Browsing Category

ରାଜ୍ୟ

ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପଟଣାଗଡ଼ରେ ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ: ମଙ୍ଗଳବାର ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପାଟଣାଗଡ଼ରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଦାୟକାଳୀନ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ବହୁ ଦିନରୁ ଏହି ଅନୁଷ୍ଠାନରେ ଖାଲି ପଡ଼ିଥିବା ଲାଇବ୍ରେରୀଏନ ପଦବୀ ପାଇଁ ଆଜି ନୂତନ
Read More...

୧୫ରୁ ଭୁବନେଶ୍ୱର-ନୟାଗଡ଼ ଟାଉନ୍‌ ମଧ୍ୟରେ ଚାଲିବ ମେମୁ ଟ୍ରେନ

ଦଶପଲ୍ଲା : ଭୁବନେଶ୍ୱର ଏବଂ ନୟାଗଡ଼ ଟାଉନ୍‌ ମଧ୍ୟରେ ଚଳିତ ମାସ ୧୫ ତାରିଖ ଠାରୁ ବର୍ତ୍ତମାନର ପାରମ୍ପାରିକ କୋଚ୍‌ ବଦଳାଇ ମେମୁ ଟ୍ରେନ୍‌ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ୦୮୪୨୩ / ୦୮୪୨୪ ଭୁବନେଶ୍ୱର - ନୟାଗଡ଼ ଟାଉନ୍‌ - ଭୁବନେଶ୍ୱର ସ୍ପେଶାଲ୍‌ ଭୁବନେଶ୍ୱରରୁ ୧୫ ନଭେମ୍ବର
Read More...

ଆପୋଲୋ ହସ୍ପିଟାଲ୍‌ରେ କର୍କଟ ରୋଗୀଙ୍କ ପାଇଁ ଯୋଗ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ୍‌ର ଅଙ୍କୋଲୋଜି ବିଭାଗରେ କର୍କଟ ରୋଗୀଙ୍କମାନଙ୍କୁ ଚିକିତ୍ସା ପ୍ରଦାନ ସହିତ ରୋଗୀମାନଙ୍କୁ ଶାରୀରିକ, ଭାବନାତ୍ମକ ଏବଂ ମାନସିକ ସୁସ୍ଥତା ହାସଲ କରିବାରେ ସାହାଯ୍ୟ କରିବା ଏବଂ ଦୁଃଶ୍ଚିନ୍ତାରୁ ଦୂରରେ ରଖିବା ପାଇଁ ନୂଆ କରି ଏକ ଯୋଗ କାର୍ଯ୍ୟକ୍ରମ ଆରମ୍ଭ
Read More...

ରାଜ୍ୟସ୍ତରୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ନେଇ ବୌଦ୍ଧରେ ପ୍ରସ୍ତୁତି ଜୋରଦାର

ବୌଦ୍ଧ,୯ା୧୧: ରାଜ୍ୟସ୍ତରୀୟ ୬୯ତମ ସିନିୟିର ମହିଳା ଦଳ ଭଲିବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବୌଦ୍ଧର ଷ୍ଟାଡିୟମ ପଡିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପ୍ରଶାସନ ପକ୍ଷରୁ
Read More...

ରତ୍ନପ୍ରସାଦ ସ୍ମାରକୀ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ, ଭଞ୍ଜନଗର ଚମ୍ପିୟାନ

ବାଲିଗୁଡା : ଓଡିଶାର ସୁନାମଧନ୍ୟ କ୍ରୀଡାବିତ ରତ୍ନପ୍ରସାଦ ସିଂଦେଓଙ୍କ ସ୍ମୃତି ଉଦ୍ଦେଶ୍ୟରେ ବାଲିଗୁଡା କବାଡି ସଂଘ ପକ୍ଷରୁ ବାଲିଗୁଡା ମିନିଷ୍ଟାଡିୟମରେ ଗତ ପାଞ୍ଚ ତାରିଖରୁ ଚାଲିଥିବା ରତ୍ନପ୍ରସାଦ ସିଂଦେଓ ସ୍ମାରକୀ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ମୁଖ୍ୟ
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମହିଳା ମାନଙ୍କ ପାଇଁ ସଚେତନତା ଶିବିର

ନବରଙ୍ଗପୁର,୯/୧୧- ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଓ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର ଆଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ଆଜି ଜାତୀୟ ମହିଳା କମିଶନଙ୍କ ମିଳିତ ଆନୁକୁଲ୍ୟରେ ଏକ ସ୍ୱତନ୍ତ୍ର ସଚେତନତା ଶିବିର ସ୍ୱତନ୍ତ୍ର ମହିଳା ମାନଙ୍କ ପାଇଁ ଅନୁଷ୍ଠିତ
Read More...

ଚାଉଳ ବଝୋଇ ଟ୍ରକ୍‌ ଜବତ,ଡ୍ରାଇଭର ଅଟକ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡା ପୋଲିସ ଏକ ଚାଉଳ ବୋଝେଇ ଟ୍ରକ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବେଲପଡା ବ୍ଳକ ଅନ୍ତର୍ଗତ ସଲଣ୍ଡି ପଞ୍ଚାୟତ ଅଧୀନସ୍ଥ ଉଡିଙ୍ଗ ଓ ଲଥାକେନ୍ଦ ମଝିରେ ଥିବା ଶ୍ୟାମ ଜୀ ମିଲକୁ ରାତି ୨ଟାରେ ଏକ
Read More...

ଜବରଦଖଲ ଉଚ୍ଛେଦ କଲେ ତହସିଲଦାର

ଦଶପଲ୍ଲା : ଓଡ଼ଗାଁ ତହସିଲଦାର୍‌ ଆଜି କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାଠିଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଲାଗିରହିଥିବା ୮ ଡ଼ିସିମିଲ ଜବରଦଖଲ ସରକାରୀ ଜାଗାକୁ ଉଚ୍ଛେଦ କରିଛନ୍ତି । ସରକାରୀ ନିତିନିୟମକୁ ବେଖାତିର କରି ଦୀର୍ଘଦିନ ଧରି ଉକ୍ତ ଗ୍ରାମର କିଛି ମୁଷ୍ଠିମେୟ ଲୋକ ଏହି
Read More...

ମେଗା ଆଇନସେବା ଶିବିର ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ବୌଦ୍ଧ,୯ା୧୧: ବୌଦ୍ଧରେ ଆସନ୍ତା ୧୩ ତାରିଖ ଦିନ ମେଗା ଆଇନସେବା ଶିବିର ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଭାସି ଜରିଆରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଅଧ୍ୟକ୍ଷତା କରି ସମସ୍ତ ଜିଲ୍ଲାସ୍ତରୀୟ
Read More...

ନବୀନ-ଜଗନଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ଜାଣନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଆନ୍ଧ୍ରପ୍ରଦେଶ ସମକକ୍ଷ ୱାଇ ଏସ୍‌ ଜଗନମୋହନ ରେଡ୍ଡିଙ୍କ ମଧ୍ୟରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ଅ‌ାଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ଓ ଜଗନ୍‌ମୋହନଙ୍କ ବୈଠକ ପରେ ଉଭୟ ରାଜ୍ୟ ପକ୍ଷରୁ ମିଳିତ ବିବୃତି ପ୍ରକାଶ
Read More...