Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉଚ୍ଛେଦ ହେଲା ଶ୍ରୀମନ୍ଦିର କାର୍ଯ୍ୟାଳୟ ବିଲ୍ଡିଂ
ପୁରୀ : ଶ୍ରୀମନ୍ଦିର ଐତିହ କରିଡରର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ । ଏହି କ୍ରମରେ ଆଜି ଶ୍ରୀନହର ସମୁଖ ରେ ଥିବା ଶ୍ରୀମନ୍ଦିର କାର୍ଯ୍ୟଳୟକୁ ଉଚ୍ଛେଦ କରାଯାଇଛି । ଏହା ବହୁ ପୁରାତନ ବିଲ୍ଡିଂ ଥିଲା । ଅସୁରକ୍ଷିତ ଅବସ୍ଥାରେ ରହିଥିଲା । ସରକାରଙ୍କ!-->…
Read More...
Read More...
ସଡକ ସୁରକ୍ଷା ସଂକ୍ରାନ୍ତୀୟ ସଂସଦୀୟ କ୍ଷେତ୍ର କମିଟି ବୈଠକ
ପୁରୀ: ସଡକ ସୁରକ୍ଷା ସଂକ୍ରାନ୍ତୀୟ ସଂସଦୀୟ କ୍ଷେତ୍ର କମିଟି ବୈଠକ ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜାତୀୟ ରାଜପଥ ୩୧୬ର ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକ ଭାବେ ପାଳନ କରୁନଥିବାରୁ ଜାତୀୟ ରାଜପଥ!-->…
Read More...
Read More...
ସୋନପୁର ସହରରେ ଗୋ ଶ୍ରଦ୍ଧା ଓ ସଡକ ସୁରକ୍ଷା ସଚେତନତା ଅଭିଯାନ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ଦୀର୍ଘ ଦିନରୁ ଲଗାତାର ଭାବେ ଗୋ ଶ୍ରଦ୍ଧା ଓ ସଡକ ସୁରକ୍ଷା ଅଭିଯାନ ଜାରି ରହିଛି । ଏ ନେଇ ପ୍ରତିଦିନ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକଙ୍କ ସଂଯୋଜନାରେ ଏଡିଏମ ସୂର୍ଯ୍ୟ ନାରାୟଣ ଦାଶଙ୍କ ନେତୃତ୍ୱରେ ସହରର ବିଭିନ୍ନ ଅଞ୍ଚଳରେ ସଚେତନତା ରାଲି!-->…
Read More...
Read More...
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଏକ ଦିନିଆ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ୫୦ ଜଣ ଛାତ୍ରୀ ଯୋଗ ଦେଇ ବିଦ୍ୟାଳୟ ପରିସରରେ ସଫେଇ , ଆବର୍ଜନା ସଫା, ପ୍ଲାଷ୍ଟିକ!-->…
Read More...
Read More...
କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ିକୁ କଂଗ୍ରେସର ଅଣ୍ଡା
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ କଂଗ୍ରେସର ବିରୋଧ । ଏୟାରପୋର୍ଟ ଛକରେ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ । ଅଜୟ ମିଶ୍ରଙ୍କ ଗାଡ଼ିକୁ କଂଗ୍ରେସ କର୍ମୀ କଳାପତାକା ଦେଖାଇବା ସହ ଅଣ୍ଡା ମାଡ଼ କରିଛନ୍ତି । ପୋଲିସ ସହ କଂଗ୍ରେସ!-->…
Read More...
Read More...
ପୌର ନିର୍ବାଚନ ପୂର୍ବରୁ କାର୍ଯ୍ୟନିର୍ବାହୀ ଅଫିସରସ୍ତରରେ ବଡଧରଣ ବଦଳି
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିସାରିଥିବାବେଳେ ଆଜି ବିଭିନ୍ନ ପୌରାଂଚଳର କାର୍ଯ୍ୟନିର୍ବାହୀ ଅଫିସରସ୍ତରରେ ଏକ ବଡଧରଣର ବଦଳି କରିଛନ୍ତି ।ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଖଲ୍ଲିକୋଟ ଏନଏଏସି କାର୍ଯ୍ୟନିର୍ବାହୀ ଅଫିସର!-->…
Read More...
Read More...
ବରିଷ୍ଠ ଓଏଏସସ୍ତରରେ ବଦଳି
ଭୁବନେଶ୍ୱର: ରାଜ୍ୟ ସରକାରବରିଷ୍ଠ ଓଏଏସସ୍ତରରେ ବଦଳି କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ ମଧୁସୂଦନ ଦାସଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ସାମାଜିକ!-->…
Read More...
Read More...
“ଜନବିକାଶ’ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜି. ଉଦୟଗିରି:ସ୍ଥାନୀୟ ବେଥେଲ ସଭାଗୃହ ଠାରେ ଜନବିକାଶ ସଂସ୍ଥା ତରଫରୁ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜନବିକାଶ ନିର୍ଦ୍ଦେଶକ ଫାଦର ମଦନ ସୁଆଲ ସିଂଙ୍କ ଅଧ୍ୟକ୍ଷତାରେ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାରଙ୍କ ଦ୍ୱାରା ଯେଉଁ ସ୍କଲାରସିପ ସୁବିଧା ଅଛି!-->…
Read More...
Read More...
ପଞ୍ଚାୟତ ସମିତି ଅଧିବେଶନରେ ଯୋଗଦେଲେ ବିଧାୟକ
ଜି. ଉଦୟଗିରି : ଜି. ଉଦୟଗିରି ବ୍ଲକ ପଞ୍ଚାୟତ ହଲରେ ପଞ୍ଚାୟତ ସମିତି ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇଥିଲେ । ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ଏହାର କିପରି ସଫଳ ରୂପାୟନ ହୋଇପାରିବ ସେ ବିଷୟରେ!-->…
Read More...
Read More...
ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକରେ ବିଜେଡ଼ିର ମହା ମିଶ୍ରଣ : କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡିରେ ସାମିଲ ହେଲେ ୧୫୦୦ରୁ…
ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକରେ ବିଜେଡ଼ିର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ତୁମୁଡ଼ିବନ୍ଧ ବ୍ଲକରେ ବିଜେପି ଓ କଂଗ୍ରେସର ୫୦୦ରୁ ଉର୍ଦ୍ଧ୍ୱ କର୍ମୀ ଓ ନେତା ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ବେଳେ କୋଟଗଡ଼ ବ୍ଲକ୍ ସୁବର୍ଣ୍ଣଗିରୀ ଅଞ୍ଚଳର ହଜାରେ!-->…
Read More...
Read More...