Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଶ୍ରା ବରିଷ୍ଠ ନାଗରିକ ଗୃହରେ ଦୀପାବଳି ଉତ୍ସବ ପାଳନ
ଗଜପତି,୫/୧୧- ଗଜପତି ଜିଲ୍ଲା ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ସୁପୁତ୍ର ଅନୁଷ୍ଠାନ ଦ୍ୱାରା ଚାଲିଥିବା ଆଶ୍ରା ବରିଷ୍ଠ ନାଗରିକ ଗୃହରେ ଦୀପାବଳି ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିବାରର ସ୍ନେହ ମମତାରୁ ବଞ୍ଚିତ ହୋଇ ୨୫ ଜଣ ଅନ୍ତେବାସୀ ଏହି ଗୃହରେ!-->…
Read More...
Read More...
କ୍ରିଏଟିଭ ଆର୍ଟସ ପକ୍ଷରୁ ସଂସ୍କୃତି ଭବନ ଓ ସଂସ୍କୃତି ଅଧିକାରୀ ଯୋଗାଇବା ନିମନ୍ତେ ଅନୁରୋଧ
ଗଜପତି ୦୫।୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସଂସ୍କୃତି ବିଭାଗର ଶାସନ ସଚିବ ଓ ନିର୍ଦ୍ଦେଶକ ଆଜି ଗଜପତି ଗସ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ କ୍ରିଏଟିଭ ଆର୍ଟସ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏକ ସଂସ୍କୃତି ଭବନ ଓ ସଂସ୍କୃତି ଅଧିକାରୀ ସକାଶେ ସଂସ୍କୃତି!-->…
Read More...
Read More...
ପଦ୍ମ ଛାଡିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ; ପାର୍ଟି ନୁହେଁ ବାଛିଲେ ମାଟି
ବଲାଙ୍ଗୀର ୦୫।୧୧ : ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ଛାଡିଲେ ଦଳ । ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ଓ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ମହାରାଣି ସାସଂଦ ସଙ୍ଗୀତା ସିଂହଦେଓ ଓ ବିଜେପି ରାଜା!-->…
Read More...
Read More...
୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ
କଟକ ୦୫।୧୧ : କଟକ ବାଦାମବାଡ଼ି ଥାନା ପୋଲିସ ଚଢ଼ାଉ କରି ଜବତ କଲା ୫ ଲକ୍ଷ ଟଙ୍କାର ବେଆଇନ ବାଣ । ଆଜି ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖାନନଗର ଅଞ୍ଚଳରେ ରହୁଥିବା ସଂଗ୍ରାମ ବେହେରାଙ୍କ ଘରେ ଚଢ଼ାଉ କରିଥିଲେ । ଏହି ସମୟରେ ତାଙ୍କ ନିକଟରୁ ବିପୁଳ ପରିମାଣର ବାଣ ଜବତ ହୋଇଛି ।!-->…
Read More...
Read More...
ମମିତା ମେହେର ହତ୍ୟାକାଣ୍ଡ; ପୁରୀରେ ବିଜେପି ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୀ ୦୫।୧୧ : ବଲାଙ୍ଗୀରର ଶିକ୍ଷୟିତ୍ରୀ ମମିତା ମେହେର ଆତ୍ମାଶାନ୍ତି ନିମନ୍ତେ ପୁରୀରେ ବିଜେପି ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡ଼ଦାଣ୍ଡର ମାଉସୀ ମା ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରିଷ୍ଠ ବିଜେପି ନେତା!-->…
Read More...
Read More...
ଜାଭେଲିନ ଥ୍ରୋ ଖେଳାଳିଙ୍କୁ ସମ୍ବର୍ଦ୍ଧନା
ପୁରୀ ୦୫।୧୧ : ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଜାଭେଲିନ ଥ୍ରୋ ଖେଳାଳି ବ୍ରହ୍ମଗିରିର ଶ୍ରୀ କିଶୋର କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଗତ ମାସ ଅକ୍ଟୋବର ୨୩ ଓ ୨୪ ତାରିଖରେ ନୂଆଦିଲ୍ଲୀ ସ୍ଥିତ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ସର୍ବଭାରତୀୟ ଓପେନ ଆଥେଲେଟିକ ମିଟ୍-୨୦୨୧ରେ ସେ!-->…
Read More...
