Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨ ଯୁବକଙ୍କ ମୃତଦେହ ଉଦ୍ଧାର
ଯାଜପୁର: ପାଣିକୋଇଲି ଟୋଲ୍ଗେଟ୍ ସୋତି ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । । ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।ସୂଚନା ମୁତାବକ, ଆଜି ସକାଳୁ ସ୍ଥାନୀୟ ଲୋକେ କୌଣସି!-->…
Read More...
Read More...
ପାଟଣାଗଡ଼ ବନବିଭାଗ ଦ୍ୱାରା ୨ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁଗଣ୍ଡି ବୋଝେଇ ୪୦୭ ଟ୍ରକ ଜବତ
ପାଟଣାଗଡ଼ : ପାଟଣାଗଡ଼ ବନବିଭାଗ ଲରମ୍ଭା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଏକ ୪୦୭ ଟ୍ରକକୁ ଜବତ କରାଯାଇଥିବା ଜଣାପଡ଼ିଛି । ବିଶ୍ୱସ୍ତ ସୁତ୍ରରୁ ପୂର୍ବରୁ ବଲାଙ୍ଗୀର ଡିଏଫଓ ନିତିଶ କୁମାରଙ୍କ ଦେଇଥିବା ସୂଚନା ମୁତାବକ ପାଇ ପାଟଣାଗଡ଼ ରେଞ୍ଜର ରାଜକୃଷ୍ଣ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲରମ୍ଭା!-->…
Read More...
Read More...
ମୋ ସରକାର ପ୍ରକୋଷ୍ଠ ଉଦଘାଟିତ
କେନ୍ଦୁଝର,୩/୯: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତକାଲି ମୋ ସରକାର ପ୍ରକୋଷ୍ଠ ଆଶିଷ ଠାକରେଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ସାଧାରଣ ଲୋକଙ୍କ ପାଇଁ ସହଜରେ ପ୍ରଶାସନିକ ବ୍ୟବସ୍ଥା ଉପଲବ୍ଧ କରାଯିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜିଲ୍ଲା!-->…
Read More...
Read More...
ଜେଲ୍ଗଲେ ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ପୁଅ ମନୋରଞ୍ଜନ
ଖୋର୍ଦ୍ଧା,୩/୯: ସତ୍ୟବ୍ରତ ନାଏକ ହତ୍ୟା ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହେବାପରେ ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନକୁ ଗୁରୁବାର ଭୁବନେଶ୍ୱର ସହିଦନଗରସ୍ଥିତ ତାଙ୍କ ଘରୁ ଖୋର୍ଦ୍ଧା ପୁଲିସ ଗିରଫ କରିଛି । ତାଙ୍କ ବିରୋଧରେ ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧିକ!-->…
Read More...
Read More...
ଶାଗମାଛ ମୂଲ୍ୟରେ ବିକ୍ରୀ ହେଉଛି ଜଙ୍ଗଲଜାତ ଦ୍ରବ୍ୟ
ଦଶପଲ୍ଲା : ମୁଣ୍ଡର ଝାଳ ତୁଣ୍ଡରେ ମାରି ଜଙ୍ଗଲ ସାରା ବୁଲି ବୁଲି ସଂଗ୍ରହ କରୁଥିବା ଜଙ୍ଗଲ ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଉନଥିବାରୁ ବନବାସୀ ମହିଳାମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଗୁରୁବାର ଦିନ ଏକତ୍ରିତ ହୋଇଥିଲେ । ସରକାର ଏଭଳି ଜିନିଷଗୁଡିକର ମୂଲ୍ୟ ନିର୍ଦ୍ଧାରଣ!-->…
Read More...
Read More...
ଭଙ୍ଗା ଘରେ ଅସହାୟ ଅବସ୍ଥାରେ ମହିଳା,୫କିଲୋ ଚାଉଳରେ ବଞ୍ଚିଛି ଜୀବନ
ଦାରିଙ୍ଗବାଡି : ଗରିବ ଅସହାୟ ଲୋକଙ୍କ କଲ୍ୟାଣ ପାଇଁ ସରକାର ବହୁ ଯୋଜନା କରିଥିବା ବେଳେ ତାହା ବାସ୍ତବ ହିତାଧିକାରୀଙ୍କ ପାଖରେ ଅପହଞ୍ଚ ହେଉଛି । ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି କିନ୍ତୁ ତାହା ଯୋଗ୍ୟ ହିତାଧିକାରୀଙ୍କ ଠାରୁ ଯୋଜନ ଦୂରରେ ରହି ଯାଉଛି । ଏଭଳି ଏକ ଉଦାହାରଣ!-->…
Read More...
