Browsing Category

ରାଜ୍ୟ

ଭାଗିରଥି ପାତ୍ରଙ୍କ ଜିଲ୍ଲାସ୍ତରୀୟ ୮୩ ତମ ଜୟନ୍ତୀ ସମାରୋହ ପାଳିତ

ନବରଙ୍ଗପୁର ୧୩।୧୧ : ନବରଙ୍ଗପୁର ଜିଲ୍ଲାର ସାହିତ୍ୟିକ ଭାଗିରଥି ପାତ୍ରଙ୍କ ୮୩ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ନବରଙ୍ଗପୁର ସ୍ଥାନୀୟ ଆରସିଡ଼ି ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଓ ଭାଗିରଥି ପାତ୍ର ସ୍ମୃତି ସଂସଦ ସହଯୋଗରେ
Read More...

ପ୍ରବଳ ବର୍ଷିବ, ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର ୧୩।୧୧ : ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଉତ୍ତର ତାମିଲନାଡୁରୁ ଓଡିଶା ଉତ୍ତର ଉପକୂଳ ଅଞ୍ଚଳ ଉପରେ ଟ୍ରଲ ଲାଇନ ରହିଛି । ଏହା ଆଜି ମଧ୍ୟ ସକ୍ରିୟ ରହିଛି । ଯାହା ପ୍ରଭାବରେ ପ୍ରବଳ ବର୍ଷା ହେଉଛି । ଆଜି ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ
Read More...

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ଗଜପତି ୧୩।୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ"ଭୋଟର ସଚେତନତା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ମତଦାତା ପଞ୍ଜିକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲୀପ କୁମାର ମହାରଣା ଯୋଗଦେଇ +୨ ଛାତ୍ରୀ ମାନଙ୍କୁ
Read More...

ଟ୍ରେନ ଆଗକୁ ଆସି ଯୁବତୀଙ୍କ ଆତ୍ମହତ୍ୟା, ଏବେ ଯାଏଁ ମିଳିନି ପରିଚୟ

ସମ୍ବଲପୁର ୧୩।୧୧ : ସମ୍ବଲପୁର ତାଳଚେର ରେଳପଥର ରେଢ଼ାଖୋଲ ଷ୍ଟେସନ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ମାଲବାହୀ ଟ୍ରେନ୍ ଆଗକୁ ଆସି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବତୀ । ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରି ନାହିଁ । ଅନ୍ୟପଟେ କେଉଁ କାରଣରୁ ସେ ଟ୍ରେନ୍ ଆଗକୁ ଆସି
Read More...

କୃଷି ବିଭାଗ ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କ ୪ଟି ଜିଲ୍ଲା ଗସ୍ତ

ନବରଙ୍ଗପୁର: କୃଷି ବିଭାଗର ଯୁଗ୍ମ କୃଷି ନିର୍ଦ୍ଦେଶକ ବ୍ରଜ କିଶୋର ଲେଙ୍କା କୋରାପୁଟ, ମାଲକାନାଗିରି, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି କୃଷିବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ପରିଦର୍ଶନ କରିବା ସହ କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ ଓ ଜଳଛାୟା
Read More...

କରୋନା ନେଲା ଆଉ ୨ ଜଣଙ୍କ ଜୀବନ

ଭୁବନେଶ୍ୱର ୧୩।୧୧ : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଆଉ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ୧୩।୧୧ : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୪ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୦୩
Read More...

୩୯ କିଲୋ ଗଞ୍ଜେଇ ଜବତ, କାର ସହ ନାବାଳକ ଗିରଫ

ଦାରିଙ୍ଗବାଡ଼ି ୧୩।୧୧ : ଦାରିଙ୍ଗବାଡ଼ି ଥାନା ପୁଲିସ ୩୯.୫ କିଲୋ ଗଞ୍ଜେଇ ଜବତ କରିବା ସହ ଏକ ହୁଣ୍ଡାଇ କାର ଜବତ କରି ଜଣେ ନାବାଳକକୁ ଗିରଫ କରି ଫୁଲବାଣୀ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିବା ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ
Read More...

ଲଘୁଚାପ ବର୍ଷାରେ ପୁରୀ ସହର ବେହାଲ

ପୁରୀ : ଲଘୁଚାପ ବର୍ଷା ଯୋଗୁଁ ପୁରୀରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ପୁରୀ ସହର ଅନେକ ଅଞ୍ଚଳରେ ଜଳ ବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବଡ଼ ଦାଣ୍ଡ ରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ପୁରୀ ସହରବାସୀ, ପର୍ଯ୍ୟଟକ ଯାତାୟାତରେ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି । ଅନେକ
Read More...

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ଧର୍ମଘଟ ସଫଳ

ଭୁବନେଶ୍ୱର:ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଇଥିବା ୬ ଘଂଟିଆ ଧର୍ମଘଟ ସଫଳ ହୋଇଛି । ମମିତା ମେହେରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରହିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି
Read More...