Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ବାଉଁଶୁଣୀରେ ୧୨ ଘଣ୍ଟିଆ ବନ୍ଦ ପାଳନ
ବାଉଁଶୁଣୀ, ୩୦/୧୦ - ମମିତା ମେହେର ହତ୍ୟାକାଣ୍ଡ ଘଟଣା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଏହାର ସିବିଆଇ ତଦନ୍ତ ଦାବିରେ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ୍ର ପ୍ରଭାବ ବାଉଁଶୁଣି ଅଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ପଡିଛି ।!-->…
Read More...
Read More...
୬ଦଫା ଦାବୀନେଇ କଟକ ଡିସିପି କାର୍ଯ୍ୟାଳୟକୁ ପଦଯାତ୍ରାରେ ଯିବେ ୨୧୦ ପ୍ରିପେଡ ଅଟୋଚାଳକ
କଟକ,୩୦/୧୦- କଟକ ରେଳଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ କମିଶନରେଟ୍ ପୁଲିସ କଟକ ରେଲୱେ ପ୍ରିପେଡ ଅଟୋ ଆସୋସିଏସନ ୨୦୧୧ଅକ୍ଟୋବର ୨ତାରିଖରୁ ଆଜିପର୍ଯ୍ୟନ୍ତ କଟକ ରେଳଷ୍ଟେସନରେ ଅହରହ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ସୁରକ୍ଷିତ ଭାବେ ଯାତ୍ରୀଙ୍କୁ!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଚୁଡାନ୍ତ ପଞ୍ଚାୟତ ଇସ୍ତାହାର ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର,୩୦/୧୦- ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାଙ୍ଗଠନିକ ସଭା ସ୍ଥାନୀୟ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜୀବ ଗାନ୍ଧୀ ସଂଗଠନର ରାଜ୍ୟ ସଭାପତି ତଥା ସ୍ତମ୍ଭକାର ସୁଦର୍ଶନ ଦାସ, ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପ୍ରଭାରୀ ସମରେନ୍ଦ୍ର!-->…
Read More...
Read More...
ପୁରୀ ମୁନସିପାଲିଟିର ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ନଭେମ୍ବର ୨ରେ
ପୁରୀ,୩୦/୧୦- ଆସନ୍ତା ନଭେମ୍ବର ୨ ତାରିଖରୁ ଠାରୁ ପୁରୀ ମୁନସିପାଲିଟିର ସଫେଇ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ । ଦୀର୍ଘ ୬ ମାସ ହେବ ଦରମା ନ ମିଳିବା ପ୍ରତିବାଦରେ ସଫେଇ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାପାଇଁ ଚେତାବନୀ!-->…
Read More...
Read More...
ସହିଦସ୍ମୃତିରେ ପ୍ରେସ ଏକାଦଶ ଓ ପୋଲିସ ଅଧିକାରୀ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ
ଫୁଲବାଣୀ,୩୦/୧୦- ସହିଦଙ୍କ ସ୍ମୃତିରେ ଶନିବାର ସ୍ଥାନୀୟ ପୋଲିସ ରିଜର୍ଭ ପଡିଆଠାରେ ପ୍ରେସ କ୍ଳବ୍ ମିଡିଆଏକାଦଶ ଓ ପୋଲିସ ଅଫିସର ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୫ ଓଭର ଲେଖାଏ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ୩୨ ରନରେ ମିଡ଼ିଆ!-->…
Read More...
Read More...
ରାଷ୍ଟ୍ରୀୟ ଅଧକ୍ଷା ଶ୍ରୀମତୀ ଭିନତୀ ଶ୍ରୀନିବାସନ ଦର୍ଶନକଲେ ଶ୍ରୀଜଗନ୍ନାଥଙ୍କୁ
ପୁରୀ,୩୦/୧୦- ବିଜେପିର ଭାରତୀୟ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧକ୍ଷା ଶ୍ରୀମତୀ ଭିନତୀ ଶ୍ରୀନିବାସନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବହୁତ ଆନନ୍ଦିତ ଥିବା କହିଛନ୍ତି । ସେ ସିଂହଦ୍ୱାରରେ ପହଁଚିବା ପରେ ବରିଷ୍ଠ ସେବାୟତ!-->…
Read More...
Read More...
ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ଜହ୍ନ ।ପଙ୍କ,୩୦/୧୦ :ବୌଦ୍ଧବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ କରୋନା କଟକଣା ମଧ୍ୟରେ ଶନିବାର ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଖୁଂଟବନ୍ଧ ସରପଞ୍ଚ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ!-->…
Read More...
Read More...
କଟକ ମହାନଗର ବିଜୁ ଯୁବ ଜନତା ଦଳ ତରଫରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ
କଟକ,୩୦/୧୦- ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ କଟକ ମହାନଗର ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀଯୁକ୍ତ ମନୋଜିତ ଦାସଙ୍କ ତତ୍ୱାବଧାନରେ ଓ ପଙ୍କଜ ରାଉତ, ଅଭିଜିତ ସାହୁ, ରାକେଶ ପୃଷ୍ଟି, ମହମ୍ମଦ ଫିରୋଝୁର ରେହମାନ ଓ ଅରିଜିତ ଗାଙ୍ଗୁଲି ନେତୃତ୍ୱରେ ରକ୍ତଦାନ ଶିବିର!-->…
Read More...
Read More...
ବିଜେପି ତରଫରୁ କଣ୍ଟାମାଳରେ ବନ୍ଦ୍ ଶାନ୍ତିପୂର୍ଣ୍ଣ
କଣ୍ଟାମାଳ,୩୦/୧୦ - ମମିତା ମେହେର ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ମନ୍ତ୍ରୀପଦରୁ ବହିଷ୍କାର ଓ ଗିରଫ ଏବଂ ଘଟଣାର ସି.ବି ଆଇ ତଦନ୍ତ ଦାବିରେ ଆଜି ଭାରତୀୟ ଜନତା ପାର୍ଟୀ ତରଫରୁ ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ପରିପ୍ରେକ୍ଷୀରେ କଣ୍ଟାମାଳ, ପଲସାଗୋରା,!-->…
Read More...
Read More...
ଦୀର୍ଘଦିନ ପରେ ଅନୁଷ୍ଠିତ ହେଲା ପୁରୀ ଜିଲ୍ଲା ପରିଷଦର ବୈଠକ
ପୁରୀ : ଦୀର୍ଘଦିନ ପରେ ଅନୁଷ୍ଠିତ ହେଲା ପୁରୀ ଜିଲ୍ଲା ପରିଷଦର ବୈଠକ। କୋଭିଡ କଟକଣା ଯୋଗୁଁ ପ୍ରାୟ ଦୁଇ ବର୍ଷ ଧରି ବସିନଥିବା ବୈଠକରେ ଆଜି ଜିଲ୍ଲାର ସମସ୍ତ ଜନପ୍ରତିନିଧି ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଚଳିତ ଆର୍ଥିକ ବର୍ଷରେ ଜିଲ୍ଲା ପରିଷଦ ସଭ୍ୟମାନଙ୍କ ଦ୍ବାରା!-->…
Read More...
Read More...