Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୫ଟି ସଚିବଙ୍କ ସହ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଆଲୋଚନା
ଘୁ ଉଦୟଗିରି : ଆଜି ଘୁ ଉଦୟଗିରି ବ୍ଳକ ସଭାଗୃହରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଘୁ ଉଦୟଗିରି ସହରର ଉନ୍ନତିକରଣ ବିଷୟରେ ୫ଟି ସଚିବ ଙ୍କ ସହ ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଆଲୋଚନା କରିଥିଲେ । ସହରର ଆଲୋକୀକରଣ ବ୍ୟବସ୍ଥା,ପାନୀୟ ଜଳର ବ୍ୟବସ୍ଥା ଓ ସହରର ସ୍ୱଚ୍ଛତା ବିଷୟରେ ୫ଟି ସଚିବ ପଚାରି!-->…
Read More...
Read More...
ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଅବକାରୀ ଅଧ୍ୟକ୍ଷ ମଧୁସ୍ମିତା ନାୟକ ଙ୍କର ଅଧ୍ୟକ୍ଷତାରେ ଆଜି ସକାଳ ୬ଟା ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ପକ୍ଷରୁ ଚଢ଼ାଉ କରି ଫୁଲବାଣୀ ଏଫସିଆଇ ଛକ ନିକଟରେ ଏକ ଧଳା ରଙ୍ଗର ମାରୁତି ସୁଜୁକି ସୁଇଫ୍ଟ କାରରେ ଚାଲାଣ ହେଉଥିବା ୭୦ କେଜି!-->…
Read More...
Read More...
କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକାକଳା ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ
ପୁରୀ : କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତିକ ବାଲୁକାକଳା ମହୋତ୍ସବ ଲାଗି ପ୍ରଥମ ପ୍ରସୂତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଯାତ୍ରୀ ନିବାସଠାରେ ଅନୁଷ୍ଠିତ ହୋଇଯାଇଛି ଏହି ପ୍ରସ୍ତୁତି ବୈଠକ । ଏହି ବୈଠକରେ ପୁରୀ ଜିଲ୍ଲା ପ୍ରଶାସନ ସହ ସମସ୍ତ ଅଧିକାରୀମାନେ ଯୋଗଦେଇଥିଲେ । କିପରି ଏହି!-->…
Read More...
Read More...
ଘୁ ଉଦୟଗିରି ସରକାରୀ ବାଳିକା ଉଚ୍ଚ ସ୍ମାର୍ଟ ବିଦ୍ୟାଳୟର ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…
ଘୁ ଉଦୟଗିରି : ଘୁ ଉଦୟଗିରି ବିଜ୍ଞାପିତ ପରିଷଦରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ହେବା ପରେ ଆଜି ଏହାର ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ । ଘୁ ଉଦୟଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଘଷଣା କରାଯିବା ପରେ ଏହାର!-->…
Read More...
Read More...
ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ
ଭୁବନେଶ୍ୱର, ୧୧/୧୧: ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ୱର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ!-->…
Read More...
Read More...
ଜୋରଜବରଦସ୍ତ ବନ୍ଦ କରିପାରିବ ନାହିଁ : ହାଇକୋର୍ଟ
କଟକ : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ କଂଗ୍ରେସର ବନ୍ଦ ଡାକରାକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ବନ୍ଦ ନାଁର କାହାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ!-->…
Read More...
Read More...
ନବରଙ୍ଗପୁର ମହାବିଦ୍ୟାଳୟରେ “ଜାତୀୟ ଶିକ୍ଷା ଦିବସ’ ପାଳିତ
ନବରଙ୍ଗପୁର : ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କଲାମ ଆଜାଦଙ୍କ ଜନ୍ମଦିନ ପାଳନ ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟରେ "ଜାତୀୟ ଶିକ୍ଷା ଦିବସ' ପାଳିତ ହୋଇଯାଇଛି । ଏହି ଭବ୍ୟ ଉତ୍ସବରେ ସଭାପତିତ୍ୱ କରି ଅଧକ୍ଷ ଡ଼ଃ. ବିନୋଦ ଚନ୍ଦ୍ର ନାୟକ ଶିକ୍ଷା ଓ ଶିକ୍ଷାର୍ଥୀଙ୍କ ସମ୍ପର୍କ ଉପରେ!-->…
Read More...
Read More...
ବୌଦ୍ଧ: ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ କଲେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟର ଅନୁଶାସନ ସଚିବ
ବୌଦ୍ଧ,୧୧/୧୧- ଅନୁଶାସନ ସଚିବ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ପାର୍ବତୀ ମଞ୍ଜରୀ ମହାଲିକ ବୌଦ୍ଧକୁ ନଭେମ୍ବର ୧୦ ଏବଂ ୧୧ ତାରିଖ ଦୁଇଦିନିଆ ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଟ୍ରାଙ୍ଗୁଲାର କମିଟି ବୈଠକରେ ଯୋଗ ଦେଇଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ!-->…
Read More...
Read More...
ବୌଦ୍ଧରେ ସର୍ବବୃହତ ରାକ୍ଷୀବାନ୍ଧି ବିଶ୍ୱରେକର୍ଡ କରିବାରେ ସଫଳ
ବୌଦ୍ଧ,୧୧/୧୧- ଚଳିତବର୍ଷ ରାକ୍ଷୀପୂର୍ଣ୍ଣିମା ଅବସରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ଇକୋକ୍ଲବ ଏବଂ ଉଦ୍ଭିଦ ବିଜ୍ଞାନ ତରଫରୁ ଯେଉଁ ୧୪ ଫୁଟ ଚଉଡାର ସର୍ବବୃହତ ରାକ୍ଷୀ ତିଆରିକରି ଏକ ବିଶାଳ ବୃକ୍ଷରେ ବନ୍ଧାଯାଇ ବିଶ୍ୱରେକର୍ଡ କରିବାପାଇଁ ପ୍ରୟାସ କରାଯାଇଥିଲା ତାହାକୁ!-->…
Read More...
Read More...
ବନ୍ଦ ଯୋଗୁଁ ରୋଜଗାର ହରାଇବା ଲୋକେ କଂଗ୍ରେସକୁ କ୍ଷମା କରିବେନି: ବିଜେଡି
ଭୁବନେଶ୍ୱର: ବିଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ ଲୋକଙ୍କ ଜୀବନ ଏବଂ ଜୀବିକାକୁ ନଷ୍ଟ କରିଦେଲା । କୋଟି କୋଟି ଚାକିରୀ ଚାଲିଗଲା ଏବଂ ଅର୍ଥନୀତି ପଛେଇ ଗଲା । ଲକଡାଉନ ପରେ ଗତ କିଛି ମାସ ହେଲା ଓଡିଶାର ଲୋକମାନେ ନିଜ ପାଦରେ ଛିଡାହୋଇଛନ୍ତି ଓ କାମକୁ ଫେରିଛନ୍ତି । ସେମାନେ କାମ!-->…
Read More...
Read More...