Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମିତ୍ରଭାନୁଙ୍କୁ ପଦ୍ମଶ୍ରୀ: ବଢିଲା ସମ୍ବଲପୁରୀ ସାହିତ୍ୟର ମାନସମ୍ମାନ
ସମ୍ବଲପୁର: ସମ୍ବଲପୁରୀ ଭାଷାରେ ଗୀତ ରଚନା ପାଇଁ ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ଏହାଦ୍ୱାରା ସମ୍ବଲପୁରୀ ଭାଷା ସାହିତ୍ୟର ସମ୍ମାନ ବୃଦ୍ଧି ହୋଇଛି । ରାଷ୍ଟ୍ରପତି ଭବନରେ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ୟମାନଙ୍କ ସହିତ ଏହି ସମ୍ମାନ ପ୍ରଦାନ!-->…
Read More...
Read More...
ଜିଲ୍ଲାସ୍ତରୀୟ ମାନବିକ ଅଧିକାର ସମ୍ପର୍କିତ ସଚେତନତା କର୍ମଶାଳା
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ୍ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଜିଲ୍ଲାସ୍ତରୀୟ ଏକ ମାନବିକ ଅଧିକାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଜିଲ୍ଲା!-->…
Read More...
Read More...
କନ୍ଧମାଳରେ ଶୀତ ଲହରୀ, ଜାଡରେ ଅସ୍ତବ୍ୟସ୍ତ ଜନଜୀବନ
ବାଲିଗୁଡ଼ା: କନ୍ଧମାଳରେ ଲାଗି ରହିଛି ଶୀତର ଲହରୀ । ଗତକାଲି ରାଜ୍ୟର ସବୁଠାରୁ ଥଣ୍ଡା ସହର ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରହିଥିବାବେଳେ ଆଜି ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ!-->…
Read More...
Read More...
ଏଚ୍.ଆର୍.ଏଫ୍ ଇଣ୍ଡିଆ ପକ୍ଷରୁ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା
ଗଞ୍ଜାମ :ସ୍ଥାନୀୟଗୋଶାଣିନୁଆଗାଁ ଚାଚା ନେହେରୁ ବ୍ୟାୟାମ କେନ୍ଦ୍ରର ପରିସରରେ ଥିବା ସମ୍ମିଳନୀ କକ୍ଷରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଜିଲ୍ଲା ସ୍ଥରୀୟ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଜିଲ୍ଲା ସଂଯୋଜିକା ଡ଼ଃ. ମିନାକ୍ଷୀ ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା!-->…
Read More...
Read More...
ଗଜପତି ଜିଲ୍ଲା ସିପିଆଇ ତରଫରୁ ୭ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ସିପିଆଇ ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୭ଦଫା ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସିପିଆଇ ଜିଲ୍ଲା ସମ୍ପାଦକ ତଥା ବିକେଏମୟୁର ରାଜ୍ୟ ସଭାପତି ଜେନ୍ନା ସୁବାଷ ଚନ୍ଦ୍ର ରାଓଙ୍କ ନେତୃତ୍ୱରେ ବହୁସଂଖ୍ୟକ!-->…
Read More...
Read More...
ଆଜି ସଂଧ୍ୟାରେ ନବୀନ-ଜଗନ ସାକ୍ଷାତ ଆଲୋଚନା
ଭୁବନେଶ୍ୱର: ଗୋଟିଏ ପଟେ କୋଟିଆ ବିବାଦ ଜୋର ଧରିଥିବାବେଳେ ଆଜି ସନ୍ଧ୍ୟାରେ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଜଗନ ୪ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସେ ରାଜ୍ୟ!-->…
Read More...
Read More...
ଶୀତରେ ଥରୁଛି ଓଡିଶା, ୧୫ ଡିଗ୍ରୀ ତଳେ ଏହି ୭ସହର
ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଥିବାବୋଳେ ଧୀରେଧୀରେ ବଢୁଛି ଶୀତର ମାତ୍ରା । ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଥଣ୍ଡା ଓ ଶୁଷ୍କବାୟୁ ପ୍ରଭାବରେ ଓଡିଶାର ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିଛି । ଗତ ରାତିରେ ରାଜ୍ୟର ୮ଟି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀରୁ!-->…
Read More...
Read More...
ମମିତା ମେହେର ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ଜି. ଉଦୟଗିରି : ମମିତା ମେହେର ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ରାଜ୍ୟ ସାରା ଆନ୍ଦୋଳନ ଜାରି ରହିଥିବା ବେଳେ ଜି. ଉଦୟଗିରି ବିଜେପି ନଗର ଏବଂ ଗ୍ରାମିଣ ମଣ୍ଡଳ ତରଫରୁ ବ୍ଲକ କାଯ୍ୟାଳୟ ସମ୍ମୁଖ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ପ୍ରତାପ ଜେନା ସହିତ!-->…
Read More...
Read More...
୭୦ ତମ ଜିଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ସମାରୋହ
ପାଟଣାଗଡ,୮/୧୧- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବନମାଳ ଠାରେ ୭୦ ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଗୋ ସମ୍ବର୍ଦ୍ଧନା ସମାରୋହରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରଣା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି!-->…
Read More...
Read More...
ମମିତା ମେହେରଙ୍କୁ ନ୍ୟାୟ ଦାବୀ ନେଇ ବିଜେପି ବୌଦ୍ଧଜିଲ୍ଲା ତରଫରୁ ବିକ୍ଷୋଭ, ଗଣଧାରଣା ଓ ଦାଗୀ ମନ୍ତ୍ରୀଙ୍କ…
ବୌଦ୍ଧ,୮/୧୧- ବୌଦ୍ଧଜିଲ୍ଲାର ତିନୋଟି ବ୍ଲକରେ ମମିତା ମେହେରଙ୍କୁ ନ୍ୟାୟ ଦାବୀ, ଦାଗୀ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି .ା ଆଜିର କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ସଦରମହକୁମା ବୌଦ୍ଧ ବ୍ଲକ ଠାରେ ଜିଲ୍ଲା ବିଜେପି ସଭାପତି!-->…
Read More...
Read More...