Browsing Category

ରାଜ୍ୟ

ଭବାନୀପାଟଣାରେ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ କରିବା ସହ ୮୬୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କଲେ…

ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରାୟ ୧୪ ଲକ୍ଷ ଲୋକ ଏହି ସୁବିଧା ପାଇବେ । କଳାହାଣ୍ଡି ସହିତ ରାଜ୍ୟର ୯ଟି ଜିଲ୍ଲା ଏହି
Read More...

ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ଏମଭି ୩୭ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ଦୀପକ ବିଶ୍ୱାସ ଓ ତାଙ୍କ ସ୍ତ୍ରୀ ସିପ୍ରା ବିଶ୍ୱାସ। ଦୀପକ ଓ ସିପ୍ରା
Read More...

ବରିଷ୍ଠ କଳାକାର ମହାସଂଘର ପ୍ରସ୍ତୁତି ବୈଠକ

ଗଞ୍ଜାମ :ବ୍ରହ୍ମପୁର କଳା ଓ କଳାକାର ହୀତୈଷୀ ମହାମଞ୍ଚ "ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ'ର ବାର୍ଷିକୋତ୍ସବ ପରିପ୍ରେକ୍ଷୀରେ ସ୍ଥାନୀୟ ସୁବାରାଓ ଛକ ସ୍ଥିତ ଶ୍ରୀ ଜଗନ୍ନାଥ ଚିତ୍ରାଳୟ ପରିସରରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ
Read More...

ରଶ୍ମି ରଞ୍ଜନ ସିଦ୍ଧାଶ୍ରମରେ ନାଗ ଚତୁର୍ଥୀ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ପରିସର ମଧ୍ୟରେ ଆଜି ତା.୮.୧୧.୨୧ ପୂର୍ବାହ୍ନରେ ଆଶ୍ରମ ଅଧ୍ୟକ୍ଷ ଡ଼. ନୀଳ କଣ୍ଠ ପାଢ଼ୀଙ୍କ ପରିଚାଳନା ଓ ନବରଙ୍ଗପୁର ନିବାସୀ ଶ୍ରଦ୍ଧାଳୁ କେ. ଶ୍ରୀଧର ତଥା ଶ୍ରୀମତୀ କେ. ଅମୃତାଙ୍କ ପ୍ରତିନିଧିତ୍ୱରେ "ନାଗ
Read More...

ପଦ୍ମଶ୍ରୀ ପୁରସ୍କାର ପାଇଲେ କଙ୍ଗନା ରଣାୱତ, ଦେଖନ୍ତୁ ପୁରା ଲିଷ୍ଟ

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ପାଇଲେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ। ତାଙ୍କ ସହ ଗାୟକ ଅଦନାନ ସମୀଙ୍କୁ ମଧ୍ୟ ଏହି ସମ୍ମାନ ଜନକ ପୁରସ୍କାରରେ ସମ୍ମାନୀତ କରାଯାଇଛି। କେବଳ ସେତିକି ନୁହେଁ ପ୍ରସିଦ୍ଧ ଟିଭି ଅଭିନେତ୍ରୀ ସରିତା ଯୋଶୀଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ
Read More...

୧୦୦ ସିଟ୍‌ ବିଶିଷ୍ଟ ଛାତ୍ରୀନିବାସ ପାଇଁ ଭୂମି ପୂଜନ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ଉଦଘାଟନ

ବୌଦ୍ଧ,୮/୧୧- ବୌଦ୍ଧବ୍ଲକ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ତେତଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୧୦୦ସିଟ ବିଶିଷ୍ଟ ଏକ ଛାତ୍ରୀନିବାସ ପାଇଁ ଆଜି ଭୂମିପୂଜନ ଅନୁଷ୍ଠିତ ହୋଇଛି । ଏଥିସହିତ ମାଧ୍ୟମିକ ଶ୍ରେଣୀ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ
Read More...

ବୌଦ୍ଧ: ଉଦଘାଟିତ ହେଲା ଓଡିଶା କୃଷି ଶିଳ୍ପ ନିଗମର ନୂତନ କାର୍ଯ୍ୟାଳୟ ଓ ଗୋଦାମ

ବୌଦ୍ଧ,୮/୧୧- ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ ନିକଟରେ ଥିବା ଓଡିଶା କୃଷି ଶିଳ୍ପ ନିଗମ ବୌଦ୍ଧର ନୂତନ କାର୍ଯ୍ୟାଳୟ ଓ ବହୁମୁଖୀ କୃଷି ଗୋଦାମଗୃହ ଆଜି ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ କାର୍ଯ୍ୟାଳୟକୁ ଫିତାକାଟି ଉଦଘାଟନ କରିଥିଲେ
Read More...

ବୁଥ୍‌ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ

ଦଶପଲ୍ଲା :ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଦିବସରେ ନୟାଗଡ଼ର ଅତିରିକ୍ତ ଜିଲ୍ଲାପାଳ ଅବନୀ କୁମାର ସାହୁ ନୟାଗଡ଼ ନିର୍ବାଚନ ମଣ୍ଡଳୀର କେତେକ ବୁଥ୍‌ ପରିଦର୍ଶନ କରିଛନ୍ତି । ନନ୍ଦିଘୋର, ଘସାଦେଇପୁର, ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ, ବାହାଡାପିଠା, ମଶାବାରୀ, ରଙ୍ଗଣୀପାଟଣା, ପଥରା,
Read More...

ଲୋକପ୍ରିୟ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

ଭୁବନେଶ୍ବର: ଲୋକପ୍ରିୟ କାର୍ଟୁନିଷ୍ଟ କିଶୋର ରଥ ଆଉ ନାହାନ୍ତି। ଆଜି ସକାଳେ ଭୁବନେଶ୍ବରରେ ତାଙ୍କର ପରଲୋକ ହୋଇଛି। ତାଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋମବାର ଭୋର ସମୟରେ ତାଙ୍କର ଶ୍ବାସପ୍ରଶ୍ବାସ ନେବାରେ ସମସ୍ୟା ଦେଖାଦେଇଥିଲା। ଏହାପରେ ତାଙ୍କୁ ଚିକିତ୍ସା ଲାଗି
Read More...

ଡିସେମ୍ବର ୧୪ ସୁଦ୍ଧା ପୂର୍ଣ୍ଣାଙ୍ଗ ଭୋଟର ତାଲିକା:ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ବର: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଗୁରୁତ୍ବ ଦେଇଛନ୍ତି । ୧ ନଭେମ୍ବର ୨୦୨୧ ସୁଦ୍ଧା ୧୮ ବର୍ଷ ପୂରଣ ହୋଇଥିବା ସମସ୍ତଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ଏ ନେଇ
Read More...