Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳ ସାଂସଦଙ୍କ ଫୁଲବାଣୀ ମେଡିକାଲ କାର୍ଯ୍ୟ ତଦାରଖ
ଫୁଲବାଣୀ: କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଗୁରୁବାର ଫୁଲବାଣୀ ନିକଟ ତିଳକପଡାଠାରେ ନିର୍ମାଣଧୀନ ନୂତନ ମେଡିକାଲ କଲେଜ କାର୍ଯ୍ୟ ବୁଲିଦେଖିଥିଲେ ।ନିର୍ମାଣ କାର୍ଯ୍ୟ ଯେପରି ତ୍ୱରାନ୍ୱିତ ହେବ ସେନେଇ ଠିକା ସଂସ୍ଥାର ଇଞ୍ଜିନିୟର ମାନଙ୍କୁ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ନିର୍ମାଣ!-->…
Read More...
Read More...
ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ପୁରୀ : ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ଦେଖିଥିବା ବେଳେ ଏନେଇ ସହରରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଆସନ୍ତା ୨୨ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ କାର୍ଯ୍ୟର ଶୁଭାରମ୍ଭ ପାଇଁ ସ୍ୱତନ୍ତ୍ର ଯଜ୍ଞ ଓ!-->…
Read More...
Read More...
ମୁଣ୍ଡାପଡାରେ ଓଡିଶା ମୋ-ପରିବାର ପକ୍ଷରୁ ମେଗା ରକ୍ତଦାନ ଶିବିର
ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଗ୍ରାମ ପଞ୍ଚାୟତ ଠାରେ ଓଡିଶା ମୋ-ପରିବାର ତରଫରୁ ମେଗାରକ୍ତ ଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଉଦଘାଟନ କରିଥିଲେ ।"ରକ୍ତ ଦାନ ଏକ ମହତ ଦାନ"ଭାବି ଆଗାମୀ!-->…
Read More...
Read More...
ବୌଦ୍ଧ: ଉଦଘାଟିତ ହେଲା ୬୯ ତମ ରାଜ୍ୟସ୍ତରୀୟ ଭଲିବଲ ଚମ୍ପିଅନସିପ୍
ବୌଦ୍ଧ,୧୧/୧୧(ହୀ.ପ୍ର)- ଆଜି ବୌଦ୍ଧ ଷ୍ଟାଡିୟମ ପଡିଆରେ ୬୯ତମ ରାଜ୍ୟସ୍ତରୀୟ ମହିଳା ଭଲିବଲ ଚମ୍ପିଅନସିପ୍ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସାଂସଦ ତଥା କିଟ୍ କିସ୍ ପ୍ରତିଷ୍ଠାତା ଏବଂ ଭାରତୀୟ ଭଲିବଲ ଫେଡରେସନ ସଭାପତି ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ!-->…
Read More...
Read More...
ପୁରୀ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ
ପୁରୀ : ପୁରୀ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟଳୟ ଘେରାଉ କରାଯାଇଛି । ଆଶା କର୍ମୀଙ୍କୁ ମେଡ଼ିକାଲରେ ଦୁର୍ବ୍ୟବହାରର ପ୍ରତିବାଦ ସମେତ ସର୍ବନିମ୍ନ ମଜୁରୀ, ସ୍ଥାୟୀ ଚାକିରୀ, ସାମାଜିକ ନିରାପତ୍ତା ବ୍ୟବସ୍ଥା ପ୍ରଦାନ ଦାବିରେ ପ୍ରତିବାଦ ଓ!-->…
Read More...
Read More...
ବାଘଛାଲ ଜବତ, ୨ ଗିରଫ
ଦେବଗଡ଼ : ଦେବଗଡ ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀପାଲି ଗ୍ରାମରେ ଫରେଷ୍ଟ ସ୍ପେଶାଲ ସ୍କାଡ ପକ୍ଷରୁ ଚଢାଉ କରାଯାଇ ଏକ କଲରାପତରିଆ ବାଘଛାଲ ଜବତ କରାଯାଇଛି । ବ୍ରାହ୍ମଣୀପାଲି ଗ୍ରାମରେ ବାଘଛାଲ ବିକ୍ରି ନେଇ ମସୁଧା ଚାଲିଥିବା ସମ୍ପର୍କରେ ସ୍ପେଶାଲ ସ୍କାଡ ସୂଚନା ପାଇବା ପରେ ଦେବଗଡ ଡିଏଫଓଙ୍କ!-->…
Read More...
Read More...
ଘରଡିହ ପାଇଁ ଜମି ଅଧିକାର ଓ ଆବାସ ଯୋଜନାରେ ଗୃହ ପାଇବା ପାଇଁ ଦାବି ଜଣାଇଲେ ଦଳିତ ମହିଳା
ସୁବର୍ଣ୍ଣପୁର : ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ମାଧବ କୁମ୍ଭାରଙ୍କ ନେତୃତ୍ୱରେ ସ୍ଥାନୀୟ ପୌରପରିଷଦ ଅଞ୍ଚଳ ଅନ୍ତର୍ଗତ ୱାର୍ଡ଼ ନଂ୧୧ ମହିଳା ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କୁ ଘରବାଡି ପାଇଁ ଜାଗା ମିଶନ ଅଧିନରେ!-->…
Read More...
Read More...
ବାପାକୁ ତଣ୍ଟି ଚିପି ମାରିଲା ପୁଅ, ଅଭିଯୁକ୍ତ ଗିରଫ
ପାଟଣାଗଡ : ଯେଉଁ ବାପା କୋଳେଇ କାଖେଇ ବଡ କରିଥିଲା, ଶେଷରେ ତାଙ୍କୁ ତଣ୍ଟି ଚିପି ମାରି ଦେଲା ପୁଅ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଘଗୁର୍ଲି ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ବୈକୁଣ୍ଠ ମାଝୀ । ଅଭିଯୁକ୍ତ ତଥା ବୈକୁଣ୍ଠଙ୍କ ପୁଅ ମହେଶ୍ୱର!-->…
Read More...
Read More...
ଜୁନିୟର ହକି ବିଶ୍ବକପ,ଭାରତୀୟ ଦଳ ଘୋଷଣା
ଭୁବନେଶ୍ବର: ୨୧ବର୍ଷରୁ କମ ଜୁନିୟର ହକି ବିଶ୍ବକପରେ ଭାରତୀୟ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ୧୮ ଜଣିଆ ଟିମ ଘୋଷଣା ହୋଇଛି । ଦଳରେ ଓଡିଶାରୁ ଅଛନ୍ତି ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ସାମିଲ । ଅଧିନାୟକତ୍ବ କରିବେ ବିବେକ ପ୍ରସାଦ ସାଗର । ନଭେମ୍ବର ୨୪ରେ ପ୍ରଥମ ମ୍ୟାଚ ଫ୍ରାନ୍ସ!-->…
Read More...
Read More...
ଯୁବକର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସନ୍ଦେହ
ପାଟଣାଗଡ : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଧୁମାଭଟା ଓ ହଟ୍ କଟ ରାସ୍ତା ମଝିରେ ଏକ ଯୁବକର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବୁଧବାର ରାତିରେ ଧୁମାଭଟା ଓ ହଟ୍କଟ ଯିବା ରାସ୍ତାରେ ଯୁବକ ମୃତଦେହ ପାଇଥିବା ସ୍ଥାନୀୟ ଲୋକେ ଦେଖି ବାକୁ!-->…
Read More...
Read More...