Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶୋଭାପାବଲି ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା
ବାଉଁଶୁଣି,୫/୧୧- ବୌଦ୍ଧଜିଲ୍ଲା ମନୁପାଲି ପଞ୍ଚାୟତ ଶୋଭାପାବଲି ଗ୍ରାମ ନିକଟସ୍ଥ ବଡ଼ପାବଲି ପାହାଡ଼ରେ ଗିରିଗୋବର୍ଦ୍ଧନ ପୂଜା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପୂଜାରେ ଅଯତ୍ନ ପୋଢ଼ ଓ ତାଙ୍କ ପତ୍ନୀ ସୀତା ପୋଢ଼ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ନବକିଶୋର ଦାଶ ପୂଜାକାର୍ଯ୍ୟ!-->…
Read More...
Read More...
ସ୍ବର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ଭବ୍ୟ ସ୍ବାଗତ
ପୁରୀ ୫।୧୧: ସ୍ବର୍ଣ୍ଣିମ ବିଜୟ ମଶାଲକୁ ପୁରୀରେ ସ୍ବାଗତ କରାଯାଇଛି । ଏହି ମଶାଲ ଠିକ ସକାଳ ୮ ଘଟିକା ସମୟରେ ବ୍ଲୁ ଫ୍ଲାଗ ବିଚରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଡିଏଫଓ ଶ୍ରୀ ପି.ରାମାସ୍ବାମୀ ପ୍ରମୁଖ ପାଛୋଟି ନେଇଥିଲେ!-->…
Read More...
Read More...
ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ
ପୁରୀ ୫।୧୧ : ଉତ୍ତରାଖଣ୍ଡର କେଦାରନାଥ ନାଥ ପୀଠ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଅନାବରଣ ସହ କେଦାର ନାଥ ପୀଠର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସହିତ ଚାରି ପୀଠକୁ!-->…
Read More...
Read More...
ଅଣ ସଂକ୍ରାମକ ରୋଗ ସଚେତନତା ପାଇଁ ଭିଡିଓ ସୋ’ ଆରମ୍ଭ
ସୁବର୍ଣ୍ଣପୁର ୫।୧୧ : ସୁବର୍ଣ୍ଣପୁର ଜିଲ୍ଲାର ଅଣ ସଂକ୍ରାମକ ରୋଗ ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଅଡିଓ ଭିଜୁଆଲ ଭ୍ୟାନର ଶୁଭାରମ୍ଭ ହୋଇଯାଇଛି । ଆଜି ଡାକ୍ତର ରାମ ଶଙ୍କର ତ୍ରିପାଠୀ ଉପସ୍ଥିତ ରହି ସବୁଜ ପତାକା ପ୍ରଦର୍ଶନ!-->…
Read More...
Read More...
ଆସୁଛି ଲଘୁଚାପ; ଜାଣନ୍ତୁ କେବେ ?
ଭୁବନେଶ୍ୱର ୫।୧୧ : ଆସୁଛି ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ପୂର୍ବାନୁମାନ!-->…
Read More...
Read More...
ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ପୂଜା
ବୌଦ୍ଧ,୫/୧୧- ବୌଦ୍ଧ ସହରର ଭୈରବୀ ମାର୍କେଟ ଓ ଶିବାନୀ ମାର୍କେଟରେ ଗତକାଲି ମଧ୍ୟରାତ୍ରୀରୁ ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ଭୈରବୀ ମାର୍କେଟ ପୂଜା ମଣ୍ଡପରେ ଏହି ଅବସରରେ ମଣ୍ଡଳ କରଣ, ମହାନଦୀରୁ ଜଳବୁଡାଇ ଆଣି କଳସ ଅଧିବାସ କରିବାପରେ ଦେବୀଙ୍କ ପ୍ରାଣପ୍ରତିଷ୍ଠା, ଅଗ୍ନିସ୍ଥାପନ,!-->…
Read More...
Read More...
ରକ ପେବୁଲସର ଗୀତା ମେହେଟା ବିଶେଷାଙ୍କ ଉନ୍ମୋଚିତ
ବୌଦ୍ଧ,୫/୧୧- ଓଡ଼ିଶାରୁ ପ୍ରକାଶିତ ଏକମାତ୍ର ଇଂରାଜୀ ସାହିତ୍ୟ ତ୍ରୈ÷ମାସିକ ପତ୍ରିକା ରକ୍ ପେବୁଲସର ସେପ୍ଟେମ୍ବର ସଂଖ୍ୟା (ଗୀତା ମେହେଟା ବିଶେଷାଙ୍କ ) ସ୍ଥାନୀୟ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଅତିଥି ମାନଙ୍କଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପତ୍ରିକାର ମୁଖ୍ୟ ପୃଷ୍ଠପୋଷକ!-->…
Read More...
Read More...
ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲା; ଆସନ୍ତା 6 ତାରିଖ ଗଜପତି ଜିଲ୍ଲା ବନ୍ଦ ଡାକରା ଦେଲା ବିଜେପି
ଗଜପତି ୦୫।୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପାରଳା ବିଧାୟକ କେ ନାରାୟଣ ରାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନ୍ୟାୟ!-->…
Read More...
Read More...
ଆୟୁର୍ବେଦ ଦିବସ ଓ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ପାଳିତ
ଗଜପତି,୫/୧୧- ଗଜପତି ଜିଲ୍ଲା କାଶୀନଗର ସ୍ଥିତ ସ୍ୱାସ୍ଥ୍ୟ ବିଳାସ ଫାର୍ମାସି ଆନୁକୂଲ୍ୟରେ ଆୟୁର୍ବେଦ ଦିବସ ଓ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣି ସମାଜର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ!-->…
Read More...
Read More...
ଭୁଲ ଇଞ୍ଜେକସନରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ; କ୍ଷତିପୂରଣ ଦାବିରେ ରାସ୍ତାରୋକ
ବାଲିଗୁଡ଼ା ୦୫।୧୧ : ରୋଗୀଙ୍କ ମୃତ୍ୟୁକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଆଜି ପୁଣି ଉତ୍ତେଜନା । ଭୁଲ ଇଞ୍ଜେକସନ ଦେବା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟଙ୍କ ଅଭିଯୋଗରେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ୫୯ନଂ!-->…
Read More...
Read More...