Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଂକୁଳସ୍ତରୀୟ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀଙ୍କ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିର
ଗଜପତି,୯/୧୧- ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସଂକୁଳସ୍ତରୀୟ ଯୁବ ରେଡକ୍ରସ୍ ସ୍ୱେଚ୍ଛାସେବୀଙ୍କ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିରର ଅନ୍ତିମ ଦିବସରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ!-->…
Read More...
Read More...
ଶ୍ରୀଜଗନ୍ନାଥ ପୁରୀ ନାମରେ ନାମିତ କରିବାକୁ ଦାବୀ
ପୁରୀ,୯/୧୧- ପୁରୀର ନାଁ ପରିବର୍ତ୍ତନ ନୁହେଁ ବରଂ ଏହା ପୂର୍ବରୁ ଶ୍ରୀଜଗନ୍ନାଥ ବା ଶ୍ରୀଜଗନ୍ନାଥ ଧାମ ଯୋଡିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି ପୁରୀର ଏକାଧିକ ସଂଗଠନ । ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଇତିହାସର ରେକର୍ଡ, ପୁରାଣ ଓ ଶାସ୍ତ୍ର ଆଧାର ଏବଂ ସାଂପ୍ରତିକ ସମୟରେ ନାମ ସଂଯୋଗର!-->…
Read More...
Read More...
ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ପୁରୀ,୯/୧୧- ସମଗ୍ର ରାଜ୍ୟ ତଥା ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆମ ଆଦମୀ ପାର୍ଟି ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି । ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ କଚେରୀ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି!-->…
Read More...
Read More...
ନେହେରୁ ଯୁବକେନ୍ଦ୍ର ତରଫରୁ ବିଭିନ୍ନ ପ୍ରତିଯୋଗିତା
ଘୁ. ଉଦୟଗିରି,୯/୧୧- ଘୁ.ଉଦୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟଠାରେ ନେହେରୁ ଯୁବକେନ୍ଦ୍ର ତରଫରୁ ସବକେ ସାଥ ସବକା ବିକାଶ, ସବକା ବିଶ୍ୱାସ ଔର ସବକା ପ୍ରୟାସ କାର୍ଯ୍ୟକ୍ରମ ମାଧ୍ୟମରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ!-->…
Read More...
Read More...
କନ୍ଧମାଳର କବି ପୂର୍ନମାସୀ ଜାନୀ(ତାଡିସରୁ ବାବା)ପଦ୍ମଭୂଷଣ ପୁରସ୍କାର ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରିଛନ୍ତି ।
https://www.youtube.com/watch?v=GfzGGzyN09w
Read More...
Read More...
ଲାଞ୍ଚ ନେବା ଅଭିଯୋଗରେ ରାଜସ୍ୱ ନିରୀକ୍ଷକଙ୍କୁ ୩ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା
ଫୁଲବାଣୀ,୯/୧୧ : ଲାଞ୍ଚ ନେବା ଅଭିଯୋଗରେ ବୌଦ୍ଧଜିଲ୍ଲା ବଘିଆପଡାର ତତ୍କାଳୀନ ରାଜସ୍ୱ ନିରୀକ୍ଷକ ଗଜେନ୍ଦ୍ର ଦିଗାଲଙ୍କୁ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ୩ ବର୍ଷ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ଏଥିସହ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ଆଉ!-->…
Read More...
Read More...
କୂଅରେ ପଡ଼ି ବୃଦ୍ଧା ମୃତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୁଆଗାଁ ମେଡିକାଲ କଲୋନୀରେ ଅଘଟଣ । କୁଅରେ ପଡ଼ି ବୃଦ୍ଧା ମୃତ । ଗାଧୋଇବା ପାଇଁ କୂଅରୁ ପାଣି ଟାଣୁଥିବା ବେଳେ ଗୋଡ଼ ଖସି କୂଅ ଭିତରେ ପଡ଼ି ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ କ.ନୁଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ ବାୟାନାଥ!-->…
Read More...
Read More...
ଷ୍ଟେସନରେ ଚା’ ପିଇଲେ କେନ୍ଦ୍ର ରେଳ ମନ୍ତ୍ରୀ
ଝାରସୁଗୁଡ଼ା: ଦୁଇଦିନିଆ ଝାରସୁଗୁଡ଼ା ଗସ୍ତରେ ଆସି ଆଜି ସକାଳେ ଝାରସୁଗୁଡ଼ା ରେଳ ଷ୍ଟେସନ ବୁଲି ଦେଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଷ୍ଟେସନରେ ଚା’ ଓ ବିସ୍କୁଟ ଖାଇବା ବେଳେ ଉଠା ଦୋକାନୀଙ୍କ ସହ କଥା ହୋଇଛନ୍ତି ରେଳମନ୍ତ୍ରୀ। ସ୍ଥିତି ଅନୁଧ୍ୟନ କରିବା ସହ ବିଭିନ୍ନ ବିଷୟରେ!-->…
Read More...
Read More...
ବଙ୍ଗୋପସାଗରରେ ଲଘୁଚାପ
ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ଆଗାମୀ ୩୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣତପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଲଘୁଚାପ ଅବପାତରେ ପରିଣତ ହୋଇ କ୍ରମେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ!-->…
Read More...
Read More...
ବାଲୁକା କଳା ମାଧ୍ୟମରେ ପ୍ରସିଦ୍ଧ କାର୍ଟୁନିଷ୍ଟଳି
ପୁରୀ : ପ୍ରସିଦ୍ଧ କାର୍ଟୁନିଷ୍ଟ କିଶୋର ରଥଙ୍କ ଦେହାନ୍ତ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ହୋଇଛି । ତେବେ ପ୍ରସିଦ୍ଧ ବ୍ୟଙ୍ଗ ଚିତ୍ରକର କିଶୋରଙ୍କ ମୃତ୍ୟୁ ତାଙ୍କର ପ୍ରଶଂସକ ମହଲରେ ଶୋକର ଛାୟା ଖେଳିଯାଇଛି । ତେବେ ପୁରୀ ବେଳାଭୂମିରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ!-->…
Read More...
Read More...