Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଲିଗୁଡାରେ ପଡିନି “ଓଡିଶା ବନ୍ଦ’ର ପ୍ରଭାବ
ଫୁଲବାଣୀ : ମମିତା ହତ୍ୟା ଘଟଣାକୁ ନେଇ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାରା ରାଜ୍ୟରେ ବନ୍ଦ ପାଳନ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଏହାର ପ୍ରଭାବ ପଡ଼ିନାହିଁ । ସହରର!-->…
Read More...
Read More...
ଜୋର ଧରିଲା ଅପରେସନ ନୀଳ ଜହର, ୧୩କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ
ବାଲିଗୁଡ଼ା: ଜୋର୍ ଧରିଲା କନ୍ଧମାଳ ପୋଲିସ୍ ଓ ଅବକାରୀ ବିଭାଗର ଅପରେସନ୍ ନୀଳ ଜହର । କ.ନୂଆଗାଁ ଥାନା ଡଗମାହା ଓ କମାଙ୍ଗି ଅଞ୍ଚଳରେ ନଷ୍ଟ ହେଲା ୧୩କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବେଆଇନ୍ ଗଞ୍ଜେଇ ଗଛ । ଡଗମାହା ଓ କମାଙ୍ଗି ଅଞ୍ଚଳରେ ୧୩୭ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍!-->…
Read More...
Read More...
ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଝଟକା, ବାଦ ପଡିଲେ ଏହି ଷ୍ଟାର ଖେଳାଳି
ଦୁବାଇ : ଫାଇନାଲ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଏକ ବଡ଼ ଝଟକା ଲାଗିଛି । ହାତ ଭାଙ୍ଗିଯିବା କାରଣରୁ ନ୍ୟୁଜିଲ୍ୟାଣ୍ଡର ଓପନର୍ ତଥା ୱିକେଟ୍ କିପର ଡିଭନ୍ କନୱେ ଫାଇନାଲ ମ୍ୟାଚ୍ ଏବଂ ଭାରତ ଗସ୍ତରୁ ବାଦ ପଡିଛନ୍ତି । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ କନୱେ ଆହତ ହୋଇଥିଲେ । ଆଉଟ ହେବା!-->…
Read More...
Read More...
ସରକାରଙ୍କ ନିକଟରେ ଏହି ସବୁ ଦାବି ରଖିଲା ପୁରୀ ଜିଲ୍ଲା ଅଟୋ ଚାଳକ ମହାସଂଘ
ପୁରୀ :ପୁରୀକୁ ବିଶ୍ୱ ଐତିହା ନଗରୀ ଭାବେ ନିର୍ମାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଅଟୋ ଚାଳକ ମାନେ ଆଗକୁ କିଭଳି ବ୍ୟବସାୟକୁ ନେଇ ଅସୁବିଧା ଭୋଗିବେ ନାହିଁ ସେ ନେଇ କେତେକ ଦାବି ରଖିଛି ପୁରୀ ଜିଲ୍ଲା ଅଟୋ ଚାଳକ ମହାସଙ୍ଘ । ସଙ୍ଘ ପୁରୀରେ ଏକ!-->…
Read More...
Read More...
କାର୍ଯ୍ୟକ୍ଷମ ହେଲା ଶାଳିଆଗୋଛା ଟୋଲ୍ ଗେଟ୍,୨୫ ଜଣ ସ୍ଥାନୀୟ ଯୁବକ ପାଇଲେ ନିଯୁକ୍ତି
ଦଶପଲ୍ଲା : - ସରକାର ଯାନବାହନ ଚଳାଚଳ ଉପରୁ ରାଜସ୍ୱ ଆଦାୟ କରିବା ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦଶପଲ୍ଲା କୁଆଁରିଆ ନିକଟସ୍ଥ ଶାଳିଆଗୋଛା ଠାରେ ନିର୍ମାଣ ହୋଇ ପଡ଼ିରହିଥିବା ଟୋଲ୍ଗେଟ୍ଟି କାର୍ଯ୍ୟକ୍ଷମ ହୋଇଛି । ପୂର୍ବ ଓ ପଶ୍ଚିମ ଓଡ଼ିଶା ତଥା ଭୁବନେଶ୍ୱରରୁ!-->…
Read More...
Read More...
ଶିକ୍ଷାଦାନ କରି ଚର୍ଚ୍ଚାରେ ବିଧାୟକ
ଦଶପଲ୍ଲା :ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଗଣିଆ ବ୍ଲକ ଆଡକଟାରେ ଥିବା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ!-->…
Read More...
Read More...
ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ
ଶ୍ରୀନଗର: ସୁରକ୍ଷା ବାହିନୀର ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମୁ କଶ୍ମୀରର କୁଲଗାମରେ ଏନ୍କାଉଣ୍ଟର ହୋଇଛି। ଛାୱଲଗାମରେ ୨ରୁ ୩ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀର ଯବାନମାନେ ଘେରିଛନ୍ତି। ସୂଚନା ମିଳିଥିଲା ଯେ, ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଚଳପ୍ରଚଳ!-->…
Read More...
Read More...
୧୫ରୁ ବିଏଡ୍ ଓ ବିଏଚଇଡିର ନାମଲେଖା
ଭୁବନେଶ୍ବର: ୨୦୨୧-୨୩ ଶିକ୍ଷାବର୍ଷରେ ବିଏଡ୍ ଓ ବିଏଚଇଡି ପାଠ୍ୟକ୍ରମରେ ପ୍ରଥମ ପର୍ୟ୍ୟାୟ ନାମଲେଖା ୧୫ ରୁ ୧୬ ତାରିଖରେ ମଧ୍ୟରେ ଅନୁଷ୍ଠିତ ହେବ । ୧୭ ତାରିଖରୁ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଂଜ୍ଞପ୍ତି ପ୍ରକାଶ ପାଇଛି ।
ନାମଲେଖା ସମୟରେ ଛାତ୍ରଛାତ୍ରୀ!-->!-->!-->…
Read More...
Read More...
ଉଦଘାଟିତ ହୋଇଯାଇଛି କନ୍ଧମାଳର ସମସ୍ତ ସ୍ମାର୍ଟ ସ୍କୁଲ
ଫୁଲବାଣୀ,୧୧/୧୧- ଶିକ୍ଷାର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି ।ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାର ସହରାଂଚଳ ଓ ଗ୍ରାମାଞ୍ଚଳ ରେ ଥିବା ଦଶ ଗୋଟି ବାଳକ ଓ ବାଳିକା ହାଇ ସ୍କୁଲକୁ ସ୍ମାର୍ଟ ସ୍କୁଲରେ ପରିଣତ କରିଛନ୍ତି । ଗୁରୁବାର ଅପରାହ୍ନ ୪:୩୦!-->…
Read More...
Read More...
୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ: ପିଲାମାନଙ୍କ ଭିତରେ ଆତ୍ମବିଶ୍ୱାସ ଭରିବା…
ଭୁବନେଶ୍ୱର:୫-ଟି ସ୍କୁଲ ଟ୍ରାନ୍ସଫରମେସନ୍ (ସ୍କୁଲ ରୂପାନ୍ତର)କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି । ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ!-->…
Read More...
Read More...