗଞ୍ଜାମ ୧୩।୧୧ : ଛତ୍ରପୁର ସ୍ଥିତ ସଂସ୍କୃତି ଭବନ ପରିସରରେ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗ କ୍ରମେ!-->…
Read More...
Read More...
ବରଗଡ଼ରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାକୁ ଦେଲେ ୨୯୫କୋଟି ଟଙ୍କାର ପ୍ରକଳ୍ପ ଭେଟି
ବରଗଡ଼ ୧୩।୧୧ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ପାଇଲେ ବରଗଡ଼ ବାସିନ୍ଦା । ଆଜି ବିଜେପୁରରୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ବରଗଡ଼ ପାଇଁ ପ୍ରାୟ ୨୯୫ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଶିଳାନ୍ୟାସର!-->…
Read More...
Read More...
ଭାଗିରଥି ପାତ୍ରଙ୍କ ଜିଲ୍ଲାସ୍ତରୀୟ ୮୩ ତମ ଜୟନ୍ତୀ ସମାରୋହ ପାଳିତ
ନବରଙ୍ଗପୁର ୧୩।୧୧ : ନବରଙ୍ଗପୁର ଜିଲ୍ଲାର ସାହିତ୍ୟିକ ଭାଗିରଥି ପାତ୍ରଙ୍କ ୮୩ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ନବରଙ୍ଗପୁର ସ୍ଥାନୀୟ ଆରସିଡ଼ି ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଓ ଭାଗିରଥି ପାତ୍ର ସ୍ମୃତି ସଂସଦ ସହଯୋଗରେ!-->…
Read More...
Read More...
ପ୍ରବଳ ବର୍ଷିବ, ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର ୧୩।୧୧ : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଉତ୍ତର ତାମିଲନାଡୁରୁ ଓଡିଶା ଉତ୍ତର ଉପକୂଳ ଅଞ୍ଚଳ ଉପରେ ଟ୍ରଲ ଲାଇନ ରହିଛି । ଏହା ଆଜି ମଧ୍ୟ ସକ୍ରିୟ ରହିଛି । ଯାହା ପ୍ରଭାବରେ ପ୍ରବଳ ବର୍ଷା ହେଉଛି । ଆଜି ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ!-->…
Read More...
Read More...