Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବାଇକ୍ ଓ ଶାଳ ସାଇଜ୍ ଜବତ
ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ସରିଗଣ୍ଡା-ଓଡ଼ଶର ଗ୍ରାମ୍ୟ ରାସ୍ତାରେ ଚଢ଼ଉ କରି ବନ ବିଭାଗ ଏକ ବାଇକ୍ ସହ ୬ ଖଣ୍ଡ ଶାଳ ସାଇଜ୍ ଜବତ କରିଛି । ବନାଞ୍ଚଳ ଅଧିକାରୀ ନିଖିଲେଶ ମଲିକଙ୍କ କହିବା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ପାଟ୍ରୋଲିଂ କରାଯାଉଥିଲା । ବାଇକ୍ ଯୋଗେ!-->…
Read More...
Read More...
ଦୁର୍ଘଟଣାରେ ୨ ମୃତ, ୨ ଆହତ
ଦଶପଲ୍ଲା : ନୟାଗଡ଼ ତୁଳସୀପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଉଭୟ ମୃତକ ହେଲେ ନୟାଗଡ଼ ପୁରୁଣା ସହରର ମାନସ ମହାପାତ୍ର ଓ ଦଶପଲ୍ଲା ଥାନା ଲୁଣିସରା ଗାଁର ବେଣୁଧର ପ୍ରଧାନ । ଆହତ ଦ୍ୱୟ ହେଲେ ବୁଦ୍ଧନାଥ ସିଅ ଓ ଗୋପାଳ!-->…
Read More...
Read More...
ବୌଦ୍ଧ ବ୍ଲକ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ : ବୌଦ୍ଧ ବ୍ଲକ ଶିକ୍ଷାବିଭାଗର ଅକ୍ଟୋବର ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝୀ!-->…
Read More...
Read More...
ପ୍ରିୟ ଜିଲ୍ଲାପାଳଙ୍କ କାର୍ଯ୍ୟରୁ ଅବସରରେ ବିଦାୟ ସମ୍ବର୍ଦ୍ଧନା
ନବରଂଗପୁର: ନବରଂଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର ଆଜି ତାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଡ. ମିଶ୍ର ନବରଂଗପୁର ଜିଲ୍ଲାରେ ତିନି ବର୍ଷ ନଅ ମାସ ଏଗାର ଦିନ ର ଦୀର୍ଘ ସମୟର ରେକର୍ଡ଼ କାର୍ଯ୍ୟକାଳ ମଧ୍ୟରେ ପ୍ରାୟ ସମସ୍ତ ସରକାରୀ ବେସରକାରୀ ଓ ସବୁ ବର୍ଗର ଲୋକଙ୍କ ଅତି!-->…
Read More...
Read More...
କେନାଲରେ ଭାସି ଦୁଇ ନାବାଳକ ନିଖୋଜ
ଅନନ୍ଦପୁର: କେନାଲରେ ଗାଧୋଇବାକୁ ଯାଇ ଦୁଇ ନାବାଳକ ଭାସି ଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଗ୍ରାମରେ । ସୂଚନା ଅନୁସାରେ ଦିନ ପ୍ରାୟ ୧୧ଟା ୩୦ ସମୟରେ ଦୁଇ ନାବାଳକ ଅନନ୍ଦପୁର ଗ୍ରାମର ହାଟଡିହି ନିକଟ କେନାଲର ହଦଗଡ ଛେନାପଦି ମୁଖ୍ୟ କେନାଲକୁ ଗାଧୋଇ!-->…
Read More...
Read More...
ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେଡି ମହିଳା ଦଳର ସାଧାରଣ ସଂପାଦିକା ହେଲେ ରୁବିନା ପରିଡା
ଭୁବନେଶ୍ୱର : ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜୁ ମହିଳା ଦଳର ସାଧାରଣ ସଂପାଦକା ଭାବେ ରୁବିନା ପରିଡା ମନୋନୀତ ହୋଇଛନ୍ତି । ସେ ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଜେଡି ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତରାୟଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।ବିଜୁ ଜନତା ଦଳର!-->…
Read More...
Read More...
ମମିତାଙ୍କୁ ନ୍ୟାୟ ପାଇଁ ପଲ୍ଲୀରୁ ଦିଲ୍ଲୀ ଆନ୍ଦୋଳନ ଜାରି ରଖିବ ପ୍ରଦେଶ କଂଗ୍ରସ, ୧୦ରେ ଯନ୍ତରମନ୍ତରରେ କରିବ ବିକ୍ଷୋଭ
ଭୁବନେଶ୍ୱର : ପ୍ରଦେଶ ଯୁବ କଂଗ୍ରେସ ମମିତା ମେହେରକୁ ନ୍ୟାୟ ଦେବାକୁ ପଲ୍ଲୀରୁ ଦି୍ଲଲୀ ଲଢେଇ ଜୋରଦାର କରିବ । ଆସନ୍ତା ୬ ଓ ୭ ତାରିଖରେ ରାଜଭବନ ଆଗରେ ଅହୋରାତ୍ର ଧାରଣା, ୮ ତାରିଖରେ ରାଜ୍ୟପାଳଙ୍କୁ ସ୍ମାରକପତ୍ରପ୍ରଦାନ କରି ଦିଲ୍ଲୀ ଯାତ୍ରା କରିବା ପରେ ୧୦ରେ ଓଡିଶାଭବନଠାରେ ଆବାସିକ!-->…
Read More...
Read More...
ଦରବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ବିଶାଳ ଗଣଧାରଣା
ଭୁବନେଶ୍ୱର : ଆଜି ବିଜୁ ଜନତା ଦଳ ତରଫରୁ କେନ୍ଦ୍ର ସରକାରଙ୍କର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିଶାଳ ଗଣଧାରଣା ସହିତ ପ୍ରତିବାଦ ସଭା ଆୟୋଜିତ ହୋଇଛି । ଜିଲ୍ଲା ସଭାପତି ତଥା!-->…
Read More...
Read More...
ସ୍କୁଲ ଖୋଲିବା ନେଇ ଆସିଲା ବଡ ଖବର, ମନ୍ତ୍ରୀ କହିଲେ ଏମିତି
ଭୁବନେଶ୍ୱର: ଧୀରେଧୀରେ କରୋନାର ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେଣୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଗତ କିଛି ଦିନ ତଳେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାଥିବାବେଳେ ନିକଟରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲା ଯାଇଥିଲା!-->…
Read More...
Read More...
ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ
ଫୁଲବାଣୀ: ପଞ୍ଚାୟତରାଜ, ପାନୀୟ ଜଳ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡିଛନ୍ତି । ଆଜି ସକାଳୁ ସ୍ଥାନୀୟ ଫୁଲବାଣୀ ପ୍ରଦକ୍ଷଣ ଗୃହ ଠାରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ତତକ୍ଷଣାତ ଡାକ୍ତରୀ ଦଳ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟପରୀକ୍ଷା କରିବା ସହ ଚିକତ୍ସା ଆରମ୍ଭ!-->…
Read More...
Read More...