Browsing Category

ରାଜ୍ୟ

କିଶୋର ରଥଙ୍କ ଅକାଳ ବିୟୋଗରେ ନୟାଗଡ଼ ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା

ଦଶପଲ୍ଲା : - ଓଡ଼ିଶାର ପ୍ରଖ୍ୟାତ ସାମ୍ବାଦିକ ତଥା କାର୍ଟୁନିଷ୍ଟ କିଶୋର ରଥଙ୍କ ଅକାଳ ବିୟୋଗରେ ନୟାଗଡ଼ ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ପକ୍ଷରୁ ସ୍ମୃତିସଭା ଆୟୋଜିତ ହୋଇଯାଇଛି । ସଂଘର ସଦସ୍ୟମାନେ କ୍ୟାଣ୍ଡଲ ଶୋଭାଯାତ୍ରା କରି ସହର ପରିକ୍ରମା କରିବା ସହ ମୁଖ୍ୟ ଟ୍ରାଫିକ ଛକଠାରେ ଶୋକସଭା
Read More...

ସଂଜୟ ବାଙ୍ଗରଙ୍କୁ ଆରସିବି ଦେଲା ବଡ ଦାୟିତ୍ୱ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଲରାଉଣ୍ଡର ତଥା ଭାରତର ପୂର୍ବତନ ବ୍ୟାଟିଂ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗରଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ଦେଇଛି । ଆରସିବି ଟ୍ୱିଟରରେ ଏହି ସୂଚନା ଦେଇଛି । ବଙ୍ଗର ଏହା ପୂର୍ବରୁ ଆରସିବିର ବ୍ୟାଟିଂ
Read More...

ବିଗୁଡୁଛି ଜିଲ୍ଲା ଡାକ୍ତରଖାନାର ପରିମଳ ବ୍ୟବସ୍ଥା : କୁମ୍ଭକର୍ଣ୍ଣ ନିଦ୍ରାରେ ସ୍ୱାସ୍ଥ୍ୟ ବିଭାଗ

ସୁବର୍ଣ୍ଣପୁର: କଥାରେ ଅଛି ‘ମତେ ଯେତେ ମାଠିବୁ ମାଠ୍‌, ମୁଁ ସେଇ ଦରପୁଡା କାଠ୍‌’ । ସଂସାରରେ ଏମିତି କିଛି ଜିନିଷ ଅଛି ଯାହାକୁ ସ୍ୱୟଂ ଭଗବାନ ଆସିଲେ ବି ବଦଳାଇ ପାରିବା ଅସମ୍ଭବ । ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାର ପରିମଳ ବ୍ୟବସ୍ଥା । ଜିଲ୍ଲା
Read More...

ମିତ୍ରଭାନୁଙ୍କୁ ପଦ୍ମଶ୍ରୀ: ବଢିଲା ସମ୍ବଲପୁରୀ ସାହିତ୍ୟର ମାନସମ୍ମାନ

ସମ୍ବଲପୁର: ସମ୍ବଲପୁରୀ ଭାଷାରେ ଗୀତ ରଚନା ପାଇଁ ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ଏହାଦ୍ୱାରା ସମ୍ବଲପୁରୀ ଭାଷା ସାହିତ୍ୟର ସମ୍ମାନ ବୃଦ୍ଧି ହୋଇଛି । ରାଷ୍ଟ୍ରପତି ଭବନରେ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ୟମାନଙ୍କ ସହିତ ଏହି ସମ୍ମାନ ପ୍ରଦାନ
Read More...

ଜିଲ୍ଲାସ୍ତରୀୟ ମାନବିକ ଅଧିକାର ସମ୍ପର୍କିତ ସଚେତନତା କର୍ମଶାଳା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ୍‌ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଜିଲ୍ଲାସ୍ତରୀୟ ଏକ ମାନବିକ ଅଧିକାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଜିଲ୍ଲା
Read More...

କନ୍ଧମାଳରେ ଶୀତ ଲହରୀ, ଜାଡରେ ଅସ୍ତବ୍ୟସ୍ତ ଜନଜୀବନ

ବାଲିଗୁଡ଼ା: କନ୍ଧମାଳରେ ଲାଗି ରହିଛି ଶୀତର ଲହରୀ । ଗତକାଲି ରାଜ୍ୟର ସବୁଠାରୁ ଥଣ୍ଡା ସହର ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରହିଥିବାବେଳେ ଆଜି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ
Read More...

ଏଚ୍‌.ଆର୍‌.ଏଫ୍‌ ଇଣ୍ଡିଆ ପକ୍ଷରୁ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା

ଗଞ୍ଜାମ :ସ୍ଥାନୀୟଗୋଶାଣିନୁଆଗାଁ ଚାଚା ନେହେରୁ ବ୍ୟାୟାମ କେନ୍ଦ୍ରର ପରିସରରେ ଥିବା ସମ୍ମିଳନୀ କକ୍ଷରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଜିଲ୍ଲା ସ୍ଥରୀୟ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଜିଲ୍ଲା ସଂଯୋଜିକା ଡ଼ଃ. ମିନାକ୍ଷୀ ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା
Read More...

ଗଜପତି ଜିଲ୍ଲା ସିପିଆଇ ତରଫରୁ ୭ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ସିପିଆଇ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୭ଦଫା ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସିପିଆଇ ଜିଲ୍ଲା ସମ୍ପାଦକ ତଥା ବିକେଏମୟୁର ରାଜ୍ୟ ସଭାପତି ଜେନ୍ନା ସୁବାଷ ଚନ୍ଦ୍ର ରାଓଙ୍କ ନେତୃତ୍ୱରେ ବହୁସଂଖ୍ୟକ
Read More...

ଆଜି ସଂଧ୍ୟାରେ ନବୀନ-ଜଗନ ସାକ୍ଷାତ ଆଲୋଚନା

ଭୁବନେଶ୍ୱର: ଗୋଟିଏ ପଟେ କୋଟିଆ ବିବାଦ ଜୋର ଧରିଥିବାବେଳେ ଆଜି ସନ୍ଧ୍ୟାରେ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଜଗନ ୪ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ ରାଜ୍ୟ
Read More...

ଶୀତରେ ଥରୁଛି ଓଡିଶା, ୧୫ ଡିଗ୍ରୀ ତଳେ ଏହି ୭ସହର

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଥିବାବୋଳେ ଧୀରେଧୀରେ ବଢୁଛି ଶୀତର ମାତ୍ରା ।  ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଥଣ୍ଡା ଓ ଶୁଷ୍କବାୟୁ ପ୍ରଭାବରେ ଓଡିଶାର ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିଛି  । ଗତ ରାତିରେ ରାଜ୍ୟର ୮ଟି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀରୁ
Read More...