Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୧ ବର୍ଷରେ ପାଦ ଦେଲେ ନରେନ୍ଦ୍ର ମୋଦି । ଏହି ଅବସରରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିପାଇଁ ୨୦ ଦିନିଆ ରାଷ୍ଟ୍ରୀୟ ଅଭିଯାନର ଯୋଜନା ପ୍ରସ୍ତୁତ କରାଯାଇଛି ଯାହା ଆଜିଠାରୁ ଆରମ୍ଭ କରାଯିବ!-->…
Read More...
Read More...
ମା’ ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟା ଜଳ
ଆଠଗଡ : ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ପରେ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବେଢାରେ ପାଣି ପଶିଛି ।ଶୁକ୍ରବାର ମହାନଦୀ ଜଳ ମନ୍ଦିରର ମୁଖ୍ୟଦ୍ବାରକୁ ଛୁଇଁଥିଲା । ଏହାପରେ ମୁଖଶାଳାକୁ ବନ୍ଦ କରାଯାଇଛି।!-->…
Read More...
Read More...
ଆସୁଛି ପାର୍ବଣ, ହସୁଛି କାଶତଣ୍ଡି
ପାରଳାଖେମୁଣ୍ଡି : ଶରତର ଆଗମନରେ କାଶତଣ୍ଡିର ସମ୍ଭାର ଦେଖିବାକୁ ମିଳେ । ରାସ୍ତା କଡଠାରୁ ଆରମ୍ଭ କରି ଚାଷଜମି ନଇପଠା ଯାଏଁ ସବୁଠୁ ଦୋହଲୁ ଥାଏ କାଶତଣ୍ଡି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି କାଶତଣ୍ଡିର ସମ୍ଭାର ମଳୟ ପବନରେ ପାର୍ବଣ ୠତୁର ବାସ୍ନା ବାରି ହୋଇ ଗଲାଣି ।!-->…
Read More...
Read More...
କମୁଛି ହୀରାକୁଦ ଜଳସ୍ତର
ସମ୍ବଲପୁର: କମୁଛି ଉପରମୁଣ୍ଡରେ ବର୍ଷା । ସେଥପାଇର୍ କମୁଛି ହୀରାକୁଦର ଜଳସ୍ତର । ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ନିୟନ୍ତ୍ରଣ ପାଇଁ ୨୮ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ କରାଯାଉଛି । ହୀରାକୁଦରୁ ନିଷ୍କାସିତ ହେଉଛି ୪.୮୭ଲକ୍ଷ କୁ୍ୟସେକ ଜଳ । ଏଥିପାଇଁ ମହାନଦୀ ଫୁଲି ଉଠୁଛି,!-->…
Read More...
Read More...
ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
ପାଟଣାଗଡ଼ : ଗୁରୁବାର ବିଳମ୍ବିତ ରାତିରେ ବ୍ରାହ୍ମଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳରେ ଗତ କିଛି ଦିନ ହେଲା ହାତୀର ଆତଙ୍କ ଖେଳିଯାଇଛି । ଗତକାଲି ରାତି ପ୍ରାୟ ୧୦ ଟା!-->…
Read More...
Read More...
ମାୟାବତୀ ନଦୀରୁ ଅଜଣା ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର
ପାଟଣାଗଡ଼ : ପାଟଣାଗଡ଼ ସହରକୁ ଦେଇ ଲମ୍ବି ଯାଇଥିବା ମାୟାବତୀ ନଦୀ କୂଳର ବରପଦର ପିଏଚ୍ଡି ପାଣି ଟାଙ୍କି ନିକଟରେ ଏକ ଅଜଣା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ଏହି ଶବ କାହାର କେଉଁଠି ଆସିଲା ତାହା ଜଣାପଡି ନଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରି ତଦନ୍ତ!-->…
Read More...
Read More...
ପଦ୍ମନାଭପୁରରେ ସତ୍ୟ ସାଇବାବାଙ୍କ ଜନ୍ମ ଜୟନ୍ତୀ ପାଳନ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟସ୍ଥ ପଦ୍ମନାଭପୁର ଗ୍ରାମର କରଣ ସାହିରେ ସତ୍ୟ ସାଇବାବାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ କାଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ୟୁ . ସୁର୍ଯ୍ୟନାରାୟଣ ରାଓ, ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ସତ୍ୟ!-->…
Read More...
Read More...
ମୁଣ୍ଡଳୀରେ ବଢିଲା ମହାନଦୀ ଜଳସ୍ତର
କଟକ : ମୁଣ୍ଡଳୀ ନିକଟରେ ବଢିଲା ମହାନଦୀ ଜଳସ୍ତର । ମୁଣ୍ଡଳୀରେ ସକେଣ୍ଡ ପିଛା ୬ ଲକ୍ଷ ୮ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମରେ ଜଳସ୍ତର ୮୯.୦୧ ଫୁଟ ରହିଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମରେ ବିପଦ ସଙ୍କେତ ହେଉଛି ୯୭.୨୫ ଫୁଟ । ମୁଣ୍ଡଳୀ ଡାଉନ୍ ଷ୍ଟ୍ରିମରେ ଜଳସ୍ତର!-->…
Read More...
Read More...
ଭୁବନେଶ୍ୱରର ଏହି ଅଫିସ ୫ ଦିନ ପାଇଁ ବନ୍ଦ
ଭୁବନେଶ୍ୱର : ଭୁବନେଶ୍ୱରର ସବକଲେକ୍ଟର ଅଫିସ ଓ ତହସିଲ ଅଫିସ ୫ ଦିନ ପାଇଁ ବନ୍ଦ କରାଯାଇଛି । ଉଭୟ ଅଫିସର ୫ ଜଣ କର୍ମଚାରୀ କରୋନା ପଜିଟିଭ୍ ବାହାରିବା ପରେ ପ୍ରଶାସନ ଏହି ପଦକ୍ଷେପ ନେଇଛି । ଉଭୟ ଅଫିସ ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ରାଜ୍ୟରେ କରୋନା ସଂକ୍ରମଣ ଜାରି!-->…
Read More...
Read More...
ସିମିଳି ଗ୍ରାମ ପଞ୍ଚାୟତ ବିଜେଡି ପକ୍ଷରୁ ପ୍ରପୀଡିତମାନଙ୍କୁ ରିଲିଫ ବଣ୍ଟନ
କୋଣାର୍କ : କୋଣାର୍କ ଥାନା ଅଧୀନସ୍ଥ ସିମିଳି ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପାଣିଘେରରେ ରହିଥିବା ପ୍ରପୀଡିତ ଓ ଅସହାୟ ବ୍ୟକ୍ତିମାନଙ୍କୁ ରିଲିଫ ବଣ୍ଟନ କରାଯାଇଛି । ସିମିଳି ଗ୍ରାମପଞ୍ଚାୟତ ବିଜେଡି ସଭାପତି ବାନାମ୍ବର ବେହେରାଙ୍କ ନେତୃତ୍ୱରେ!-->…
Read More...
Read More...