Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୭୬ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୧୯୪୬ରେ ଜନ୍ମିତ ନବୀନ ଆଜି ୭୬ ବର୍ଷରେ ପାଦ ଦେଲେ । ତେବେ ରାଜ୍ୟରେ ଚାଲିଥିବା କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ନବୀନ କହିଛନ୍ତି,!-->…
Read More...
Read More...
କରୋନା ନେଲା ଆଉ ୩ ଜଣଙ୍କ ଜୀବନ
ଭୁବନେଶ୍ୱର : ରାଜ୍ୟରେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮୨ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର!-->…
Read More...
Read More...
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୮ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୯ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୪୯ ଜଣ ଲୋକାଲ୍!-->…
Read More...
Read More...
ଭୁବନେଶ୍ବରରେ ଦାଣ୍ଡିଆ ନାଇଟ୍ ଆୟୋଜନ ପଡିଲା ମହଙ୍ଗା, ସିଲ୍ ହେଲା ହୋଟେଲ୍
ଭୁବନେଶ୍ୱର : ନିକୋ ପାର୍କ ନିକଟସ୍ଥ ନାଇନଥ୍ ଷ୍ଟ୍ରିଟ ରେଷ୍ଟୁରାଣ୍ଟ ସିଲ୍ କଲା ବିଏମସି । ନବରାତ୍ରରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଅଭିଯୋଗ । ଦାଣ୍ଡିଆ କାର୍ଯ୍ୟକ୍ରମରେ ଭାଗ ନେବାକୁ ସୋସିଆଲ ମିଡିଆରେ ଆଗୁଆ ଟିକଟ ବୁକିଂ ପାଇଁ ବିଜ୍ଞାପନ ଦେଇଥିଲା । ଅକ୍ଟୋବର ୧୩ ଏବଂ ୧୪ରେ!-->…
Read More...
Read More...
ବ୍ରାଉନସୁଗାର ବିକ୍ରି ଅଭିଯୋଗ; ପୋଲିସ ଓ STFର ମିଳିତ ଚଢ଼ାଉ
ପୁରୀ : ବେଆଇନ ଭାବେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ 5ଜଣ ଡ୍ରଗ୍ସ ବ୍ୟବସାୟୀ ଗିରଫ । ପୁରୀ STF କଲା ଗିରଫ, ବଳିଆପଣ୍ଡା ଥାନାରେ ମାମଲା ରୁଜୁ । 252 ଗ୍ରାମ ବ୍ରାଉନ ସୁଗାର ଜବତ । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 25ଲକ୍ଷ ଟଙ୍କା ହେବ । ଏଥିସହ ଗୋଟିଏ ବାଇକ, ଗୋଟିଏ ଇନୋଭା କାର,!-->…
Read More...
Read More...
କଂଗ୍ରେସ ଭବନରେ ଭଙ୍ଗାରୁଜା
ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ଆଜି ବ୍ୟାପକ ଭଙ୍ଗାରୁଜା କରାଯାଇଛି । କିଛି ଯୁବକ ଯୁବ କଂଗ୍ରେସ ଅଫିସ ତାଲାଭାଙ୍ଗି ଭଙ୍ଗାରୁଜା କରିଛନ୍ତି । ତେବେ ଭଙ୍ଗାରୁଜା କରିବା ପରେ ଉକ୍ତ ଯୁବକମାନେ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି । କିଏ ଓ କାହିଁକି ଏହି କାଣ୍ଡ ଘଟାଇଛି, ସେନେଇ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ କାନିମୋଝି
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସାଂସଦ କାନିମୋଝି କରୁଣାନିଧି । ନବୀନ ନିବାସକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଡିଏମକେ ସଂସଦୀୟ ଦଳର ଉପନେତା କାନିମୋଝି । ଏହା ସୌଜନ୍ୟମୂଳକ ସାକ୍ଷାତ ।
Read More...
Read More...
ଘୁ.ଉଦୟଗିରି ସହରରେ ଆରମ୍ଭ ଶାରଦୀୟ ଦୁର୍ଗାପୂଜା
ଘୁ.ଉଦୟଗିରି : ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ କୋଭିଡ ନିୟମ ଆଧାରରେ ଘୁ.ଉଦୟଗିରି ସହରରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ଷଷ୍ଠୀରେ ଅଞ୍ଚଳର ଆରାଧ୍ୟ ଦେବୀ ମା ବଡ଼ରାଉଳ ଦେବୀଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚନା କରି ମା'ଙ୍କୁ ଆବାହନ କରାଯାଇଥିଲା। ଏହାପରେ ବେଲବରଣ, ଜଳାଭିଷେକ,!-->…
Read More...
Read More...
ମନୀଷ ଅନୁରାଗ ହତ୍ୟା ମାମଲା; ୩ ଜଣଙ୍କୁ ଅଟକ ରଖି ପଚରାଉଚରା
ଫୁଲବାଣୀ : ରାଜଧାନୀର ବହୁ ଚର୍ଚ୍ଚିତ ମର୍ଡର କେଶ୍ । ବରିଷ୍ଠ ସାମ୍ବାଦିକ ନବୀନ୍ ଦାସଙ୍କ ବଡ଼ ପୁଅ ତଥା ନିର୍ଭୟର ପରିଚାଳନା ସମ୍ପାଦକ ମନୀଷ ଅନୁରାଗ ହତ୍ୟା ମାମଲାରେ ଫୁଲବାଣୀ ଟାଉନ ଥାନା ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ୩ ଅଭିଯୁକ୍ତ ମଧ୍ଯରୁ ସାମ୍ବାଦିକ ହିମାଂଶୁ!-->…
Read More...
Read More...
ପୂଜା ପାଇଁ ଚାନ୍ଦା ନ ଦେବାରୁ ବ୍ୟବସାୟୀଙ୍କୁ ମାଡ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ଠାରେ ଦେଖିବାକୁ ମିଳିଛି । ପୂଜା ପାଇଁ ଚାନ୍ଦା ନଦେବାରୁ ଗୁପଚୁପ ବ୍ୟବସାୟୀଙ୍କୁ ମାଡ଼ । ଘଟଣା ଘଟିଛି ଫିରିଙ୍ଗିଆ ବଜାରରେ । ତଳ ପୂଜା କମିଟିର କିଛି ସଦସ୍ୟ ଉପର ମାର୍କେଟର ସନ୍ତୋଷ ସାହାଣୀ ନାମକ ଜଣେ ଗୁପଚୁପ ବ୍ୟବସାୟୀଙ୍କୁ ଚାନ୍ଦା!-->…
Read More...
Read More...