Browsing Category

ରାଜ୍ୟ

ମମିତା ମେହେର ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଜି. ଉଦୟଗିରି : ମମିତା ମେହେର ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ରାଜ୍ୟ ସାରା ଆନ୍ଦୋଳନ ଜାରି ରହିଥିବା ବେଳେ ଜି. ଉଦୟଗିରି ବିଜେପି ନଗର ଏବଂ ଗ୍ରାମିଣ ମଣ୍ଡଳ ତରଫରୁ ବ୍ଲକ କାଯ୍ୟାଳୟ ସମ୍ମୁଖ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ପ୍ରତାପ ଜେନା ସହିତ
Read More...

୭୦ ତମ ଜିଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ସମାରୋହ

ପାଟଣାଗଡ,୮/୧୧- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବନମାଳ ଠାରେ ୭୦ ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଗୋ ସମ୍ବର୍ଦ୍ଧନା ସମାରୋହରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରଣା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି
Read More...

ମମିତା ମେହେରଙ୍କୁ ନ୍ୟାୟ ଦାବୀ ନେଇ ବିଜେପି ବୌଦ୍ଧଜିଲ୍ଲା ତରଫରୁ ବିକ୍ଷୋଭ, ଗଣଧାରଣା ଓ ଦାଗୀ ମନ୍ତ୍ରୀଙ୍କ…

ବୌଦ୍ଧ,୮/୧୧- ବୌଦ୍ଧଜିଲ୍ଲାର ତିନୋଟି ବ୍ଲକରେ ମମିତା ମେହେରଙ୍କୁ ନ୍ୟାୟ ଦାବୀ, ଦାଗୀ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି .ା ଆଜିର କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ସଦରମହକୁମା ବୌଦ୍ଧ ବ୍ଲକ ଠାରେ ଜିଲ୍ଲା ବିଜେପି ସଭାପତି
Read More...

୧୨ତମ ମା ମାହେଶ୍ୱରୀ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା : ଫୁଲବାଣୀ ଫାଇନାଲରେ

ଜହ୍ନ ।ପଙ୍କ,୮/୧୧ :ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ ୧୨ ତମ ମା ମାହେଶ୍ୱରୀ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସହ-କୃଷି ଅଧିକାରୀ ନାରାୟଣ ମିଶ୍ର ଯୋଗଦେଇ
Read More...

ଭର୍ଚୁଆଲ ମାଧ୍ୟମରେ ନୂଆପଡାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାକମ୍ଭ କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ସଦର ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ୧ଲକ୍ଷ ୭୨ ହଜାର ୬୪୩ ଜଣଙ୍କୁ ବିଜୁ ସ୍ବାସ୍ଥ୍ୟ
Read More...

୨୯ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ଚଳିତ ମାସ ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୨୦ଟି କାର୍ଯ୍ୟଦିବସ ରହିବ । ଏଥିପାଇଁ ରାଜନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି ସୁପାରିଶ କରିଛି । ପୂର୍ବ କିଛି ଅଧିବେଶନ ପରି ଏହି ଅଧିବେଶନ ମଧ୍ୟ କୋଭିଡ
Read More...

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଦାରିଙ୍ଗବାଡି ବିଜେପି ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଦାରିଙ୍ଗବାଡି :ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମମିତା ମେହେରଙ୍କୁ ନ୍ୟାୟ ଏବଂ ଘଟଣାରେ ସମ୍ପୃକ୍ତି ଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି ସହିତ ମାହାଙ୍ଗା ଟ୍ରିପଲ ମର୍ଡର କେଶ ରେ
Read More...

ସିରିଜ୍‌ ବୋମାମାଡ଼ ପରେ ପୁରୁଷଶୂନ୍ୟ ନାଥପୁର ଗାଁ

ପୁରୀ,୮/୧୧(ହୀ.ପ୍ର): ପୁରୀ ଜିଲ୍ଲା ସାତପଡା ନାଥପୁରରେ ଗତକାଲି ବୋମାମାଡ ଘଟଣା ପରେ ଦୁଇଟି ଗାଁ ପୁରୁଷ ଶୂନ୍ୟ ହୋଇପଡିଛି ।ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଡିଯାଇଥିବା ଦଳିତ ପରିବାରଙ୍କ ଘରକୁ ପ୍ରଶାସନ ପକ୍ଷରୁ ଗତକାଲିଠାରୁ ଶୁଖିଲା ଖାଦ୍ୟ ଯୋଗାଯାଉଛି ।
Read More...

ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସତ୍ୟବାଦୀ ବ୍ଲକ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ପୁରୀ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ମମିତା ମେହେରଙ୍କୁ ନ୍ୟାୟ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବି କରି ସତ୍ୟବାଦୀ ଭାରତୀୟ ଜନତା ପାର୍ଟି ତରଫରୁ ସତ୍ୟବାଦୀ ବ୍ଲକ ସମ୍ମୁଖରେ ରାଜ୍ୟ ସରକାରଙ୍କ କୁଶପୁତ୍ତଳିକା ଦାହ ସହିତ ପ୍ରତିବାଦ କରାଯାଇଛି ।
Read More...

ଆଇନ ସଚେତନତା ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

ପୁରୀ- ଜିଲ୍ଲାରେ ଏକ ମେଗା ଆଇନ ସଚେତନତା ଶିବିର ଆସନ୍ତା ୧୩ ତାରିଖରେ ତାଳବଣିଆସ୍ଥିତ ଷ୍ଟାଡିୟମ ପରିସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମିଳିତ ସହଯୋଗରେ ଆୟୋଜିତ ହେବ । ଏ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...