Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ଧର୍ମଘଟ ସଫଳ
ଭୁବନେଶ୍ୱର:ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଇଥିବା ୬ ଘଂଟିଆ ଧର୍ମଘଟ ସଫଳ ହୋଇଛି । ମମିତା ମେହେରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରହିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି!-->…
Read More...
Read More...
କଂଗ୍ରେସର ହରତାଳ ‘ଜୋକ୍’ରେ ପରିଣତ ହୋଇଛି: ବିଜେଡି
ଭୁବନେଶ୍ୱର: ଓଡିଶା କଂଗ୍ରେସର ଆଜିର ହରତାଳ ଏକ ଜୋକ୍ରେ ପରିଣତ ହୋଇଛି । କୋଭିଡ ମହାମାରୀ ସମୟରେ ଓଡିଶା ବିଜେପି ଦ୍ୱାରା ପ୍ରାୟୋଜିତ ଓଡିଶା କଂଗ୍ରେସର ଏହି ହରତାଳ ୪.୫ କୋଟି ଲୋକଙ୍କ ପାଇଁ ଏକ ନିଷ୍ଠୁରତା ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।!-->…
Read More...
Read More...
ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଁଚାଇବା ପାଇଁ ଆମେ ବଦ୍ଧପରିକର : ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆ ଜାତୀୟ ଶିକ୍ଷା ନୀତି -୨୦୨୦ ସମେତ ବିଭିନ୍ନ ପଦକ୍ଷେପ ଦ୍ୱାରା ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଁଚାଇବା ପାଇଁ ଭାରତ ସରକାର ବଦ୍ଧପରିକର ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଡିପ୍ଲୋମାଟିକ୍ କନକ୍ଲେଭରେ!-->…
Read More...
Read More...
ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗୀତା ଉଦଘାଟିତ
ଫୁଲବାଣୀ: ଗୁରୁବାର ସଂଧ୍ୟାରେ ଫୁଲବାଣୀ ସ୍ଥିତ କରୋନେସନ ପଡିଆ ଠାରେ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ କନ୍ଧମାଳ ସାଂସଦ ତଥା ସର୍ବଭାରତୀୟ ଭଲିବଲ ଫେଡରେସନ ସଭାପତି ଡ. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିବା ସହ ଖେଳ!-->…
Read More...
Read More...
୧୨ ତମ ମା ମାହେଶ୍ୱରୀ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା ଉଦଘାଟିତ: ପଞ୍ଚରା ଓ ବାବା ବିଶ୍ୱନାଥ କ୍ଳବ ବିଜୟୀ
ଜହ୍ନ ।ପଙ୍କ,୧୨/୧୧ :ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡିଆରେ ୧୨ ତମ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚ ଗିର ।ସିଙ୍ଗା ଓ ପଞ୍ଚରା ମଧ୍ୟରେ ହୋଇଥିଲା । ଏଥିରେ ପଞ୍ଚରା ଦଳ ୩ ଗିରାଶିଙ୍ଗା ୨ ଗୋଲ କରିଥିଲେ । ଫଳରେ ପଞ୍ଚରା ବିଜୟୀ!-->…
Read More...
Read More...
ଅନ୍ଧବିଶ୍ୱାସ ଆଗରେ ବଳିପଡ଼ିଲା ମଣିଷପଣିଆ
ଦଶପଲ୍ଲା,୧୨/୧୧: - ଅନ୍ଧବିଶ୍ୱାସର କରୁଣ ପରିଣତି । ମୃତ୍ୟୁ ପରେବି ମିଳିଲାନି ଚାରିକାନ୍ଧ । ପ୍ରାପ୍ତ ସୂଚନା ଅନୁସାରେ ନୟାଗଡ଼ ସଦରବ୍ଲକ୍, ନୋତର ଗ୍ରାମର ବକସି ନାୟକ (୭୭) ନାମକ ଜନୈକ ବ୍ୟକ୍ତି ଗତ କିଛିଦିନ ହେବ ମାଛିଆ ପାତକ ସହ ଅନ୍ୟ କେତୋଟି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଥିଲେ ।!-->…
Read More...
Read More...
ଉତ୍କଳ ଆଲୁମିନାର ପ୍ରୋଜେକ୍ଟ ଉନ୍ନତ, ୧୫୦ ମହିଳାଙ୍କୁ ଆତ୍ମନିଯୁକ୍ତି ସହାୟତା
ରାୟଗଡା,୧୨/୧୧: କୃଷକମାନଙ୍କ ଜୀବିକା ଉପାର୍ଜନରେ ଅଭିବୃଦ୍ଧି ଆଣିବା ଲକ୍ଷ୍ୟକୁ ହାସଲ କରିବାପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧୀନରେ ଥିବା ଉତ୍କଳ ଆଲୁମିନା ପ୍ରୋଜେକ୍ଟ ଉନ୍ନତ ( ଉତ୍କଳସ୍ ଆକ୍ସନ ଫର ଏଗ୍ରିକଲଚରାଲ ଟ୍ରାନ୍ସଫରମେସନ୍) ଆରମ୍ଭ କରିଛି । ଭାରତ ରୁରାଲ୍ ଲାଇଭଲିହୁଡ୍!-->…
Read More...
Read More...
ପୁରୀରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ
ପୁରୀ,୧୨/୧୧- ଶିକ୍ଷୟିତ୍ରୀ ମମିତା ମେହେର ଘଟଣାକୁ ନେଇ ଆଜି ଓଡିଶାରେ ବନ୍ଦ ପାଳନ କରିଛି କଂଗ୍ରେସ । ତେବେ ପୁରୀରେ ମଧ୍ୟ ଯୁବ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ମଧ୍ୟ ଆନ୍ଦୋଳନ ନାରବାଜି କରିଥିଲେ । ବିଭିନ୍ନ ଛକ ରାସ୍ତାରେ ଶୋଭାଯାତ୍ରା କରିଥିଲେ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମମିତା!-->…
Read More...
Read More...
କଣ୍ଟାବାଞ୍ଜି ରେ ୬ ଘଣ୍ଟିଆ ହରତାଳ ପାଳିତ
କଣ୍ଟାବାଞ୍ଜି,୧୨/୧୧- ସନସାଇନ ସ୍କୁଲ ଅଧ୍ୟାପିକା ମମିତା ମେହେରଙ୍କୁ ନ୍ୟାୟ ଦାବିରେ ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବରଖାସ୍ତ ଦାବିକରି କଂଗ୍ରେସ ଦଳ ୬ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା । କିନ୍ତୁ ଓଡିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ୬ ଘଣ୍ଟିଆ ବନ୍ଦ!-->…
Read More...
Read More...
ଅଭିନବ ଢ଼ଙ୍ଗରେ ସାମୁହିକ ମୁଣ୍ଡନ ହୋଇ ପ୍ରତିବାଦ କଲା କଂଗ୍ରେସ
ନବରଙ୍ଗପୁର,୧୨/୧୧: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଡାକରାରେ ସାରା ଓଡ଼ିଶାରେ ୬ଘଣ୍ଟିଆ ବନ୍ଦ ହରତାଳ ପ୍ରଭାବରେ ଆଜି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିଠାରେ କଂଗ୍ରେସ ପକ୍ଷରୁ ଅଭିନବ ଉପାୟରେ ବନ୍ଦ ଓ ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ କର୍ମୀମାନେ ସାମୁହିକ ମୁଣ୍ଡନ!-->…
Read More...
Read More...