ପେଟ୍ରୋଲ ନିଆଁରେ ଜଳିଗଲେ ପରିବାରର ତିନି ସଦସ୍ୟ

0 125

ଗଞ୍ଜାମ,୧୯/୧୧: ତାରସିଙ୍ଗ ଥାନା ଅନ୍ତର୍ଗତ ସମରବନ୍ଧ ଗାଁରେ ପେଟ୍ରୋଲ ନିଆଁକୁ ନେଇ ଘଟିଯାଇଛି ଏକ ଦୁର୍ଘଟଣା । ଦୋକାନରେ ବିକ୍ରି ପାଇଁ ପେଟ୍ରୋଲ ଜାରରେ ଆଣି ବୋତଲକୁ ଢାଳୁଥିବା ବେଳେ ଅସାବଧାନତାବଶତଃ ଜାର ହାତରୁ ଖସିଯାଇଥିଲା । ଜାର୍‌ ଭରା ପେଟ୍ରୋଲ ତଳେ ପଡିଯାଇଥିଲା ହଠାତ ପାଖରେ ଲାଗିଥିବା ଘିଅଦୀପକୁ ନିଆଁ ଧରିଦେଇଥିବାବେଳେ ଘରେ ନିଆଁ ଲାଗିବା ସହ ପରିବାରର ମୁଖ୍ୟ ପ୍ରଫୁଲ ନାୟକ ତାଙ୍କ ପତ୍ନୀ ମାଗି ନାୟକଏବଂ ଝିଅ ଦୀପା ନାୟକଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା । ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାରକରି ପ୍ରଥମେ ଭଞ୍ଜନଗର ଓ ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

hiranchal ad1
Leave A Reply

Your email address will not be published.

19 + 19 =