Read More...
ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଏବଂ ଧେନୁକାସୁର ବଧ ନୀତି
ପୁରୀ : ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ଦିନ ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ କାଳୀୟ ଦଳନ ବେଶ ଅନୁଷ୍ଠିତ ହେବା ସହ କାଳୀୟଦଳନ ଘଟଣାଟିକୁ ଶ୍ରୀମନ୍ଦିର ବାହାରେ ଥିବା ମାର୍କଣ୍ଡେୟ ପୋଖରୀ କୂଳରେ ରୂପାୟିତ କରାଯାଇଛି । ମହାପ୍ରଭୁ ଯମୂନା ଜଳରେ କୃଷ୍ଣରୂପରେ କାଳୀୟସର୍ପକୁ ମାରିଥିବାରୁ!-->…
Read More...
Read More...
ନିଆଁରେ ପୋଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଚିକିତ୍ସାରେ ଅର୍ଥ ବାଧକ ଘଟଣା, ଛାତ୍ରୀଙ୍କ ଘରେ ପହଞ୍ଚିଲା ସ୍ୱାସ୍ଥ୍ୟ…
ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ୧୧ନମ୍ବର ୱାର୍ଡ ମଧୂପଲ୍ଲୀ ସାହି ର ରାମ ଚନ୍ଦ୍ର ପାତ୍ରଙ୍କ ବଡ ଝିଅ ତାରା ପାତ୍ର ଜେଜେବାପାଙ୍କ ଘରେ ରୋଷେଇ କରିବା ବେଳେ ଦେହରେ ନିଆଲାଗିଯାଇଥିଲା । ଚିକିତ୍ସା ପାଇଁ ଦାରିଙ୍ଗବାଡିଠାରୁ ଆରମ୍ଭ କରି କଟକ ଯାଏଁ ଯାଇଥିବା ବେଳେ ଅର୍ଥ!-->…
Read More...
Read More...
ଶ୍ରୀମନ୍ଦିରକୁ ଚନ୍ଦନ କାଠ ଦାନ
ପୁରୀ,୨/୯- ଖଲ୍ଲିକୋଟ ବଜାର ନିବାସୀ ଶ୍ରୀ ସକଳେଶ୍ୱର ରଥ ଶ୍ରୀମନ୍ଦିରକୁ ପ୍ରାୟ ୨ କ୍ୱିଣ୍ଟାଲ ଓଜନର ଚନ୍ଦନ କାଠ ଦାନ କରିଛନ୍ତି । ନିଜ ଘରବାଡିରେ ଥିବା ଚନ୍ଦନ ଗଛ କାଠକୁ ଦାନ କରିବା ନିମନ୍ତେ ସେ ପ୍ରାୟ ୨ ବର୍ଷ ହେବ ମନ୍ଦିର ପ୍ରଶାସନ ସହ ଯୋଗାଯୋଗରେ ଥିଲେ । ସେ ତାଙ୍କ ପିତା ଶ୍ରୀ!-->…
Read More...
Read More...
ନୂତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସ୍ୱାଗତ
ବୌଦ୍ଧ,୨/୯:- ବୌଦ୍ଧର ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଉଦୟନାଥ ମାଝୀଙ୍କୁ ଜିଲ୍ଲା ନୂତନ ପେନସନଧାରୀ ପ୍ରାଥମିକ ଶିକ୍ଷକ ସଂଘ ଫୁଲତୋଡ଼ା ଦେଇ ସ୍ୱାଗତ କରିଛନ୍ତି । ସ୍ୱାଗତ ବେଳେ ସଂଘର ପ୍ରତିନିଧି ବିଭିନ୍ନ ଶିକ୍ଷକ ସମସ୍ୟାର ଆଲୋଚନା କରିଥିଲେ । ଶିକ୍ଷାଧିକାରୀ ଶ୍ରୀ ମାଝୀ ଶିକ୍ଷକଙ୍କ!-->…
Read More...
Read More...