Read More...
ଦୀପାବଳି ଅବସରରେ ବହୁଭାଷୀ କବିତା ପାଠ
ଦଶପଲ୍ଲା ୦୫।୧୧ : ଦୀପାବଳିର ପୂଣ୍ୟ ଅବସରରେ ଅନୁଷ୍ଠିତ ହୋଇଛି ଚର୍ଚ୍ଚିତ ଅନ୍ତର୍ଜାତୀୟ ବହୁଭାଷୀ କବିତା ଆସର । ବାଲିସାଇ ,ପୂର୍ବ ମେଦିନିପୁରରୁ ପ୍ରକାଶିତ ଅନ-ଲାଇନ ପତ୍ରିକା 'ଶ୍ରେୟସୀ' ପକ୍ଷରୁ ଆୟୋଜିତ ଏହି ଅନୁଷ୍ଠାନରେ ବହୁଭାଷୀ କବିମାନଙ୍କ ସମାଗମ ହୋଇଥିଲା । ପ୍ରତିବେଶୀ ଦେଶ!-->…
Read More...
Read More...
ଗାଡି ସହ ଚୋରାକାଠ ଜବତ୍, ଜଣେ ଗିରଫ୍
ଦଶପଲ୍ଲା ୦୫।୧୧ : ଦଶପଲ୍ଲା ବନବିଭାଗକୁ ଗତକାଲି ଏକ ବଡ଼ଧରଣର ସଫଳତା ମିଳିଛି । ବନାଞ୍ଚଳ ଅଧିକାରୀ ନିଖିଲ୍ଲେଶ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ପୋଖରୀଗୋଛା ଫରେଷ୍ଟର ଶୁଭେନ୍ଦୁ ନାୟକଙ୍କ ନେତ୍ରୁତ୍ଵରେ ବନବିଭାଗ ଟିମ୍ ଚଢାଉ କରି ସୁନାଦେଇ ଠାକୁରାଣୀ ମନ୍ଦିର ନିକଟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର!-->…
Read More...
Read More...
ସତ୍ୟସାଇ ସେବା ସମିତି ତରଫରୁ ବାଳାଶ୍ରମରେ ଦୀପାବଳି ପାଳିତ
ଫୁଲବାଣୀ ୦୫।୧୧ : ଶ୍ରୀ ସତ୍ୟସାଇ ସେବା ସମିତି ଫୁଲବାଣୀ ତରଫରୁ ସ୍ଥାନୀୟ ଗୋପବନ୍ଧୁ ବାଳାଶ୍ରମରେ ଦୀପାବଳି ଉତ୍ସବ ପାଳନ ଏକ ନିଆରା ଢଙ୍ଗରେ କରାଯାଇଛି। ସମସ୍ତ ୫୦ ଜଣ ଅନ୍ତେବାସୀଙ୍କୁ ସମିତି ପକ୍ଷରୁ ମିଠା ଓ ବିସ୍କୁଟ ବଣ୍ଟନ କରାଯିବା ସହିତ ସାବୁନ୍ ଓ ପାଣିରେ ହାତ ଧୋଇବାର ଗୁରୁତ୍ୱ!-->…
Read More...
Read More...
କରୋନା ନେଲା ଆଉ ୩ ଜଣଙ୍କ ଜୀବନ
ଭୁବନେଶ୍ୱର ୦୫।୧୧ : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ଜୀବନ ନେଇଛି ଘାତକ କରୋନା। । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୫୦ ବୃଦ୍ଧି ପାଇଛି ।!-->…
Read More...
Read More...