Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର ୦୫।୧୧ : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୭୨ ଜଣ ଲୋକାଲ୍!-->…
Read More...
Read More...
ଯୋଗିମୁଣ୍ଡାରେ ବୈଦ୍ୟ ସମ୍ମିଳନୀ
ପାଟଣାଗଡ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ୍ୟାସ ଲକ୍ଷ୍ମୀମୁଣ୍ଡା ଓ କଲ୍ୟାଣ ରେଙ୍ଗାଲଜୁରୀଙ୍କ ମିଳିତ ଆନୁକୁଲ୍ୟରେ ୮ମ ବର୍ଷ ଧନ୍ତ୍ରନ୍ତରୀ ପୂଜା ଓ ବୈଦ୍ୟ ସମ୍ମିଳନୀ ଯୋଗିମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଅଛି । ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ!-->…
Read More...
Read More...
ରାଜ୍ୟ ସଂସ୍କୃତିବିଭାଗର ଶାସନ ସଚିବ ଓ ନିର୍ଦ୍ଦେଶକଙ୍କ ଗଜପତି ଜିଲ୍ଲା ଗସ୍ତ
ଗଜପତି,୩/୧୧- ଆଜି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦଳେଇ ଓ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସଭାଗୃହରେ!-->…
Read More...
Read More...
ଜିଲ୍ଲା ଯୁବ ଡୁମ୍ବାଳ ବିକାଶ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ଯୁବ, ମହିଳା ଓ ପଛୁଆ ବର୍ଗ ସମାବେଶ ଉଦଯାପିତ
ବୌଦ୍ଧ,୩/୧୧- ବୌଦ୍ଧ ଜିଲ୍ଲାର ତେଲିବନ୍ଧ ପଂଚାୟତ ଅନ୍ତର୍ଗତ କମଲପୁର ମାହେଶ୍ୱରୀ ବିହାର ଠାରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସ୍ତରୀୟ ଯୁବ, ମହିଳା ଓପଛୁଆ ବର୍ଗ ସମାବେଶ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଯୁବ ଡୁମାଲ ବିକାଶ ପରିଷଦ ସଭାପତି ଶମ୍ଭୁଗିରିଙ୍କ!-->…
Read More...
Read More...
ଦାରିଙ୍ଗବାଡିରେ ମମିତା ନିଆଁ : ଘଟଣାର ସିବିଆଇ ତଦନ୍ତ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି
ଦାରିଙ୍ଗବାଡି:କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ସହିତ ଘଟଣାରେ ସମ୍ପୃକ୍ତି ଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ସହିତ ଗିରଫ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି ନେଇ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଆଉଟସୋରସିଂ ସଂସ୍ଥା ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର…
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ବାରା ଓଡିଶା ସରକାରଙ୍କ ବିଭିନ୍ନ!-->…
Read More...
Read More...
ମାରୁତି ଯୁବକ ସଂଘ ପକ୍ଷରୁ କୃତୀ ଛାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଜହ୍ନାପଙ୍କ ମାରୁତି ଯୁବକ ସଂଘର ବରିଷ୍ଠ ସଭ୍ୟ ତଥା ଶିକ୍ଷକ ଉପେନ୍ଦ୍ର ପ୍ରଧାନ ଓ ସୁଜାତା ପ୍ରଧାନଙ୍କ ସୁପୁତ୍ର ବାବୁନ ପ୍ରଧାନ ମେଡ଼ିକାଲ ସାଇନ୍ସରେ ୬୦୩ ର୍ୟାଙ୍କ ରଖି କୃତିତ୍ୱ ଅର୍ଜନ କରିଥିବାରୁ ମାରୁତି ଯୁବକ ସଂଘ ପକ୍ଷରୁ ବୁଧବାର!-->…
Read More...
Read More...
ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ
ବାଲିଗୁଡ଼ା : ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି । ସିକ୍ୟୁରିଟି ଟଙ୍କା ଫେରାଇବା ପାଇଁ ଠିକାଦାରଙ୍କ ନିକଟରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ । ସୂଚନା ପ୍ରକାରେ ଠିକାଦାର ପଦ୍ମଚରଣ ପାଣିଗ୍ରାହୀଙ୍କ ସିକ୍ୟୁରିଟି ଟଙ୍କା!-->…
Read More...
Read More...
ନିଟ୍ କ୍ୱାଲିଫାଏ କଲେ କିସ୍ର ୧୧ ଛାତ୍ରଛାତ୍ରୀ
ଭୁବନେଶ୍ୱର,୩ ।୧୧: କିସ୍ର ୧୧ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ କ୍ୱାଲିଫାଏ କରି ବିଭିନ୍ନ ମେଡିକାଲ କଲେଜରେ ଏମ୍ବିବିଏସ୍ରେ ନାମଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଏକାଥରକେ ନିଟ୍ କ୍ୱାଲିଫାଏ କରିବା!-->…
Read More...
Read More...
ସ୍କାଉଟ ଗାଇଡ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୩ା୧୧: ବୌଦ୍ଧଜିଲ୍ଲା ସ୍କାଉଟ ଗାଇଡ ତରଫରୁ ହରଭଙ୍ଗା ବ୍ଲକ କୁସାଶିଙ୍ଗା ଗ୍ରାମରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଏବଂ ମାକ୍ସ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା, ସ୍କାଉଟ!-->…
Read More...
Read More...